Odia News Portal

ଶୀତଋତୁରେ ଦହି ଖାଇବାର ଉପାୟ, ପଢନ୍ତୁ…

ଦହି ଡାଏରୀ ପ୍ରୋଡକ୍ଟସ ମାନଙ୍କ ମଧ୍ୟରୁ ସବୁଠୁ ଅଧିକ ପସନ୍ଦ ଯୋଗ୍ୟ ଖାଦ୍ୟ ପଦାର୍ଥ ଅଟେ। ଏଥିରେ ରହିଥିବା ମାଇକ୍ରୋସ୍କୋପିକ ବ୍ୟାକ୍ଟେରିଆ ଏବଂ ପ୍ରୋଟିନ ଶରୀରରେ ପୋଷକ ତତ୍ତ୍ବକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। କିଛି ଲୋକଙ୍କ ଧାରଣା ଥାଏ ଯେ ଶୀତ ଦିନରେ ଦହିକୁ ଖାଇବା ଉଚିତ ନୁହେଁ କାରଣ ଏହା…

ନନ୍ଦନକାନନରେ ନୂଆ ଅତିଥି

ନନ୍ଦନକାନନକୁ ଆସିଛନ୍ତି ୨ ନୂଆ ଅତିଥି । ପୁରୁଣା ବର୍ଷ ସରୁଥିବା ଓ ନୂଆ ବର୍ଷ ଆସୁଥିବା ଅବସରରେ ଏହି ନୂଆ ଅତିଥିଙ୍କୁ ନେଇ ନନ୍ଦନକାନନର ପ୍ରାଣୀ ଉଦ୍ୟାନ ବେଶ କୋଳାହଳମୟ ହୋଇଉଠିଛି । ନନ୍ଦନକାନନର ୩୩ନଂ ଏନକ୍ଲୋଜରରେ ବାଘୁଣୀ ରେଣୁକା ଜନ୍ମଦେଇଛି ୨ଶାବକଙ୍କୁ । ନନ୍ଦନକାନନ ପ୍ରାଣୀ ଉଦ୍ୟାନ…

୩୩ ସାମଗ୍ରୀ ଉପରୁ ଜିଏସଟି ହ୍ôାସ

ସିନେମା ପ୍ରେମିଙ୍କ ପାଇଁ ଖୁସି ଖବର । ୧୦୦ଟଙ୍କାରୁ କମ୍ ମୂଲ୍ୟର ସିନେମା ଟିକେଟ ଉପରୁ କେନ୍ଦ୍ର ସରକାର ଜିଏସଟି ୧୦ଭାଗ କମାଇଦେଇଛନ୍ତି । ଏଥି ସହିତ ୩୩ଟି ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ମଧ୍ୟ କେନ୍ଦ୍ର ସରକାର ଜିଏସଟି କମାଇଦେଇଛିନ୍ତି । ଏହି ସାମଗ୍ରୀ ମଧ୍ୟରେ ଅଛି ଡିଜିଟାଲ କ୍ୟାମେରା ,ଟିଭି…

ବଣ୍ଡାଘାଟିରେ ବିଦେଶୀ ନାଗରିକ

ବିନା ଅନୁମତିରେ ମାଲକାନଗିରିର ବଣ୍ଡାଘାଟିରେ ବିଦେଶୀ ନାଗରିକ ପଶିବା ଘଟଣା ଜିଲ୍ଲା ପ୍ରଶାସନର ମୁଣ୍ଡ ବିଗାଡି ଦେଇଛି । ଆଜି ଇଟାଲିର ଜଣେ ଦମ୍ପତି ବଣ୍ଡାଘାଟିରେ ପଶି ଫଟୋ ଉଠାଉଥିବା ବେଳେ ଖବର ପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣା ସ୍ଥଳରେ ପିଡି ଓ ଅନ୍ୟାନ୍ୟ ବିଭାଜିୟ ଅଫିସର ମାନେ ପହଂଚି…

ପୋଲିସ ସୁରକ୍ଷାରେ ରହିବା ପାଇଁ ନାଟକ କରି ବିଲଡର ଗିରଫ

ଲକ୍ଷଲକ୍ଷ ଟଙ୍କା ହାତ ଉଦ୍ଧାରୀ କରି ଲୋକଙ୍କୁ ଠକି ଥିବା ଜଣେ ବିଲଡର ଏହି ଲୋକ ମାନଙ୍କ କବଳରୁ ନିଜକୁ ସୁରକ୍ଷିତ ରଖିବା ପାଇଁ କିପରି ପୋଲିସ ସାହାଯ୍ୟ ନେବାକୁ ଅଭିନବ ଉଦ୍ୟମ କରିପାରେ ତାର ଏକ ଚାଂଚଲ୍ୟକର ଓ ରହସ୍ୟ ଜନକ ଘଟଣା ଖୋଦ ପୋଲିସ ବିଭାଗକୁ ଟେରା କରିଦେଇଛି । । ଘଟଣାଟି ଘଟିଛି ଏମିତି…

ଅସୁସ୍ଥ ଯାତ୍ରୀଙ୍କ ପାଇଁ ବିମାନ ଅବତରଣ

ଇଣ୍ଡିଗୋ-୮୨୨ର ଜରୁରୀ ଅବତରଣ । ଜଣେ ଯାତ୍ରୀ ଅସୁସ୍ଥ ହେବାରୁ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିଥିଲା ଇଣ୍ଡିଗୋ-୮୨୨ ବିମାନ। ଅସୁସ୍ଥ ଯାତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ମୃତକ ହେଉଛନ୍ତି ପଶ୍ଚିମବଙ୍ଗ…

ଜମ୍ମୁକାଶ୍ମୀରରେ ଏନକାଂଟର

ଜମ୍ମୁକାଶ୍ମୀରର ଅବନ୍ତିପୁରା ଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୬ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ସେମାନଙ୍କ ଠାରୁ ବହୁ ଅସ୍ତ୍ରଶସ୍ତ୍ର ସହିତ ବିସ୍ପୋରକ ଆଦି ଜବତ କରାଯାଇଛି । ଏବେ ମଧ୍ୟ ସମ୍ପୃକ୍ତ ଅଂଚଳରେ ଗୁଳି ବିନିମୟ ଜାରୀ ରହିଛି । ସୁରକ୍ଷା…

ବନ୍ଧା ହେବେ ଅଭିନେତା ଅର୍ମାନ କୋହଲୀ

କିଛି ଦିନ ପୂର୍ବରୁ ପ୍ରେମିକା ନିରୁ ରନ୍ଧାଓ୍ଵାଙ୍କୁ ମାଡ଼ ମାରି ବିବାଦରେ ଫସିଥିବା ଅଭିନେତା ଅର୍ମାନ କୋହଲୀ ଏବେ ଏକ ନୂଆ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ,ବେଆଇନ୍ ଭାବରେ ବିଦେଶୀ ବ୍ରାଣ୍ଡର ସ୍କଚ୍ ଏବଂ ହ୍ଵିସ୍କିର ବୋତଲ ରଖିଥିବାରୁ ତାଙ୍କୁ ଗିରଫ…

ଖୋର୍ଦ୍ଧାରୁ ଜବତ ହେଲା ୩୫ ଲକ୍ଷ ଟଙ୍କାର ବ୍ରାଉନସୁଗାର

ଖୋର୍ଦ୍ଧାରୁ ବ୍ରାଉନସୁଗାର ଜବତ। ଜବତ ହେଲା ୨୯୫ ଗ୍ରାମର ଧଳା ଜହର। ଚୋରା ଚାଲାଣ ଅଭିଯୋଗରେ ୨ଜଣଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା ହେବ। ମଠସାହି ଓ ଭାଲିଆ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା।

ଭାଲୁ ଆକ୍ରମଣରେ ଜଣେ ହୋମାଗାର୍ଡ ଆହତ

ବାଲେଶ୍ୱର ଜିଲ୍ଲା ବରମପୁର ଥାନା ଅନ୍ତର୍ଗତ ବରହମପୁର ବଜାରରେ ଭାଲୁ ଆକ୍ରମଣରେ ଜଣେ ହୋମାଗାର୍ଡ ଆହତ ହୋଇଛନ୍ତି। ଗତକାଲି ରାତିରେ ଏହି ବଜାରରେ ହୋମାଗାର୍ଡ ରବୀନ୍ଦ୍ର ମାଝି ପାଟ୍ରୋଲିଂ କରୁଥିବା ବେଳେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା। ତାଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି…