Odia News Portal

ଘର କିଣା ନିଶା ଆଲିଆଙ୍କୁ କଲା ଭକୁଆ

ବଲିଉଡର ଚୁଲବୁଲି ନାୟିକା ଆଲିୟା ଭଟ୍ଟ । ଦର୍ଶକଙ୍କୁ ଦେଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ । ମାତ୍ର ୬ ବର୍ଷର କ୍ୟାରିୟର ମଧ୍ୟରେ ଏତେ ସଫଳତା ହାସଲ କରିସାରିଛନ୍ତି ଯେ ଆୟ ମାମଲାରେ ଅନେକ ସିନିୟର୍ ଅଭିନେତ୍ରୀଙ୍କୁ ଟକ୍କର ଦେଉଛନ୍ତି । ଆଲିୟାଙ୍କ ଶେଷ ହିଟ୍ ସିନେମା ଥିଲା ରାଜି…

ମୟୁରଭଂଜର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଂଜ ଜିଲ୍ଲା ଗସ୍ତରେ ଯାଇଁ ମୟୁରଭଂଜ ଜିଲ୍ଲାର ସାମଗି୍ରକ ଉନ୍ନତି ପାଇଁ ବିକାଶର ପସରା ଖୋଲିଦେଇଛନ୍ତି । ବାରିପଦା ଛଉ ପଡିଆ ଠାରେ ଅନୁÂିତ ଏକ ବିରାଟ ସମାବେଶରେ ଉଦବୋଧନ ଦେବା ସହିତ ୧୧୫୦କୋଟି ଟଙ୍କାର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦଘାଟନ…

୨୦ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

ରାଜନଗର : ପ୍ରାୟ ୨୦ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ। ରାଜନଗର ମହାବୀର ବଜାରରେ ଥିବା ଏକ ସୁନା ଦୋକାନରୁ ଲୁଟ୍ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ସୁନା କିଣିବା ବାହାନାରେ ଦୋକାନକୁ ଆସିଥିଲେ। ଏହାପରେ ପ୍ରାୟ ୪ ଶହ ଗ୍ରାମ ସୁନା ଲୁଟିନେଇ ୨ ଜଣ ଦୁର୍ବୃତ୍ତ ବାଇକ୍ରେ ଫେରାର…

ଓଡ଼ିଶା କିନ୍ନର ମହାସଂଘର ବୈଠକ : ଗଠନ ହେଲା ୧୮ ଜଣିଆ କମିଟି

ଭୁବନେଶ୍ୱର: ( ଚକ୍ରଧର ମାଝି )  କେଶରୀ ହୋଟେଲରେ କିନ୍ନର ମହାସଂଘର ଏକ ସଭା ଆୟୋଜନ କରାଯାଇଛି। ଏହି ସଭାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୫୦ରୁ ଉଦ୍ଦ୍ୱର୍ କିନ୍ନର ଯୋଗ ଦେଇଥିଲେ। କିନ୍ନର ମାନଙ୍କ ମଧ୍ୟରେ ଚାଲିଥିବା କଳହକୁ ଏହି ସଭା ଦ୍ୱାରା ଦୂର କରାଯାଇଥିଲା। ଆଗାମୀ ଦିନରେ କିନ୍ନର…

ବଲାଙ୍ଗିର ପୋଲିସକୁ ବଡ ସଫଳତା

ବଲାଙ୍ଗିର:  ବଲାଙ୍ଗିର ପୋଲିସକୁ  ବଡ  ସଫଳତା ।  ପୋଲିସକୁ ନାକେଦମ କରିଥିବା  ଲୁଟେରା  ଗ୍ୟାଙ୍ଗକୁ  ଠାବ  କରିବା  ସହ  କିଙ୍ଗପିନ୍   ସହ  ଆଠ  ଜଣଙ୍କୁ ଗିରଫ  କରିଛି । ଲୁଟେରାଙ୍କଠାରୁ ବାଇକ, ଦେଶୀ ପିସ୍ତଲ, ନଗଦ  ଟଙ୍କା  ସମେତ  ବହୁ ମୋବାଇଲ  ଜବତ  ହୋଇଛି ।  ଚକମା  ଦେଇ ଫେରାର…

ଅନଗୁଳରେ ନବଜାତ ଶିଶୁକୁ ବିକ୍ରି !

ଅନଗୁଳ:  ଅନଗୁଳରେ ନବଜାତ ଶିଶୁ ବିକ୍ରି ଅଭିଯୋଗ ହୋଇଛି। ମଦନମୋହନ ପଡ଼ାରେ ଭଡାରେ ରହୁଥିବା ବାଇଧର ବେହେରା ଏବଂ ତାଙ୍କ ପତ୍ନୀ ବବିତା ବେହେରା ନିଜର ୭ ଦିନର ଶିଶୁ ପୁତ୍ରକୁ ଜଣେ ବ୍ୟବସାୟୀଙ୍କୁ ବିକ୍ରି କରିଥିବା ଅଭିଯୋଗ ଆସିଛି। ବବିତା ହେଉଛି ବାଇଧରର ଦ୍ବିତୀୟ ସ୍ତ୍ରୀ । ଆଗରୁ ତାଙ୍କର ଏକ…

ଚୂଡ଼ାନ୍ତ ହେଲା ମହାପ୍ରସାଦ ଦର

ପୁରୀ: ଖୁବ ଶୀଘ୍ର ଆନନ୍ଦ ବଜାରରେ ନିର୍ଦ୍ଧାରିତ ଦରରେ ଭକ୍ତମାନେ ଅବଢ଼ା ପାଇପାରିବେ । ଏଥିପାଇଁ ମହାପ୍ରସାଦ ଦର ତାଲିକା ଚୂଡ଼ାନ୍ତ ହୋଇସାରିଛି । ଆଜି ବସିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସୁଆର ମହାସୁଆର ନିଯୋଗରେ ଆଲୋଚନା କରାଯାଇଛି । ଏହାକୁ ପରିଚାଳନା କମିଟି ଅନୁମୋଦନ କରିବା ପରେ…

ଆଜି ଆନ୍ନାଙ୍କ ଅନଶନ, ଟାର୍ଗେଟରେ କେନ୍ଦ୍ର ସରକାର

ମୁମ୍ବାଇ, ସାମାଜିକ କାର୍ୟ୍ୟରକର୍ତ୍ତା ଆନ୍ନା ହଜାରେ ପୁଣି ଥରେ ଆନ୍ଦୋଳନ କରିବାକୁ ଯାଉଛନ୍ତି। ବୁଧବାର  ସକାଳ ୧୦ଟାରେ  ମହାରାଷ୍ଟ୍ରର ନିଜ ଗାଁ ରାଲେଗାଓଁସିଦ୍ଦିରେ ଅନଶନରେ ବସିବେ। ଏହା ପୂର୍ବରୁ ମଙ୍ଗଳବାର ସେ ସରକାରଙ୍କ ଉପରେ  ନିଶାଣ କରି କହିଛନ୍ତି ଯେ, ଲୋକପାଳ କାନୁନ ହେବାର ୫…

ମଥୁରାରୁ ପୁଣି ନିର୍ବାଚନ ଲଢ଼ିବେ ହେମାମାଳିନୀ !

ମଥୁରା: ଅଭିନୟ ଜଗତରୁ ରାଜନୀତି ଦୁନିଆକୁ ଆସିଥିବା ହେମାମାଳିନୀ ପୁଣି ଥରେ ମଥୁରାରୁ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି। ସେ କହିଛନ୍ତି, ଭାରତୀୟ ଜନତା ପାର୍ଟିରୁ ତାଙ୍କୁ ସବୁଜ ସଂକେତ ମିଳିଛି। ବିଜେପି ସାଂସଦଙ୍କ ଦାବି ଅନୁସାରେ ନିଜ ସଂସସୀୟ ଅଂଚଳରେ ବିକାଶମୂଳକ କାମ…

ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଶ୍ରାଦ୍ଧ ଦିବସ

ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ବିଭିନ୍ନ ସ୍ଥାନରେ ନାନା କାର‌୍ୟ୍ୟକ୍ରମର ଆୟୋଜନ କରାଯାଉଛି। ଗାନ୍ଧିଜୀଙ୍କ ସମାଧୀପୀଠ ରାଜଘାଟରେ ଶ୍ରଦ୍ଧାସୁମନ ଅର୍ପଣ କରିବେ ବିଭିନ୍ନ ଦଳର ନେତା ଓ ବହୁ ବିଶିଷ୍ଟ ବ୍ୟକ୍ତି । ୧୯୪୮ ମସିହା ଜାନୁଆରି ୩୦ ତାରିଖରେ ବିରଳା…