Odia News Portal

କୋଲକତାରେ ସିବିଆଇ ଅଫିସର ଗିରଫ !

କୋଲକାତା: କୋଲକାତା ପୋଲିସ କମିଶନର ରାଜିବ କୁମାରଙ୍କୁ ଦେଖାକରିପାଲେନି  ସିବିଆଇ ଟିମ୍ । କୋଲକାତା  ଲୌଡ଼ନ ଷ୍ଟ୍ରିଟରେ ଥିବା ରାଜିବ କୁମାରଙ୍କ ବାସଭବନକୁ ସିବିଆଇ ଟିମ୍ ଧସେଇ ପଶିବାକୁ ଚେଷ୍ଟା କରିଥିଲେ ବି ଗେଟ ସାମନରେ ଅଟକି ରହିଥିଲେ । ସିବିଆଇ ଟିମ୍ ରାଜୀବ କୁମାରଙ୍କୁ ଦେଖା କରିବାକୁ…

ଅମିତ ଶାହାଙ୍କ ପୋଡା ଟ୍ରାନ୍ସଫରର କଡା ଜବାବ ରଖିଲେ ନବୀନ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା ଜବାବ ଦେଇଛନ୍ତି। ଅମିତ ଶାହଙ୍କ ବିଜେଡିକୁ ଉପାଡ଼ି ଫୋଫାଡି ଦେବା ଆହ୍ଵାନ ପ୍ରସଙ୍ଗରେ ନବୀନ କହିଛନ୍ତି, ୨୦୧୯ ନିର୍ବାଚନ ଫଳ ସ୍ପଷ୍ଟ କରିବ କିଏ କାହାକୁ ଫୋଫାଡୁଛି।…

ଘଟଗାଁ ଚାଷୀ ମହାସମାବେଶ : ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ଘୋଷଣା ହେଲା “କାଳିଆ ସ୍କଲାର”

ଘଟଗାଁ: ଆଜି ନବୀନ ପଣ୍ଡାପଡା ଠାରେ ପ୍ରଥମେ ମା ତାରିଣୀଙ୍କୁ ସମ୍ବୋଧିତ କରି ନିଜର ବକ୍ତବ୍ଯ ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ଜନହିତକର ପଦକ୍ଷେପ ଗ୍ରହଣ କରି ଚାଲିଛନ୍ତି। ଯୋଜନା ଘୋଷଣା ସହ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇବାରେ…

ଡ୍ଯାନ୍ସ ପ୍ଲସ-୪ ର ବିଜେତା ହେଲେ ଚେତନ ସଲୁଖେ

ମୁମ୍ବାଇ : ଡ୍ୟାନ୍ସ ରିଆଲିଟି ଶୋ ଡ୍ୟାନ୍ସ ପ୍ଳସ୍- ୪କୁ ଦର୍ଶକ ଖୁବ ମାତ୍ରାରେ ପସନ୍ଦ କରିଥାନ୍ତି। ଗତ ରାତିରେ ଏହି ଶୋର ଫାଇନାଲ ଏପିସୋଡ଼ ରହିଥିଲା। ଫିନାଲେରେ ମୁହଁମୁହିଁ ହୋଇଥିଲେ ବର୍ତ୍ତିକା ଝା, ବି ଅନବିଟେବଲ, ସୁଜାନ-ଆଞ୍ଚଳ ଏବଂ ଚେତନ ସଲୁଖେ। ଏମାନଙ୍କ ମଝିରେ ହୋଇଥିଲା ଯୋରଦାର…

ନ୍ୟୁଜିଲାଣ୍ଡ ୩୫ ରନରେ ପରାସ୍ତ : ଭାରତ ୪-୧ରେ କବଜା

ୱେଲିଂଟନ୍ : ଶେଷ ମ୍ୟାଚ୍‌ ସହ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ । ୱେଲିଂଟନରେ ଭାରତ ଠାରୁ ୩୫ ରନରେ ପରାସ୍ତ ହୋଇଛି କିଓ୍ଵି ବାହିନୀ । ଏଥିସହ ୫ ଟିକିଆ ସିରିଜକୁ ମେନ ଇନ ବ୍ଲୁ ୪-୧ରେ କବଜା କରିଛି । ଭାରତର ୨୫୩ ରନ୍‌ ଟାର୍ଗେଟ୍‌କୁ ପିଛା କରୁଥିବା ଘରୋଇ ଦଳ…

ବହୁଜନ ସମାଜବାଦୀ ପାର୍ଟିରେ ସାମିଲ ହେଲେ ପୂର୍ବତନ ବିଧାୟକ କୃଷ୍ଣ ସଗରିଆ

ଭୁବନେଶ୍ୱର : ଆଜି ବହୁଜନ ସମାଜ ପାର୍ଟି ବା ବିଏସପିରେ ଯୋଗ ଦେଇଛନ୍ତି ବହିଷ୍କୃତ ହୋଇଥିବା ପୂର୍ବ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ସେ ଭୁବନେଶ୍ୱର ଲୋୟର ପିଏମଜିରେ ଆୟୋଜିତ ମିଶ୍ରଣ ପର୍ବରେ ବିଏସପିରେ ଯୋଗ ଦେଲେ । କୃଷ୍ଣ ସଗରିଆ କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ନ ମିଳିବା ହେତୁ…

ଓଲଟି ପଡିଲା ମଦ ବୋଝେଇ ପିକଅପ ଭ୍ୟାନ

ସୋରୋ: ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଚଡ଼କମରା ନିକଟରେ ଦୁର୍ଘଟଣା ହୋଇଛି | ଏକ ବିଅର ବୋଝେଇ ପିକଅପ ଭ୍ୟାନ ଓଲଟି ଯିବାରୁ ବିୟର ବୋତଲ ଏବଂ ପେଟି ସବୁ ବିଛାଡ଼ି ପଡିଥିଲା । ସୂଚନାଯୋଗ୍ୟ ଯେ, ବିୟର ବୋଝେଇ ପିକଅପ ଭ୍ୟାନଟି ବାଲେଶ୍ୱରରୁ ଭଦ୍ରକ ଯାଉଥିବାବେଳେ ସୋର…

ଶେଷ ଦିନିକିଆରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ବିଜୟ ଲକ୍ଷ୍ୟ ୨୫୩

ଓ୍ଵେଲିଂଟନ : ଦ୍ରୁତ ଓ ସ୍ଵିଙ୍ଗ ବୋଲରଙ୍କ ଅନୁକୂଳ ପିଚରେ ପୁଣି ଥରେ ଭାରତର ବ୍ୟାଟିଂ ଦୁର୍ବଳତା ପଦାରେ ପଡ଼ିଛି। ହାମିଲଟନ ଦିନିକିଆ ପରି ଆଜିର ମ୍ୟାଚରେ ବି ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଛି। ମାତ୍ର ଅମ୍ବତି ରାୟୁଡୁଙ୍କ ଲଢୁଆ(୯୦ରନ)  ଓ ଶେଷ ଆଡକୁ…

ଏସବିଆଇ ଗ୍ରୀନ ମାରାଥନ ୨୦୧୯ ଆରମ୍ଭ

ଭୁବନେଶ୍ବର (ଚକ୍ରଧର ମାଝି ) : ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ ଗ୍ରୁପ ତରଫରୁ ଆୟୋଜିତ ହୋଇଛି ଏସବିଆଇ ଗ୍ରୀନ ମାରାଥନ ୨୦୧୯ । ଏହି କାର୍ଯ୍ୟକ୍ରମରେ  ଭୁବନେଶ୍ୱର ଏସବିଆଇ ସିଜିଏମ ପ୍ରବୀଣା କାଲା ଉଦଘାଟନ କରିଥିଲେ । ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟକ…

ଆଜି ମୁଖ୍ୟମନ୍ତ୍ରୀଙ୍କ ରାଇରଙ୍ଗପୁର ଗସ୍ତ : ନୂଆ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ପ୍ରାଥମିକ…

ରାଇରଙ୍ଗପୁର: ଆଜି ରାଇରଙ୍ଗପୁର ଓ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସକାଳ ୧୧ଟା ରେ ରାଇରଙ୍ଗପୁର ଅନ୍ତର୍ଗତ ମହୁଲଡିହା ସ୍ଥିତ ହେଲିପ୍ୟାଡ଼ରେ ଅବତାରଣା କରିବେ ନବୀନ । ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କରିବାର କାର୍ଯ୍ୟକ୍ରମ…