ବିଜେପିରେ ସାମିଲ ହେବେ ସନ୍ନି ଦେଓଲ !
ନୂଆଦିଲ୍ଲୀ : ବଲିଉଡ ଅଭିନେତା ତଥା ଧର୍ମେନ୍ଦ୍ରଙ୍କ ପୁଅ ସନ୍ନି ଦେଓଲ ରାଜନୀତିରେ ଓହଃଲ୍ଲାଇବ ନେଇ ଚର୍ଚ୍ଚା ଜୋର ଧରିଛି । ସନ୍ନି ଦେଓଲ ବିଜେପିରେ ଯୋଗ ଦେଇପାରନ୍ତି ବଲ୍ଲି ଚର୍ଚ୍ଚା ହେଉଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହ ସନ୍ନି ଦେଓଲଙ୍କ ଏକ ଫଟୋ ଭାଇରାଲ ହୋଇଛି ।…
