Odia News Portal

୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ, ପୀଡ଼ିତା ଆଇଜିଏଚ୍‌ରେ ଭର୍ତ୍ତି

ରାଉରକେଲା:ସୁନ୍ଦରଗଡ଼ ଜିଲ୍ଲା ରାଏବୋଗା ଅଞ୍ଚଳରେ ଘଟିଛି ପୁଣି ଏକ ଲଜ୍ୟାକର ଘଟଣା। ଜଣେ ନିଷ୍ପାପ ୪ ବର୍ଷର ଶିଶୁକନ୍ୟାକୁ ଚଲୋଲେଟ୍‌ ଦେବାର ପ୍ରଲୋଭନ ଦେଖାଇ ମୋଟର ସାଇକେଲରେ ଘରୁ ବାହାରକୁ ନେଇ ଏକ ପଡ଼ିଆ ପାଖରେ ଦୁଷ୍କର୍ମ କରିଛି ଜଣେ ନରପିଶାଚ। କେବଳ ସେତିକି ନୁହେଁ, ୪ ବର୍ଷର ଶିଶୁଟି…

ପୁଣି ଦ କପିଲ ଶର୍ମା ସୋ’ ସିଜିନ୍‌-୨: ଦେଲା ଟିଆର୍‌ପି

ମୁମ୍ବାଇ : କିଛି ମାସର ବ୍ୟବଧାନ ପରେ ଏବେ ଦୁଇ ସପ୍ତାହ ହେଲା ନିଜ କମେଡି ସୋ’କୁ ନେଇ ଫେରିଛନ୍ତି ହାସ୍ୟ ଅଭିନେତା କପିଲା ଶର୍ମା । ସୋ’ ବନ୍ଦ ହେବା ପରେ କପିଲ ପରଦାଠାରୁ ନିଜକୁ ଦୂରେଇ ରଖିବା ସହ ଚିନ୍ତାଗ୍ରସ୍ତ ହୋଇ ପଡ଼ିଥିଲେ । କିନ୍ତୁ ଏକ ବର୍ଷର ବ୍ୟବଧାନ ପରେ ସେ ପୁଣି ଦ କପିଲ ଶର୍ମା…

ବିଏସଏନଏଲର ଆରମ୍ଭ ହେବ ୪ଜି ସେବା

ଲକ୍ଷ୍ନୌ: ଭାରତ ସଂଚାର ନିଗମ ଲିମିଟେଡ (ବିଏସଏନଏଲ) ଆଗାମୀ ସପ୍ତାହରୁ ୧୧ଟି ଜିଲାରେ ଫୋର-ଜି ସେବା ଆରମ୍ଭ କରିବାକୁ ଯାଉଛି। ତେବେ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଉପଭୋକ୍ତାଙ୍କୁ ଏହି ସେବା ପାଇଁ ଫେବୃଆରୀ ପର୍ଯ୍ୟନ୍ତ ଅପେକ୍ଷ୍ୟା କରିବାକୁ ପଡିବ। କମ୍ପାନୀ ସେଠାରେ 2ଜି ଓ 3ଜି ସିମ୍‌ର ବିକ୍ରି…

ସଚିବାଳୟକୁ ଧସେଇ ପଶିବାକୁ ବିଜେପି କୃଷକ ମୋର୍ଚ୍ଚାର ଉଦ୍ୟମ ! ଧାନର ଅଭାବୀ ବିକ୍ରି ଓ ମଣ୍ଡିର ଅବ୍ୟବସ୍ଥା ନେଇ…

ଭୁବନେଶ୍ବର: ସଚିବାଳୟରେ ଧସେଇ ପଶିବାକୁ ବିଜେପି କୃଷକ ମୋର୍ଚ୍ଚା କର୍ମୀ ଉଦ୍ୟମ କରିଛି । ଆଜି ଏପରି କିଛି ଦେଖିବାକୁ ମିଳିଛି ସଚିବାଳୟ ଫାଟକ ଆଗରେ । ହାତରେ ପ୍ଲାକାର୍ଡ, ବ୍ୟାନର ଧରି ଆଜି ସଚିବାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଧାନର ଅଭାବୀ ବିକ୍ରୀ ଓ ଧାନମଣ୍ଡିରେ ଅବ୍ୟବସ୍ଥାକୁ…

ପାରିଶ୍ରମିକ ବୃଦ୍ଧି ନେଇ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅଙ୍ଗନବାଡି କର୍ମୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ଅଙ୍ଗନବାଡି କର୍ମୀ ଓ ସହାୟିକା । ସମସ୍ତ ଦାବି ମାନି ନେଇଥିବାରୁ ନବୀନ ନିବାସରେ ହଜାର ହଜାର ଅଙ୍ଗନବାଡି କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି । ଏକ ବିରାଟ ରାଲିରେ ନବୀନ ନିବାସ ଅଭିମୁଖେ ଯାଇ ନବୀନଙ୍କୁ…

ସୌରଗୁଡାରେ ବାବା ଓ ମାତାଙ୍କ ଆବିର୍ଭାବ, ଜୀବନ୍ତ ଠାକୁର ଭାବେ ପୂଜା କରୁଛନ୍ତି ଲୋକେ

ଜୟପୁର: ଜୟପୁର ସୌରଗୁଡା ଅଞ୍ଚଳରେ ଚାଲିଛି ଆଦିଅନନ୍ତାୟ ବାବାଙ୍କ ମହାଯଜ୍ଞ । ଅନ୍ୟାୟ ଅପରାଧରୁ ଦୁରେଇ ସମାଜରେ ମଙ୍ଗଳ ଓ ଶାନ୍ତି ସ୍ଥାପନା ଏହି ଯଜ୍ଞର ମୂଳ ଉଦେଶ୍ୟ ବୋଲି କହିଛନ୍ତି ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକେ । ତେବେ ଦୁଇଟି ମାଟି ମୂର୍ତ୍ତୀରେ ଜୀବନ୍ତ ମଣିଷକୁ ବସାଇ ପ୍ରଭୁ ଓ ମା’ଙ୍କ…

କରଞ୍ଜମାଳ ପ˚ଚାୟତ ମାଟି ତଳୁ ବାହାରୁଛି ଗରମ ପାଣି ଓ ଧୂଆଁ !

ଚାନ୍ଦବାଲି : ଚାନ୍ଦବାଲି ବ୍ଲକ କରଞ୍ଜମାଳ ପ˚ଚାୟତ ଅଞ୍ଚଳରେ ଆଜି ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଟ୍ରାନ୍ସଫର୍ମର ପାଇଁ ଆର୍ଥି˚ ବସାଇବା ଲାଗି ମାଟି ଖୋଳା ଯାଉଥିବା ବେଳେ ମାଟି ତଳୁ ବାହାରୁଛି ଧୂଆଁ ଓ ଗରମ ପାଣି। ଯାହାକୁ ନେଇ ବୋରି˚ କରୁଥିବା ଲୋକମାନେ ଭୟଭୀତ ହେବା ସହ…

କଂଗ୍ରେସ ବିଧାୟକଙ୍କ ୟୁଟର୍ଣ୍ଣ : କର୍ଣ୍ଣାଟକରେ ବିଜେପିକୁ ଝଟକା !

ଇାଙ୍ଗାଲୋର: କର୍ଣ୍ଣାଟକରେ ବିଜେପି ସରକାର ଗଠନ କରିବା ପାଇଁ ପ୍ରୟାସ ଚଳାଇଛି । କିନ୍ତୁ ଦଳର ଏହି ଚେଷ୍ଟା ଫସର ଫାଟିବାକୁ ବସିଲାଣି । କାରଣ କିଛି ଅସନ୍ତୁଷ୍ଟ କଂଗ୍ରେସ ବିଧାୟକ ଶେଷ ମୂହୁର୍ତରେ ସମର୍ଥନ ଦେବାକୁ ମନା କରି ଦେଇଛନ୍ତି । ରାଜ୍ୟରେ ସରକାର ଗଠନ ହେବା ପରେ ଏହା ବିଜେପିର ଦ୍ୱିତୀୟ…

ରେଙ୍ଗାଳି ଡ୍ୟାମ୍‌ରେ ୨ ଯୁବକଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ପଦ୍ମନାଭପୁରରେ ରେଙ୍ଗାଲୀ ଡ୍ୟାମ୍‌ରେ ଦୁଇଟି ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଛି । ଗତକାଲି ୨ ବାଇକ ଅରୋହୀ ରେଙ୍ଗାଲି ଡ୍ୟାମ ବାଟେ ଆସୁଥିବାବେଳେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ବାଇକ ଆରୋହୀ ଡ୍ୟାମ୍‌ ଭିତରେ ପଡି…

୫ଜଣ ଜୁଆଡ଼ି ସହିତ ୧୫ଟି ଗାଡି ଓ ୧ଲକ୍ଷ୍ୟ ୮୪ ହାଜର ଟଙ୍କା ଜବତ

ଅନୁଗୋଳ: ରାତିରେ ତାଳଚେର ପୋଲିସ ସେଣ୍ଟ୍ରାଲ କଲୋନୀ ନିକଟ ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରିଛି। ଖବରରୁ ପ୍ରକାଶ ତାଳଚେର ପୋଲିସ କୌଣସି ସୂତ୍ରରୁ ଖବର ପାଇ ସେଣ୍ଟ୍ରାଲ କଲୋନୀ ଜଙ୍ଗଲ ରେ ଆତର୍କିତ ଚଢ଼ାଉ କରି ଜୁଆ ଖେଳୁଥିବା ଅବସ୍ଥାରେ ୫ ଜଣ ଜୁଆଡ଼ି, ୧୫ ଖଣ୍ଡ ମୋଟର ସାଇକେଲ ଓ ୧ଲକ୍ଷ୍ୟ ୮୪…