ରେଳବାଇ ସୁରକ୍ଷା କମିଟି ବୈଠକ, ଯାତ୍ରୀଙ୍କ ସୁରକ୍ଷାକୁ ଫୋକସ୍
ଭୁବନେଶ୍ବର : ଷ୍ଟେସନ ହେଉ ବା ଟ୍ରେନ୍ କିନ୍ନରଙ୍କ ଉପରେ କଟକଣା । ସେମାନେ କେବଳ ଯାତ୍ରୀ ଭାବେ ଯାତାୟତ କରିପାରିବେ । ମାତ୍ର ଭିକ୍ଷାବୃତ୍ତି କରିପାରିବେ ନାହିଁ । ପୋଲିସ ଡିଜିଙ୍କ କ୍ୟାମ୍ପ୍ ଅଫିସରେ ବସିଥିବା ପ୍ରଥମ ରାଜ୍ୟସ୍ତରୀୟ ରେଳବାଇ ସୁରକ୍ଷା କମିଟି ବୈଠକରେ ଏହି ନିଷ୍ପତ୍ତି…
