Odia News Portal

ହାରିବା ଭୟରେ ବିଜେପି ଏବେ ଛାନିଆ: ନବୀନ

ସମ୍ଭଲପୁର() ଆସନ୍ତା ୨୩ ତାରିଖରେ ରାଜରେ ହେବାକୁ ଥିବା ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଥିବା ବେଳେ ବିଜେଡି ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ଦଳର ସେନାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହିକ୍ରମରେ ଆଜି ସମ୍ଭଲପୁର ଜିଲ୍ଲାର…

ବିଜେପି ଏଥର କମ୍ ଆସନ ପାଇବ : ନବୀନ

କୁଚିଣ୍ଡା : ତୃତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ପ୍ରଚାର ସରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସ୍ଥାନରେ ମାରାଥନ୍ ପ୍ରଚାର କରୁଛନ୍ତି । ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ମୁକୁନ୍ଦି ଖେଳ ପଡିଆରେ ଆୟୋଜିତ ନିର୍ବାଚନ ପ୍ରଚାର ସଭାରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

କଲମ୍ବୋରେ ଭୟାବହ ବିସ୍ଫୋରଣ : ୧୦ ମୃତ୍ୟୁ, ୮୦ରୁ ଅଧିକ ଆହତ

କଲମ୍ବୋ :  ଇଷ୍ଟର ରବିବାର ଦିନ ଶ୍ରୀଲଙ୍କାର ୫ଟି ଚର୍ଚ୍ଚ ଏବଂ ୩ଟି ହୋଟେଲରେ ବିସ୍ଫୋରଣ ହୋଇଛି । ଗୋଟିଏ ବିସ୍ଫୋରଣ ରାଜଧାନୀ କଲମ୍ବୋର କୋଚଚିକଡେ ସ୍ଥିତ ସେଣ୍ଟ ଏନ୍ଥୋନୀ ଚର୍ଚ୍ଚରେ ହୋଇଛି । ସେହିପରି ଅନ୍ୟ ଗୋଟିଏ ବିସ୍ଫୋରଣ କଟୁଓ୍ବାପିଟୟା ଚର୍ଚ୍ଚରେ ହୋଇଛି । ରାଜଧାନୀର ସଙ୍ଗରୀ-ଲା…

ବିଜେଡି କର୍ମୀଙ୍କ ଗାଡିକୁ ଭଙ୍ଗା ରୁଜା ଅଭିଯୋଗ

ଭୁବନେଶ୍ବର :  ଝାରପଡା ଦୁର୍ଗାପୂଜା ମଣ୍ଡପ ନିକଟରେ ବିଜେଡି କର୍ମୀଙ୍କ ଗଡିକୁ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି । ନିଦ୍ଧିଷ୍ଟ ଦଳର ସମର୍ଥକ ଓ କର୍ମୀ ଗାଡି ଭାଙ୍ଗି ଦେଇଥିବା ଅଭିଯୋଗକାରୀ କରିଛନ୍ତି । ଏନେଇ ବିଜେଡି କର୍ମୀ ଅମୁଲ୍ୟ ପରିଡା ଲକ୍ଷ୍ମିସାଗର ଥାନାରେ ଏତଲା ଦେବେ ।…

ଆଜି ନବୀନଙ୍କ ସମ୍ବଲପୁର, ଭୁବନେଶ୍ୱର, କଟକ ଓ କେନ୍ଦ୍ରାପଡାରେ ପ୍ରଚାର

ମାରାଥନ୍ କ୍ୟାମ୍ପେନରେ ବିଜେଡି ସୁପ୍ରିମୋ । ଆଜି ସମ୍ବଲପୁର, ଭୁବନେଶ୍ୱର, କଟକ, କେନ୍ଦ୍ରାପଡା, ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ପ୍ରଚାର କରିବେ ନବୀନ । ସମ୍ବଲପୁର କୁଚିଣ୍ଡା, ଜୟଦେବ ଆସନ ଅନ୍ତର୍ଗତ ବାଲିପାଟଣା, ଆଠଗଡ, ରାଜନଗର, ପାଟକୁରା ଓ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ…

ପୁଣି ଅଭିନନ୍ଦନ ଉଡ଼ାଇବେ ଯୁଦ୍ଧ ବିମାନ

ନୂଆଦିଲ୍ଲୀ : ପାକିସ୍ତାନର ଏଫ୍‌-୧୬କୁ ଧ୍ୱଂସ କରି ଜାତୀୟ ‘ହିରୋ’ ବନି ଯାଇଥିବା ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ନିଜ କର୍ମକ୍ଷେତ୍ରକୁ ଫେରିଛନ୍ତି । ତାଙ୍କୁ ପଶ୍ଚିମ ସେକ୍ଟରର ଏକ ଏୟାର୍‌ ବେସ୍‌କୁ ସ୍ଥାନାନ୍ତର କରାଯାଇଛି । ପୂର୍ବରୁ ସେ ଶ୍ରୀନଗର ଏୟାରବେସ୍‌ରେ ଥିଲେ । ଏବେ ସେ…

ଅଭିନନ୍ଦନଙ୍କୁ ବୀର ଚକ୍ର ସମ୍ମାନ ଦେବା ପାଇଁ ବାୟୁସେନାର ସୁପାରିସ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର କମାଣ୍ଡର ଅଭିନନ୍ଦନଙ୍କୁ ମିଳିବ ବୀର ଚକ୍ର ପୁରସ୍କାର । ସାହସିକତା ପୁରସ୍କାର ବୀର ଚକ୍ର ଦେବା ପାଇଁ ଭାରତୀୟ ବାୟୁସେନା ସୁପାରିସ କରିଛି । ପାକିସ୍ତାନର ଏଫ-୧୬ବିମାନକୁ ତଳକୁ ଖସାଇଦେଇଥିଲେ ଅଭନନ୍ଦନ । ଉଲ୍ଲେଖଯୋଗ୍ୟ ଯେ ଭାରତ ସୀମା ଭିତରକୁ ପାକିସ୍ତାନର…

ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟ୍‌ରେ ପରାସ୍ତ

ଜୟପୁର : ୱାଙ୍ଖେଡ଼ ପରାଜୟର ପ୍ରତିଶୋଧ ଜୟପୁରରେ ରାଜସ୍ଥାନଠାରୁ ନେବା ପାଇଁ ମୁମ୍ବାଇ ଯେଉଁ ଲକ୍ଷ୍ୟ ରଖିଥିଲା, ତାହା ‍ଫସର ଫାଟିଯାଇଛି। ଆଜି ଘରୋଇ ପଡ଼ିଆରେ ରାଜସ୍ଥାନ ରୟାଲ୍ସ ଭ୍ରମଣକାରୀ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ରାଜସ୍ଥାନ ଚଳିତ ସିଜିନ୍‌ରେ ୯ଟି…

ନୀଳଚକ୍ର ଉପରେ ଚଢ଼ି ଗାମୁଛା ବାନ୍ଧିଲା ଅଜଣା ଯୁବକ

ପୁରୀ : ଶ୍ରୀମନ୍ଦିରରେ ସବୁ ସୁରକ୍ଷା ବ୍ୟବସ୍ଥାକୁ ଭାଙ୍ଗି ନୀଳଚକ୍ର ଉପରେ ଜଣେ ଯୁବକ ଚଢ଼ିଯାଇଥିଲେ। ଓହ୍ଲାଇବା ପରେ ଉକ୍ତ ଯୁବକଙ୍କୁ ଶ୍ରୀମନ୍ଦିର ସିଂହଦ୍ବାରା ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି । ଯୁବକ ଜଣଙ୍କ ଭଦ୍ରକର ମହନ୍ତ ପୋଲି ଜଣାପଡିଛି। ଆଜି ସକାଳେ ନୀଳଚକ୍ର ଉପରେ ଯୁବକ…

ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେଏଲ ରାହୁଲଙ୍କୁ ଜୋରିମାନା

ମୁମ୍ବାଇ  : ଏକ ଟେଲିଭିଜନ ସୋରେ ମହିଳାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କେ ଏଲ ରାହୁଲଙ୍କ ବିରୋଧରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ। ମହିଳାଙ୍କ ବିରୋଧରେ ଅରୁଚିକର ବୟାନ ପାଇଁ ବିସିସିଆଇ ଓମ୍ବୁଡସମ୍ୟାନ ଡି କେ ଜୈନ ହାର୍ଦ୍ଦିକ ପାଣ୍ଡ୍ୟା ଓ କେ…