ଆଜି ବିଜେପି ଓ କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ
କନ୍ଧମାଳ: ଆଜି କନ୍ଧମାଳ ବନ୍ଦ। ଅଷ୍ଟମ ଶ୍ରେଣୀ ଛାତ୍ରୀ ମାଆ ହେବା ଘଟଣାକୁ ପ୍ରତିବାଦ କରି ବିଜେପି ଓ କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲାପାଳଙ୍କ ବଦଳି ସହ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନିଲମ୍ବନ ଦାବି କରୁଛି ବିଜେପି। ପୀଡ଼ିତାଙ୍କ ପରିବାରଙ୍କୁ…
