ନବ ନିର୍ବାଚିତ ବିଧାୟକଙ୍କୁ ନବୀନଙ୍କ ଗୁରୁମନ୍ତ୍ର, ଆସନ୍ତୁ ଜାଣିବା
ଭୁବନେଶ୍ୱର : ନବ ନିର୍ବାଚିତ ବିଜେଡି ବିଧାୟକଙ୍କୁ ନବୀନଙ୍କ ପରାମର୍ଶ। ସରଳ ଜୀବନ ଯାପନ କର। ଲୋକମାନେ ତୁମର ନିକଟତର ହେବେ। ବିଜୁ ଜନତା ଦଳ ଲଗାତାର ଭାବେ କ୍ଷମତାକୁ କିପରି ଆସୁଛି ତାର ସିକ୍ରେଟ ସେ ଉପସ୍ଥାପନ କରିଥିଲେ। ପ୍ରଥମେ ଲୋକଙ୍କୁ ସବୁବେଳେ ଗୁରୁତ୍ୱ ଦିଅ ଦ୍ଵିତୀୟରେ ଲୋକଙ୍କ ପାଇଁ…
