Odia News Portal

ଅଜିଠାରୁ ଏନ୍ଜିଟିର ତଦନ୍ତ ଆରମ୍ଭ

ଢେଙ୍କାନାଳ କମଳାଙ୍ଗରେ ୭ଟି ହାତୀଙ୍କ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିଛି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଘଏଞ)ର ୪ ଜଣିଆ ଦଳ। ଏହି ସମୟରେ ପିସିସିଏଫ୍, ଡିଏଫ୍ଓ, ବିଦ୍ୟୁତ ବିଭାଗ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅକ୍ଟୋବର ୨୭ ତାରିଖରେ କମଳାଙ୍ଗ ଗାଁ ପାଖରେ ୧୧ କେଭି ବିଦ୍ୟୁତ୍ ତାର…

ମହିଳାଙ୍କ ପେଟରୁ ବାହାରିଲା ୧.୫କିଲୋ ଲୁହାକଂଟା

ଜଣେ ମହିଳାଙ୍କ ପେଟରୁ ଲୁହା କଣ୍ଟା, କିଛି ନଟ୍ ବୋଲ୍ଟ, ସେଫଟି ପିନ୍,ହେୟାର ପିନ୍, ବ୍ରେସଲେଟ୍, ଚେନ୍, ମଙ୍ଗଳସୂତ୍ର ଓ ଚୂଡ଼ି ମିଳିଛି। ଖାଲି ସେତିକି ନୁହେଁ, କିଛି ଅଳଙ୍କାର, ଦଉଡ଼ି ଏବଂ ଅନ୍ୟ କିଛି ଲୁହା ସାମଗ୍ରୀ ମିଳିଛି। ଏଗୁଡ଼ିକର ଓଜନ୍ ପ୍ରାୟ ୧.୫ କେଜି ହେବ। ଏଭଳି ସାମଗ୍ରୀ ସବୁ…

ଆନେ୍ଦାଳନରୁ ଓହରିଲେ ଭୁବନେଶ୍ୱର ଆଇନଜୀବୀ

ହାଇକୋର୍ଟ ବାର୍ ଆସୋସିଏସନ୍ ଡାକରାରେ ଭୁବନେଶ୍ବର ଓକିଲ ସଂଘ ଚଳାଇଥିବା କାର୍ୟ୍ୟବନ୍ଦ ଆନ୍ଦୋଳନ ଉପରେ ଭୁବନେଶ୍ବର ବାର୍ ଆସୋସିଏସନ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମଙ୍ଗଳବାରଠାରୁ ସହମତି ଭିତ୍ତିରେ ଆଇନଜୀବୀମାନେ କୋର୍ଟ କାର୍ୟ୍ୟରେ ଯୋଗଦେବେ ବୋଲି ସଂଘର ଜରୁରୀ ସାଧାରଣ…

ଅଡୁଆରେ ଅକ୍ଷୟ,୨୧ରେ ହାଜର

ବଲିଉଡ଼ର ଖିଲାଡ଼ିଙ୍କ ମୁଣ୍ଡରେ ପଡ଼ିଲା ଚଡ଼କ। ରାମ ରହିମ୍ଙ୍କ ସହ ଲିଙ୍କ ମାମଲାରେ ସମନ କରିଛି ଏସ୍ଆଇଟି । ଏହା ସହ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ଓ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ସମନ ଜାରି କରାଯାଇଛି । ନଭେମ୍ବର ୨୧ ତାରିଖ ସୁଦ୍ଧା ହାଜର ହେବା ପାଇଁ…

ଭଂଜନଗରରେ ଏନକାଉଂଟର

ଭଞ୍ଜନଗର ଜଙ୍ଗଲରେ ଫୁଟିଲା ଗୁଳି । ରାମପାଦ ଜଙ୍ଗଲରେ ପୋଲିସ-ଅପରାଧୀ ଏନକାଂଉଟର ହୋଇଚି । ଭଞ୍ଜନଗର-ବୁଗୁଡା ପୋଲିସ ଦ୍ୱାରା ଏନକାଂଉଟରରେ ନୟାଗଡର ଦୁର୍ଦ୍ଦାନ୍ତ ଅପରାଧୀ ବେଣୁ ବାରିକ ଅପରାଧୀ ଆହତ ହୋଇଛି । ତାର ବାମ ଗୋଡରେ ଗୁଳି ବାଜିଛି । ବେଣୁକୁ ବୁଗୁଡା ମେଡିକାଲରେ ଭର୍ତି କରାଯାଇଛି ।…

ରଙ୍ଗାରଙ୍ଗ ପରିବେଶରେ ଉନ୍ମୋଚିତ ହେଲା ଟ୍ରଫି

ଭୁବନେଶ୍ୱର () କ୍ରୀଡା କ୍ଷେତ୍ରକୁ ଅଧିକ ବିକଶିତ କରିବା ସହ ବିଶ୍ୱସ୍ତରୀୟ କ୍ରୀଡ଼ାବିତ ସୃଷ୍ଟି ପାଇଁ ରାଜ୍ୟ ସରକାର ଅବିରତ ଉଦ୍ୟମ ଜାରି ରଖିଥିବା ବେଳେ ଆଜି ଏଦିଗରେ ଆଉ ପାଦେ ଆଗେଇଛି କ୍ରୀଡା ବିଭାଗ । ଆଜି 7ଟି ଭିନ୍ନ ଭିନ୍ନ କ୍ରୀଡାର ବିକାଶ ସହ ତାଲିମ ପାଇଁ 7ଟି ଶିଳ୍ପାନୁଷ୍ଠାନ ସହ…

ଚା ପିଉଛନ୍ତି କି ?

ଦୁନିଆରେ ପ୍ରାୟ ସମସ୍ତଙ୍କ ମନ ପସନ୍ଦ ରହିଥାଏ ଚା। ଖାସ କରି ଭାରତରେ ଦିନର ଆରମ୍ଭ ଚା ଦ୍ବାରା ହିଁ ହୋଇଥାଏ। ତେବେ ଏହା ଶରୀରକୁ ଲାଭ ତ ଦୂରର କଥା ବହୁମାତ୍ରାରେ କ୍ଷତି ପହଞ୍ଚାଇ ଥାଏ। ଆସନ୍ତୁ ଜାଣିବା ଚା ପିଇବା ଦ୍ବାରା କଣ ହୋଇଥାଏ ଶରୀରକୁ କ୍ଷତି। ଦିନକୁ ଅତ୍ୟଧିକ ଥର ଚା ପିଇବା ଉଚିତ୍…

ଆରେଂଜ ମ୍ୟାରେଜ କରୁଛନ୍ତି କି ? କରନ୍ତୁନି ଭୁଲ…

ଭାରତ ହେଉଛି ସଂସ୍କାର ଏବଂ ସଭ୍ୟତାପୂର୍ଣ୍ଣ ଦେଶ । ଏଠାରେ ପରମ୍ପରା ଆଉ ରୀତିନୀତିର ନିଜର ଏକ ଅଲଗା ପରିଚୟ ରହିଛି । ବିବାହ ମଧ୍ୟ ଏଠାରେ ବିଭିନ୍ନ ପ୍ରକାରର ଅନୁଷ୍ଠିତ ହୋଇଥାଏ, ତାହା ଲବ୍ ମ୍ୟାରେଜ ହେଉ କିମ୍ବା ଆରେଞ୍ଜ ମ୍ୟାରେଜ । ଯଦି ଆପଣ ଆପଣଙ୍କର ଜୀବନସାଥୀ ବାଛି ସାରିଲେଣି ତେବେ ଠିକ୍…

ଗୁଡ ଖାଇବା ସହ ଲଗାନ୍ତୁ

ଖାଇବା ପରେ ପ୍ରତିଦିନ ଗୁଡ଼ ଖାଇବାକୁ ଘରେ ପରାମର୍ଶ ଦେଇଥାଆନ୍ତି। ଗୁଡ଼ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥିବାରୁ ଗୁରୁଜନ ଏପରି ପରାମର୍ଶ ଦେଇଥାନ୍ତି। ହେଲେ ଜାଣିଛନ୍ତି, ଆପଣ ସୁନ୍ଦର ଦେଖାଯିବାରେ ମଧ୍ୟ ଗୁଡ଼ର ଯଥେଷ୍ଟ ଭୂମିକା ରହିଛି। ଏହା ଆପଣଙ୍କ ମୁଖକୁ ଉଜ୍ୱଳ କରିବା ସହ ତ୍ୱଚାକୁ ଚମକପ୍ରଦ…

କ୍ରିଡାରେ ନିବେଶ, ଭବିଷ୍ୟତ ପାଇଁ ନିବେଶ

ମୁଖ୍ୟମନ୍ତ୍ରୀ, ଶିଳ୍ପପତି ଏବଂ ପ୍ରଶ୍ନ-ଉତ୍ତର ଭୁବନେଶ୍ବର () : ମେକ ଇନ ଓଡିଶା କନକ୍ଲେଭରେ ଆଜି ମୁଖ୍ୟମନ୍ତ୍ରୀ ଶିଳ୍ପପତିଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ସୃଷ୍ଟି କରିଥିଲେ। ଓଡ଼ିଶାରେ ପୁଞ୍ଜିନିବେଶ କରିଥିବା ବେଦାନ୍ତ ଗ୍ରୁପ୍‌ ମୁଖ୍ୟ ଅନୀଲ୍‌ ଅଗ୍ରୱାଲ୍‌ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ…