ଏ ସରକାର କାହା ରିମୋଟରେ ଚାଲିଛି: ଅରୁଣ
ରାଜ୍ୟରେ ଗତ ୧୫୦ ଦିନ ଭିତରେ ଘଟିଯାଇଥିବା କ୍ରାଇମ୍ ରିପୋର୍ଟକୁ ଦେଖାଇ ସରକାରକୁ ଟାର୍ଗେଟ କରିଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ । ସିଧା ସିଧା ମୋହନ ସରକାରକୁ ତୀର ମାରିବା ସହ, ଅରୁଣ ସାହୁ କହିଛନ୍ତି ଯେ, ଏ ସରକାର ୧୦୦ ଦିନରେ ସବୁ ସମାଧାନ କରିବାକୁ କହିଥିଲେ, କିନ୍ତୁ ୧୫୦ ଦିନ!-->…
