Odia News Portal

ହତ୍ୟା ମାମଲାରେ ୧୯ ଜଣଙ୍କୁ ଆଜୀବନ ଜେଲ

 ବ୍ରହ୍ମପୁର()  ବ୍ରହ୍ମପୁର କୁଲଟା ହତ୍ୟାକାଣ୍ଡ ମାମଲାରେ ୧୯ ଜଣଙ୍କୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୧ କୋର୍ଟ। ୨୦୦୭ କୁଲଟା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ମହେଶ୍ୱର ସାସମଲଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ମୋଟ୍ ୧୯ ଜଣ ଅଭିଯୁକ୍ତ ଥିଲେ। ତେବେ…

୨୧ରେ ପ୍ରକାଶ ପାଇବ +୨ କଳା ଓ ବାଣିଜ୍ୟ ଫଳ

ଭୁବନେଶ୍ବର()  ଆସନ୍ତା ୨୧ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଏହି ସୂଚନା ଦେଇଛନ୍ତି। ଚଳିତ ବର୍ଷ କଳାରେ ୨ ଲକ୍ଷ ୩୫ ହଜାର ୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଓ୍ବେବସାଇଟ୍ orissaresults.nic.in ଏବଂ…

ସ୍ବାସ୍ଥ୍ୟ ସେବା ପାଇଁ ଭିଜନ୍ -୨୦୨୫

ଭୁବନେଶ୍ବର () ରାଜ୍ୟରେ ନୂତନ ସ୍ବାସ୍ଥ୍ୟନୀତି ପ୍ରବର୍ତ୍ତନ ସହିତ ଖୁବଶୀଘ୍ର ଭିଜନ୍ - ୨୦୨୫ ଅନୁସାରେ ରାଜ୍ୟବାସୀଙ୍କୁ ବିନାମୂଲ୍ୟରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ।…

ପୁଣି ଜୁଏଲ ନିରାଶ

ଭୁବନେଶ୍ୱର()   ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ରାଜ୍ୟରୁ ସର୍ବାଧିକ ଭୋଟରେ ବିଜୟୀ ହୋଇଥିବା ସୁନ୍ଦରଗଡର ବିଜେପି ସାଂସଦ ଜୁଏଲ ଓରାମଙ୍କର ଶେଷ ଆଶା ନିରାଶାରେ ପରିଣତ ହୋଇଛି । ନିର୍ବାଚନ ପରେ ମୋଦିଙ୍କ କ୍ୟାବିନେଟରେ ସ୍ଥାନପାଇବେ ବୋଲି ଜୁଏଲ ଓରାମ ଆଶାବାନ୍ଧିଥିଲେ । କିନ୍ତୁ…

କ୍ୟାଟ୍ରିନା ବିବାହ କରିବେ ଏହି ଅଭିନେତାଙ୍କୁ

“ଭାରତ” ରିଲିଜ ହେବା ପରେ ଫିଲ୍ମ ଓ ବିବାହକୁ ନେଇ କ୍ୟାଟ୍ ବେଶ ଚର୍ଚ୍ଚାରେ ଅଛନ୍ତି। ରିପୋର୍ଟ ଅନୁସାରେ କ୍ୟାଟ୍ରିନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। କ୍ୟାଟ୍ରିନାଙ୍କ ରିଲେସନସିପ୍ ଲିଷ୍ଟରେ ବଲିଉଡର ଅଭିନେତା ସଲମାନ ଖାନ ଓ ରନବୀର କପୁରଙ୍କ ନାଁ ଅଛି। ରଣବୀର କପୁର ଓ…

ଏନଡିଏରକୁ ସମର୍ଥନ ଦେବାକୁ ବିଜେଡିର ନିଷ୍ପତ୍ତି

ଭୁବନେଶ୍ବର()  ଲୋକସଭା ବାଚସ୍ପତ୍ତି ପାଇଁ ଏନ୍ଡିଏ ପ୍ରାର୍ଥୀ ଓମ୍ ବିର୍ଲାଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛି ବିଜେଡି। ବିଜେଡି ଭଳି ଓ୍ୱାଇଏସଆର କଂଗ୍ରେସ ଓ ଏଆଇଏଡିଏମ୍କେ, ଜେଡିୟୁ ଓ ଲୋକଜନଶକ୍ତି ପାର୍ଟି ସମେତ ୧୦ଟି ଦଳ ସମର୍ଥନ କରିବାକୁ ଘୋଷଣା କରିଛନ୍ତି। ଆଜି ଲୋକସଭାରେ ବିଜେଡି…

ଜୁନ୍ ୨୬ରେ ଖୋଲିବ ସ୍କୁଲ

ଭୁବନେଶ୍ବର()   ବଢିଲା ଖରାଛୁଟି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଖରାଛୁଟି ଜୁନ୍ ୨୫ ଯାଏଁ ବଢ଼ିଛି। ତେବେ ଗ୍ରୀଷ୍ମ ଛୁଟିକୁ ୨୫ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରିବା ଲାଗି ସରକାର ନିଷ୍ପତ୍ତି ନେଇଥିବା ଗଣଶିକ୍ଷା ସଚିବ ପ୍ରଦୀପ…

ଏମ୍ସରେ ମିଳିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ

ଭୁବନେଶ୍ୱର()  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ଏମ୍ସ । ଭୁବନେଶ୍ୱର ଏମ୍ସରେ ବି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଫାଇଦା ପାଇବେ ଲୋକେ ।  ପୂର୍ବରୁ ରାଜ୍ୟ ଓ ରାଜ୍ୟ ବାହାରର ୨୦୮ଟି ହସ୍ପିଟାଲ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ନବ…

ଅଣସର ଘରେ ମହାପ୍ରଭୁ

ଭୁବନେଶ୍ବର()  ଅଣସର ଘରେ ଶ୍ରୀଜିଉ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଅସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଭୀଷଣ ଜ୍ୱରରେ ପୀଡ଼ିତ ହୋଇଛନ୍ତି । ଏଥିପାଇଁ ଆଜିଠୁ ଅଣସର ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ନୀତି ଚାଲିବ । ଅସୁସ୍ଥତାର ଉପଚାର କରିବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରକ୍ଷକ…

ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ

ଭୁବନେଶ୍ବର()   ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାର ୩ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ନାମାଙ୍କନର ଶେଷ ତାରିଖ ଜୁନ୍ ୨୫ ରହିଛି। ଆବଶ୍ୟକ ପଡ଼ିଲେ ଜୁଲାଇ ୫ରେ ବିଧାନସଭାର ୫୪ ନମ୍ବର…