Odia News Portal

ଅନ୍ତର୍ଜାତୀୟ ଯୋଗ ଦିବସ

ନୂଆଦିଲ୍ଲୀ()  ଆଜି ବିଶ୍ୱ ଯୋଗ ଦିବସ । ନିରୋଗ ଓ ନିରାମୟ ଜୀବନ ବଞ୍ଚିବା ପାଇଁ ଯୋଗ ଏକ ବଳିଷ୍ଠ ମାଧ୍ୟମ । ଏହାର ଗୁରୁତ୍ବ ସଂପର୍କରେ ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି । ଚଳିତ ବର୍ଷ ଯୋଗ ଦିବସ ପାଇଁ ଥିମ୍ ରହିଛି ‘‘YOGA FOR…

ଓଡିଶାକୁ ଛୁଇଁଲା ମୌସୁମୀ, ରାଜ୍ୟରେ ବର୍ଷା ଆରମ୍ଭ

ଭୁବନେଶ୍ବର()  ଆଜି ଓଡ଼ିଶା ଛୁଇଁପାରେ ମୌସୁମୀ ।ଆସନ୍ତା ୭୨ଘଣ୍ଟା ମଧ୍ୟରେ ସାରା ଓଡିଶାରେ ବର୍ଷା ସମ୍ଭାବନା ରହିଛି । ଏ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଦକ୍ଷିଣ ଓଡିଶାରେ ସକ୍ରିୟ ହେବା ସହ ଗଂଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଆଦି ଜିଲ୍ଲାରେ…

୧୪ ଜିଲ୍ଲାକୁ କାଳବୈଶାଖୀ

ଭୁବନେଶ୍ବର()  ରାଜ୍ୟର ୧୪ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏହାସହ ଘଡ଼ଘଡ଼ି ସହ କାଳବୈଶାଖୀର ଆଶଙ୍କା ରହିଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ,…

ଘାଟି ତଳକୁ ବସ ଖସି ୨୫ ମୃତ, ୩୫ ଆହତ

ଚଣ୍ଡିଗଡ଼()  ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ଘାଟି ତଳକୁ ଏକ ବସ୍ ଖସି ପଡ଼ିବାରୁ ୨୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ବସଟି କୁଲୁରୁ ଗାଡାଗୁଶେଣୀକୁ ଯାଉଥିବା ବେଳେ ବଞ୍ଜାର ନିକଟରେ ପ୍ରାୟ ୫୦୦ ଫୁଟ୍ ଘାଇ ତଳକୁ ଖସିପଡିଥିଲା । ବସ୍ରେ ୬୦ରୁ…

ଘରୋଇ ସଂସ୍ଥାର ପରୀକ୍ଷା ରିପୋର୍ଟ ଉପରେ କଟକଣା

ଭୁବନେଶ୍ବର () ଅବସର ଗ୍ରହଣ କରିଥିବା ଡାକ୍ତରମାନେ ଏଣିକି ୭୦ବର୍ଷ ବୟସ ପର୍ଯ୍ୟନ୍ତ ସରକାରୀ ଚିକିତ୍ସାଳୟରେ ଠିକା ଭିତ୍ତିରେ କାର୍ଯ୍ୟ କରିପାରିବେ । ପୂର୍ବରୁ ଏହି ବୟସସୀମାକୁ ସରକାର ୬୮ବର୍ଷ ଧାର୍ଯ୍ୟ କରିଥିଲେ । ଆଜି ସିଡିଏମ୍‍ଓ ସମ୍ମିଳନୀରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର()   ୨୦୧୯-୨୦ ଶିକ୍ଷାବର୍ଷରେ +୩ ନାମଲେଖା ପାଇଁ ବିଜ୍ଞପ୍ତି ଜାରି । ଆସନ୍ତା ୨୪ତାରିଖରୁ ନାମଲେଖା ପାଇଁ ଛାତ୍ରଛାତ୍ରୀ ଅନଲାଇନରେ ଆବେଦନ କରିପାରିବେ ବୋଲି ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି । ଜୁନ ୨୪ ତାରିଖ ସକାଳ ୧୧ଟାରୁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହେବ। ଆବେଦନର ଶେଷ…

ପୁଣି ବିଶ୍ୱକରୁ ବାଦ ପଡିପାରନ୍ତି ଏହି ଖେଳାଳି

ଟିମ ଇଣ୍ଡିଆକୁ ଆଉ ଏକ ଝଟକା ଲାଗିଛି । ଭାରତୀୟ ଟିମର ଖେଳାଳି ବିଜୟ ଶଙ୍କର ମଧ୍ୟ ଟିମରୁ ବାହାରି ପାରନ୍ତି । ବୁଧବାର ଦିନ ବର୍ଷା ହେଉଥିବାବେଳେ ଭାରତୀୟ ଖେଳାଳି ଅଭ୍ୟାସ ମ୍ୟାଚ ଖେଳୁଥିଲେ । ଅଭ୍ୟାସ ମ୍ୟାଚ ବେଳେ ବିଜୟ ଶଙ୍କରଙ୍କ ଗୋଡ ଆଙ୍ଗୁଠିରେ ଆଘାତ ହୋଇଥିଲା । ଆଘାତ ବେଶୀ ଗଭୀର…

ସଂସଦରେ ମହାନଦୀ ପ୍ରଦୂଷଣମୁକ୍ତ ପ୍ରସଙ୍ଗ ଉଠାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ ()  ଆଜି ସଂସଦରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜର ଅଭିଭାଷଣ ରଖିବା ସମୟରେ ମହାନଦୀ ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି, ଦେଶ ବଦଳୁଛି । ଅଧିକ ସଂଖ୍ୟକ ମହିଳା ଲୋକସଭାକୁ ନିର୍ବାଚିତ ହେବା ଏହା ଦର୍ଶାଉଛି । ସମସ୍ତଙ୍କ ବିକାଶର ଲକ୍ଷ୍ୟ ନେଇ କାମ କରୁଛନ୍ତି ସରକାର ।…

୧୧ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର()   ୧୧ଟି ଜିଲ୍ଲା ପାଇଁ କାଳବୈଶାଖୀ ସତର୍କତା ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ୧୧ଟି ଜିଲ୍ଲା ହେଲା କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ ଏବଂ ଯାଜପୁର । ଏହି ସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା…

କାଲି ଖୋଲିବ ସମସ୍ତ ସ୍କୁଲ

ଭୁବନେଶ୍ବର()   ଆସନ୍ତାକାଲିଠୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । ଏନେଇ ସୂଚନା ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଖରାକୁ ଦେଖି ଆସନ୍ତା ୨୫ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର । ଖରା କମିଯିବାରୁ କାଲିଠାରୁ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ…