ଉତ୍ତର ଭୁବନେଶ୍ୱରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଭୁବନେଶ୍ବର : ଅମ୍ବିସନ କ୍ଳବ ତରଫରୁ ଆଜି ୱାର୍ଡ ନଂ ୧୩ ସ୍ଥାନୀୟ ବିଡିଏ କଲୋନୀ ମଧ୍ୟରେ ଏକ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ବୃକ୍ଷ ରୋପଣ ଓ ତାହାର ଉପକାରୀତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା
ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ…
