Odia News Portal

ସୁରତ ଅଗ୍ନିକାଣ୍ଡରେ ମୃତକଙ୍କ ସଂଖ୍ୟା ୨୦କୁ ବୃଦ୍ଧି

ସୁରତ()  ସୁରତ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ । ସୁରକ୍ଷାକୁ ଦୃଷ୍ଟିରେ ରିପୋର୍ଟ ଆସିବା ପର୍ୟ୍ୟନ୍ତ ସୁରତ ଓ ଅହମଦାବାଦର ସମସ୍ତ କୋଚିଂ ସେଣ୍ଟରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି। ଗତକାଲି ଅପରାହ୍ନ ପ୍ରାୟ ୫ଟା ବେଳେ…

୨୯ରେ ଶପଥ ଗ୍ରହଣ କରିବେ ନବୀନ

ଭୁବନେଶ୍ୱର()   ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇସ୍ତଫା ଦେଇଛନ୍ତି । ତାଙ୍କ ସହ ଦଳର ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳଙ୍କ ନିକଟକୁ ଇସ୍ତଫାପତ୍ର ପଠାଯାଇଥିଲା । ରାଜ୍ୟପାଳ ଇସ୍ତଫା ଗ୍ରହଣ କରିବା ପରେ ରାଜ୍ୟପାଳ ଆସନ୍ତା…

କଂଗ୍ରେସରୁ ଇସ୍ତଫା ଦେଲେ ସନ୍ତୋଷ

କଂଗ୍ରେସ ବିଧାନସଭା ପାର୍ଥୀ ସନ୍ତୋଷ ନନ୍ଦ ନିଜର ପରାଜୟ କାରଣରୁ କଂଗ୍ରେସ ଦଳର ସମସ୍ତ ପଦପଦବୀରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି,ପି.ସି.ସି ସଭାପତି ନିରଞ୍ଜନ ପଟନାୟକ ଓ ଜିଲ୍ଲା ସଭାପତି ମନୋଜ ରାଉତଙ୍କ ନିକଟକୁ ପଠାଇ ଥିବା ସୁଚନା ମିଳିଛି…

ରାଜନେତାଙ୍କ ଘର ଉପରକୁ ବୋମାମାଡ

ବିଜେପି ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ ହୋଇଛି । ପିପିଲି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରିଥିବା ଆଶ୍ରିତ ପଟ୍ଟନାୟକଙ୍କ ବାସଭବନ ଉପରକୁ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ ଆସି ବୋମା ମାଡ କରିଥିବା ସୂଚନାରୁ ଜଣା ପଡିଛି । ରାଜନୈତିକ ଶତ୍ରୁତା କାରଣରୁ ଏହି ବୋମାମାଡ…

ଫିଲ୍ମର ବଦଳରେ ଚା’ ବିକୁଛନ୍ତି ଏହି ଅଭିନେତା …

ମୁମ୍ବାଇ()  ଶୁକ୍ରବାର ଫିଲ୍ମ ‘ପିଏମ୍ ନରେନ୍ଦ୍ର ମୋଦୀ’ ରିଲିଜ୍ ହୋଇଛି ।ଫିଲ୍ମରେ ମୋଦୀଜୀଙ୍କ ଚରିତ୍ର ନଜର ଆସିଥିବା ଅଭିନେତା ବିବେକ ଓବରଏ ଭିନ୍ନ ଅନ୍ଦାଜରେ ଲୋକଙ୍କୁ ସ୍ୱାଗତ କରିଥିଲେ । ସ୍କ୍ରିନିଙ୍ଗ ପାଇଁ ଆସିଥିବା ଲୋକଙ୍କୁ ନିଜ ହାତରେ ଚା’ ବାଣ୍ଟିଥିଲେ ଅଭିନେତା ବିବେକ ।ମୋଦୀ…

ଓଡ଼ିଶା ଆସିବ କଳ୍ପନାଙ୍କ ମର ଶରୀର

ଭୁବନେଶ୍ୱର()   ରାଜ୍ୟର ପ୍ରଥମ ଏଭରେଷ୍ଟ ଅରୋହଣକାରୀ କଳ୍ପନା ଦାଶଙ୍କ ମର ଶରୀର ଓଡ଼ିଶାକୁ ଅଣାଯିବ ।ଏ ନେଇ ଶୁକ୍ରବାର ରାଜ୍ୟ କ୍ରୀଡ଼ା ସଚିବ ନେପାଳରେ ଥିବା ଭାରତୀୟ ଦୂତାବାସକୁ ଚିଠି ଲେଖିଛନ୍ତି । ତେବେ ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ଉଠାଇବେ ବୋଲି ଜଣାପଡ଼ିଛି । ଢେଙ୍କାନାଳ…

ତକ୍ଷଶୀଳା ଆର୍କେଡରେ ଅଗ୍ନିକାଣ୍ଡ, ୧୬ ମୃତ

ସୁରଟ()    ସୁରଟର ତକ୍ଷଶୀଳା ଆର୍କେଡରେ ନିଆଁ ଲାଗିଯାଇଛି। ଫଳରେ ଏପର୍ୟ୍ୟନ୍ତ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ନିଆଁ ଲାଗିଥିବା ବିଲ୍ଡିଂରେ ଏବେବି ଅନେକ ଲୋକ ଓ ପିଲା ଫସି ରହିଥିବା ସୁରାଟ ପୋଲିସ କମିଶନର ସତୀଶ କୁମାର ମିଶ୍ର କହିଛନ୍ତି। ପୋଲିସ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ…

ଏହି ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୫ ଟି ଭୋଟ୍, ଆଉ ତାପରେ …

ରାଜନୀତିରେ ହାର ଜିତ ଲାଗି ରହିଥାଏ । ହାର ଜିତର ଏହି ଖେଳରେ କିଛି ପ୍ରାର୍ଥୀ ଏମିତି ଅଛନ୍ତି ଯିଏ ନିଜର ପରାଜୟ ପାଇଁ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସେମିତି ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଏହି ପ୍ରାର୍ଥୀ ଜଣକ ହେଉଛନ୍ତି ପଂଜାବର । ଏହି ପ୍ରାର୍ଥୀଙ୍କୁ…

ହାରିଲେ ଦୁଇ ଅଭିନେତ୍ରୀ

ଭୁବନେଶ୍ବର()  ଓଲିଉଡ୍ ଦୁନିଆର ପ୍ରତିଷ୍ଠିତଜଗତରୁ ରାଜନୀତି ମୈଦାନକୁ ଓହ୍ଲାଇ ଥିବା ଦୁଇ ଅଭିନେତ୍ରୀ ରାଜନୀତିରେ ଫେଲ ମାରିଛନ୍ତି । ବିଜେପିରୁ ଅପରାଜିତା ମହାନ୍ତି ଭୁବନେଶ୍ବର ଉତ୍ତର ଓ ପିଙ୍କି ପ୍ରଧାନ ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ଅଭିନେତ୍ରୀ ଅପରାଜିତା ମହାନ୍ତି…

କୁଆଡେ ଗଲା ମିସନ ୧୨୦

ଭୁବନେଶ୍ବର()  ନବୀନଙ୍କ ତେଜରେ ମୋଦି ହାୱା କାମ ଦେଲା ନାହିଁ । ବିଧାନସଭା ନିର୍ବାଚନକୁ ପୋଛିନେଲା ବିଜେଡି। ପ୍ରଥମେ ମିସନ ୧୨୦ କଥା କହିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ନିର୍ବାଚନ ପରେ ବିଧାନସଭାରେ ୭୦ରୁ ଅଧିକ ଆସନ ଦଖଲ କରି ସରକାର ଗଠନର ସ୍ବପ୍ନ ଦେଖୁଥିଲା ଗେରୁଆ ଦଳ । ୩୦…