Odia News Portal

କେନ୍ଦ୍ରାପଡାରେ ଅଗ୍ନିକାଣ୍ଡ : ନିଆଁ ଲାଗି ଜଳିଗଲା ୪ ବଖରା ଘର

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଜଅଁରା ଗାଁରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ୪ବଖରା ଘର ଜଳିଯାଇଛି । ଏଥିରେ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ଗାଇ ଗୁହାଳରେ ଧୂଆଁ ଦିଆଯାଇଥିବା ବେଳେ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ବିଳମ୍ବିତ ରାତିରେ ଅଗ୍ନିଶମବାହିନୀ…

ଆଜି ଆସୁଛନ୍ତି ଅମିତ ଶାହ

ପୁରୀ : ପୁରୀରେ ଚାଲିଥିବା ବିଜେପିର ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ମହାଧିବେଶନରେ ଆଜି ଯୋଗ ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଏଥିରେ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାଇଁ ରଣନୀତି ପ୍ରସ୍ତୁତ କରାଯିବ । ଗତ ମଙ୍ଗଳବାର କଟକ ଜିଲ୍ଲା ସାଲେପୁରରେ ବିକାଶ ପ୍ରସଙ୍ଗରେ ରାଜ୍ୟ…

ଟ୍ରାକରୁ ଖସିଲା ସୀମାଞ୍ଚଳ ଏକ୍ସପ୍ରେସର ୯ଟି ବଗି

ବିହାର : ସହଦେଇ ବୁଜୁର୍ଗ ନିକଟରେ ଟ୍ରାକରୁ ଖସିଲା ସୀମାଞ୍ଚଳ ଏକ୍ସପ୍ରେସର ୯ଟି ବଗି । ଦୁର୍ଘଟଣା ଯୋଗୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ରାତି ୩ଟା ପରେ ଏହି ଦୁର୍ଘଟଣା ହୋଇଛି । ଟ୍ରେନଟି ଜୋଗବନୀରୁ ଦିଲ୍ଲୀ…

ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା ଆରମ୍ଭ

ଯାଜପୁର : କଟକ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ଏହା ହେଉଛି ସଙ୍ଗମସ୍ଥଳ ଓଳାଶୁଣୀ । ଏଇଠି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହେଉଛି ପ୍ରସିଦ୍ଧ ଓଳାଶୁଣୀ ମେଳା । ମେଳା ପାଇଁ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହୁଛି । ଓଁଙ୍କାର କ୍ଷେତ୍ର ଭାବେ ପରିଚିତ ଓଳାଶୁଣୀ…

ଭୁବନେଶ୍ବରରେ ଧମାଲ ମଚାଇଲେ ନେହା କକ୍କର, ମତୁଆଲା ହେଲେ ଦର୍ଶକ

ଭୁବନେଶ୍ବର (ଚକ୍ରଧର ମାଝି ) : ଭୁବନେଶ୍ୱର ଖଣ୍ଡଗିରି ପଡିଆରେ ବଲିଉଡ ସିଙ୍ଗର ନେହା କକ୍କରଙ୍କ ଜଲଓ୍ଵା । ରକ୍ ମ୍ୟୁଜିକର ତାଳେ ତାଳେ ଦର୍ଶକଙ୍କୁ କଲେ ମତୁଆଲା। ଗୋଟିଏ ପରେ ଗୋଟିଏ ସୁପର ହିଟ ଗୀତରେ ଝୁମିଲା ରାଜଧାନୀ । ମିଲେ ହୋ ତୁମ ହମକୋ, ଆଖେଁ ମାରେ, ଦିଲବର, କାଲା ଚଷମା, ଲିଫ୍ଟ…

୫୨ ହଜାର କୋଟ ଟଙ୍କାର କାମଚଳା ବଜେଟ

ଭୁବନେଶ୍ୱର () ଆସନ୍ତା ବଜେଟ ଅଧିବେଶନରେ ରାଜ୍ୟ ସରକାର 2019-20 ଆର୍ଥିକ ବର୍ଷର ପ୍ରଥମ 4 ମାସ ପାଇଁ ଆଣିବେ କାମଚଳା ବଜେଟ । କିନ୍ତୁ ବ୍ୟବସ୍ଥା ଅନୁଯାୟୀ ସରକାର ସମ୍ପୂର୍ଣ୍ଣ ବଜେଟ ଆକଳନ କରି ପ୍ରଥମ ଚାରିମାସ ପାଇଁ ବ୍ୟୟ ମଞ୍ଜୁରୀ ଆଣିବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ…

ଜାଣନ୍ତୁ ଏହି କାମ ଅଧିକ କଲେ କ’ଣ ହୁଏ

ଏକ ଗବେଷଣା ମୁତାବକ ଯେଉଁ ଲୋକେ ଅଧିକ ଶୁଅନ୍ତି ସେମାନଙ୍କର ଶୀଘ୍ର ମୃତ୍ୟୁ ହେବାର ଆଶଙ୍କା ରହିଛି। ଗବେଷକମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ ଯେଉଁ ଲୋକ ରାତିରେ ୮ ଘଣ୍ଟାରୁ ଅଧିକ ସମୟ ଶୋଇଥାନ୍ତି ସେମାନଙ୍କର ଶୀଘ୍ର ମରିବାର ଆଶଙ୍କା ୭ ଘଣ୍ଟା ଶୋଉଥିବା ବ୍ୟକ୍ତିଙ୍କଠୁ ଅଧିକ ଥାଏ।…

ସଚିବାଳୟ ସେବା ନିୟମ ସଂଶୋଧନ ହେବ

ଋାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁÂିତ ହୋଇ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏହି ନିଷ୍ପତି ଅନୁଯାଇ ଏଣିକି ଯୋଗ୍ୟତା ଭିତ୍ତିରେ ଯୁଗ୍ମ ଶାସନ ସଚିବରୁ ଅତିରିକ୍ତ ଶାସନ ସଚିବଙ୍କୁ ପଦୋନ୍ନତି ଦିଆଯିବାକୁ ସ୍ଥିର କରାଯାଇଛି ।…

ଦିଲ୍ଲୀରେ ଭୂକମ୍ପ ଆତଙ୍କ

ରାଜଧାନୀ ଦିଲ୍ଲୀ ଅଂଚଳରେ ଆଜି କିଛି ସମୟ ପାଇଁ ମୃଦୃ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଭୁମିକମ୍ପର ତୀବ୍ରତା ରିକଟର ସ୍କେଲରେ ୬.୪ ହୋଇଥିଲା । ଏହି ଭୁକମ୍ପର କେନ୍ଦ୍ରସ୍ଥଳ ହିନ୍ଦୁକୂଶ ପର୍ବତମାଳା ବୋଲି ଜଣାପଡିଛି । ଏହି ଭୂମିକମ୍ପ ପାଇଁ କିଛି ସମୟ ଲୋକମାନେ ଆତଙ୍କିତ ହୋଇପଡିଥିଲେ ।

ଋିଷି କୁମାର ଶର୍ମା ସିବିଆଇର ନୂଆ ନିଦେ୍ର୍ଧଶକ

ଋିଷି କୁମାର ଶର୍ମା ସିବିଆଇର ନୂଆ ନିଦେ୍ର୍ଧଶକ ଭାବେ ଦାୟୀତ୍ୱ ଗ୍ରହଣ କରିବେ । ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତାରେ ଅନୁÂିତ ଉଚ୍ଚସ୍ତରୀୟ ଚୟନ କମିଟି ଶ୍ରୀ ଶୁକ୍ଳାଙ୍କ ନାମକୁ ଏହି ପଦବି ପାଇଁ ମନୋନୀତ କରାଯାଇଛି । ସେ ୧୦୮୩ ବ୍ୟାଚର ମଧ୍ୟପ୍ରଦେଶ କ୍ୟାଡରର ଜଣେ ଆଇପିଏସ…