୯୮ ଲକ୍ଷ ପାଇଲେଣି ସୁଭଦ୍ରା: ପ୍ରଭାତୀ
୯୮ ଲକ୍ଷ ମହିଳା ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ପାଇଛନ୍ତି । ଭାଗ୍ୟବାନ ୨ଲକ୍ଷ ମହିଳା ଶେଷବେଳର ହିତାଧିକାରୀ ହେବେ । ନିଜ ଆକାଉଣ୍ଟ ଡିବିଟି ଏନେବୁଲ କରିଦିଅନ୍ତୁ । ବ୍ୟାଙ୍କ ବୁଲିଆସନ୍ତୁ, ସୁଭଦ୍ରା ଟଙ୍କା ଆପଣଙ୍କ ପାଖେ ପହଞ୍ଚିଯିବ । ବ୍ଲକସ୍ତରରେ ରିଜେକ୍ଟ ଲିଷ୍ଟ ଅଛି, ଚେକ କରିଦିଅନ୍ତୁ!-->…
