Odia News Portal

ବାତ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ ଯାତ୍ରା କଳାକାର

ଜଗତସିଂହପୁର : ଜଗତସିଂହପୁର ଜିଲାର କଂଟାପଡା ଓ ଆଳିପିଙ୍ଗଳ ଠାରେ ବାତ୍ୟାରେ କ୍ଷତିଗସ୍ତ ହୋଇଥିବା ବିପନ୍ନ ମାନଙ୍କୁ ଓଡିଶା ଯାତ୍ରା କଳାକାର ଓ କର୍ମଚରୀ ସଂଘ ପକ୍ଷରୁ ପଲିଥିନ ଓ ବାସନ ସାମଗ୍ରୀ ଆଦି ବଂଟନ କରା ଯାଇଛି । ଏହି ଅବସରରେ ସଂଘର ସଂପାଦକ ଆର.କେ ହିରାଲାଲଙ୍କ ସହ ଯାତ୍ରା…

ଶିଖର ଧୱନ ବ୍ୟାଟ୍ ଛାଡି ଧରିଲେ ବଂଶୀ

ଦେଢ ମାସ ହେଲା ଚାଲିଥିବା ଆଇପିଏଲ୍ ୨୦୧୯ ସରିବା ପରେ ଏବେ ସବୁ କ୍ରିକେଟ ପ୍ରେମୀ ବିଶ୍ୱକପ୍‌କୁ ଅପେକ୍ଷା କରି ରହିଛନ୍ତି । କିଛି ସପ୍ତାହ ପରେ ଆରମ୍ଭ ହେବାକୁ ଥିବା କ୍ରିକେଟର ମହାକୁମ୍ଭ ପାଇଁ ସବୁ ଟିମ୍ ନିଜ ନିଜର ପ୍ରସ୍ତୁତିରେ ଲାଗିପଡିଛନ୍ତି । ଏହି ମାମଲାରେ ଟିମ୍ ଇଣ୍ଡିଆ ମଧ୍ୟ…

ପୁରୀ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ସ୍ୱତନ୍ତ୍ର ପ୍ୟାକେଜ

ବାତ୍ୟା ଫନି ପ୍ରଭାବିତ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବରେ ଗଢ଼ାଯିବ । ଆଜି ପୁରୀରେ କ୍ଷୟକ୍ଷତି ଓ ପୁନରୁଦ୍ଧାର ଅଗ୍ରଗତିର ସମୀକ୍ଷା ପରେ ଏହି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱତନ୍ତ୍ର ସହାୟତା ପ୍ୟାକେଜ ବି ଘୋଷଣା କରିଛନ୍ତି । ପ୍ରତି ପରିବାରକୁ ୧୦ଦିନରେ…

ଆଂଚଳିକ ଦଳ ଉପରେ ନିର୍ଭରଶୀଳ ବିଜେପି: ପିସିସି ସଭାପତି

ବାତ୍ୟା ସ୍ଥିତିର ମୁକାବିଲା ନେଇ ନବୀନଙ୍କୁ ମୋଦିଙ୍କ ପ୍ରଶଂସା । ନିର୍ବାଚନ ବେଳେ ପରସ୍ପର ବିରୋଧରେ ବିଷୋଦଗାର କରୁଥିବା ନବୀନ ଏବଂ ମୋଦିଙ୍କ ଏହି ଭାବଗତ ଆଦାନ ପ୍ରଦାନକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ପିସିସି ସଭାପତି । ସେ କହିଛନ୍ତି ଆଂଚଳିକ ଦଳକୁ ଆଖେଇଛି ବିଜେପି । କଂଗ୍ରେସ ପ୍ରଶ୍ନ…

କ୍ୟାନ୍ସର ରୋଗରେ ଆକ୍ରାନ୍ତ ଏହି ଓଡିଆ ଅଭିନେତ୍ରୀ

ଓଡ଼ିଆ ଟେଲିଭିଜନ ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କୁ କ୍ୟାନସର ହୋଇଛି। ସେ ତାଙ୍କ ଫେସବୁକ ପେଜରେ ଏହି ବିଷୟରେ ସୂଚନା ଦେଇଛନ୍ତି। ନିଜର ଫେସବୁକ ପେଜରେ ଦୁଇଟି ଫଟୋ ଶେୟାର କରି ସେ ଲେଖିଛନ୍ତି- “ମୁଁ ବ୍ରେନ୍ (ମସ୍ତିଷ୍କ) ଓ ଲଙ୍ଗ୍ (ଫୁସ୍ଫୁସ୍) କ୍ୟାନସର ସହିତ ଲଢ଼େଇ କରୁଛି। ମୁଁ…

ରାଜ୍ୟରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ବର() ଆଗାମୀ ୫ ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ବିଶେଷ କରି ୩ ଦିନ ଯାଏଁ କେନ୍ଦୁଝର, ମୟୁରଭଞ୍ଜ, କୋରାପୁଟ, କନ୍ଧମାଳ, ବୌଦ୍ଧ ଜିଲ୍ଲାବାସୀଙ୍କ ପାଇଁ କାଳବୈଶାଖୀ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଏହି ସମୟରେ ଘଡଘଡି ବର୍ଷା ହେବା ସହ…

ଧରାପଡିଲା ମୋାଦିଙ୍କ ଗୁମର କଥା

ଦିଲ୍ଲୀ ()  ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଟରଭ୍ୟୁ ଦେବାରେ ବ୍ୟସ୍ତ ଅଛନ୍ତି । ମୋଦି ମେ ୧୧ ତାରିଖରେ ନ୍ୟୁଜ ଚ୍ୟାନେଲ News Nation କି ଏକ ଇଣ୍ଟରଭ୍ୟୁ ଦେଇଥିଲେ । ମୋଦିଙ୍କ ଇଣ୍ଟରଭ୍ୟୁ ସାମ୍ବାଦିକ ଦୀପକ ଚୌରସିୟା ନେଇଥିଲେ ।…

ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ : ଆଜିଠୁ ଅନ୍‌ଲାଇନ୍ ଟିକେଟ୍ ବିକ୍ରି

ଭୁବନେଶ୍ୱର : ଓଡ଼ିଶା ହକି ପୁରୁଷ ୱାର୍ଲ୍ଡ କପର ସଫଳ ଆୟୋଜନ ପରେ ରାଜଧାନୀକୁ ପୁଣିଥରେ ହକି ଫିଭର୍ ଦେଖିବାକୁ ମିଳିବ। ଆସନ୍ତା ଜୁନ୍ ୬ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ମଙ୍ଗଳବାରଠାରୁ ଅନ୍‌ଲାଇନ୍‌ ଟିକେଟ୍ ବିକ୍ରି…

ବସ୍ତିବାସିନ୍ଦାଙ୍କୁ ବିଦ୍ୟୁତ ସଂଯୋଗ ଦାବିରେ ସେସୁ କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର : କେବଳ ବଡ଼ବଡ଼ିଆ ଓ ପ୍ରଭାବଶାଳୀଙ୍କୁ ବିଦ୍ୟୁତ ସଂଯୋଗ ଦେଇ ୧୨ ତାରିଖରୁ ଶହେ ପ୍ରତିଶତ ଲୋକଙ୍କୁ ବିଦ୍ୟୁତ ସଂଯୋଗ ଯୋଗାଇ ଦେଇଥିବା ଘୋଷଣା କରିଦେଲେ ସରକାର। କିନ୍ତୁ ବ୍ୟାପକ ବସ୍ତିବାସିନ୍ଦା ଓ ସାଧାରଣ ଲୋକଙ୍କ ଘରକୁ ଲାଇନ ଆସିନାହିଁ। ଫଳରେ ୪୫ ଡିଗ୍ରୀ ଗରମରେ ସେମାନେ ଆଉଟୁ…

ଅନ୍ତର୍ଜାତୀୟ ଇଭେଣ୍ଟରେ ଚମକିଲେ ପ୍ରମୋଦ

ଭୁବନେଶ୍ୱର : ଓଡ଼ିଆ ପାରା ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତ ପୁଣିଥରେ ଅନ୍ତର୍ଜାତୀୟ ଇଭେଣ୍ଟରେ ଚମକିଛନ୍ତି। କ୍ୟାନାଡାର ଓଟାୱା ସହରର ମମ୍ପେଟିଟ୍ ଇନଡୋର୍ ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ତର୍ଜାତୀୟ କ୍ୟାନାଡା ପାରା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପ୍ରମୋଦ ଡବଲ୍ ପଦକ ହାସଲ କରିଛନ୍ତି।…