ଅଭିନନ୍ଦନଙ୍କ ବୀରତ୍ଵର କାହାଣୀ ପଢିବେ ଛାତ୍ର-ଛାତ୍ରୀ
ଜୟପୁର : ପୁଲଓ୍ଵାମା ହମଲା ପରେ ପାକିସ୍ତାନ ବିରୋଧରେ ହୋଇଥିବା ବାଲାକୋଟ୍ ଏୟାର ଷ୍ଟ୍ରାଇକ ଉପରେ କଂଗ୍ରେସ ଅନେକ ପ୍ରଶ୍ନ କରୁଥିଲେ ମଧ୍ୟ କଂଗ୍ରେସ ଶାସିତ ରାଜସ୍ଥାନ ମାଧ୍ୟମିକ ଶିକ୍ଷା ବୋର୍ଡର ଏକ ପୁସ୍ତକରେ ଶତ୍ରୁ ଦେଶ ଯାଇ ନିଜର ଅଦ୍ୟମ ସାହାସ ଓ ଧୈର୍ଯ୍ୟ ଦେଖାଇଥିବା ଅଭିନନ୍ଦନଙ୍କ…
