ନବୀନଙ୍କୁ ବିଜୟର ଶୁଭେଚ୍ଛା ଜଣାଇଲେ ୫ଟି ଜିଲ୍ଲାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମହାସଂଘ ସଦସ୍ୟା
ଭୁବନେଶ୍ବର : ୨୦୧୯ ଲୋକସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ଥର ପାଇଁ ବିଜୟୀ ହୋଇଛନ୍ତି । ଏବେ ତାଙ୍କ ନିକଟକୁ ତାଙ୍କର ସମର୍ଥକ, ପ୍ରଶଂସକ ଏବଂ କାର୍ଯ୍ୟକର୍ତାଙ୍କ ତରଫରୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ନବୀନଙ୍କ ଏହି ବିପୁଳ ବିଜୟ ପରେ ତାଙ୍କୁ ଏସଏଚଜି…
