Odia News Portal

ମାଲକାନଗିରିରେ ମାଓବାଦୀଙ୍କ ଲଙ୍କାକାଣ୍ଡ

ମାଲକାନଗିରି:  ମାଲକାନଗିରିରେ ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି । ଯାତ୍ରୀବାହୀ ବସରେ ନିଆଁ ଲଗାଇ ଦେଇଛନ୍ତି ମାଓବାଦୀ । ଏବେ ଲାଲ୍ ସଂଗଠନ ପ୍ରତିବାଦ ସପ୍ତାହ ପାଳନ କରୁଥିବା ବେଳେ ପଞ୍ଚମ ଦିନରେ ସ୍ଥିତି ଜାହିର କରିଛନ୍ତି ମାଓବାଦୀ । ମାଥିଲି ଥାନା ମହୁପଦର ଗାଁରେ ଘରୋଇ ବସ୍…

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜ୍‌ଙ୍କ ପରଲୋକ

ଦିଲ୍ଲୀ : ସମତା ପାର୍ଟିର ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିଜ୍‌ଙ୍କ ଦେହାନ୍ତ । ଆଜି ସକାଳ ୭ଟାସମୟରେ ୮୮ ବର୍ଷ ବୟସରେ ଦିଲ୍ଲୀରେ ତାଙ୍କର ମୃତ୍ୟୁ ହୋଇଛି । କିଛି ଦିନ ହେବ ସେ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସେ…

ବଲାଙ୍ଗିର ମହାଲକ୍ଷ୍ମୀ ନଗର ନିକଟରେ ହତ୍ୟା

ବଲାଙ୍ଗିର: ବଲାଙ୍ଗିରର ମହାଲକ୍ଷ୍ମୀ ନଗର ନିକଟରେ ଏକ ଗଣମାଧ୍ୟମର ଜଣେ ପ୍ରସାରଣ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ହାଣି ତାଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କ ନାଁ ପ୍ରତାପ ମହାପାତ୍ର। ତାଙ୍କ ଘର ଜଗତସିଂହପୁରରେ। ସେ ଚାରି ମାସ ହେଲା…

ଜାମ୍ ନେଲା ଜୀବନ : ଆମ୍ବୁଲାନସ ଭିତରେ ଚାଲିଗଲା ଶିଶୁର ପ୍ରାଣ

ଭୁବନେଶ୍ବର : ଘରଠାରୁ ମାତ୍ର କିଛି ଦୂରରେ ହସ୍ପିଟାଲ୍‌। ପାଖରେ ଆମ୍ବୁଲାନ୍ସ ବି ଥିଲା। ହେଲେ ବଞ୍ଚିପାରିଲାନି ୪ ବର୍ଷର ଶିଶୁକନ୍ୟାର ଜୀବନ। ରାସ୍ତା ଜାମ୍‌ ଯୋଗୁ ଅଧାବାଟରେ ଆମ୍ବୁଲାନ୍ସ ଭିତରେ ହିଁ ଆଖି ବୁଜିଦେଲା। ଆଜି ରାଜଧାନୀରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସତ୍ୟନଗର…

ଆଜି ଆସୁଛନ୍ତି ଅମିତ ଶାହ

ଭୁବନେଶ୍ବର  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଆଜି କଟକ ଜିଲ୍ଲା ସାଲେପୁରରେ ତାଙ୍କର ଦଳୀୟ କାର‌୍ୟ୍ୟକ୍ରମ ରହିଛି। ୪ଟି ଲୋକସଭା କ୍ଷେତ୍ରର ବୁଥ୍ସ୍ତରୀୟ କର୍ମକର୍ତ୍ତା ଏବଂ ମଣ୍ଡଳ ସଭାପତିଙ୍କ ସହ ସଂଗଠନ ସଂପର୍କରେ ସେ…

ଦୁଇ ଦିନିଆ ତାମିଲ କାର୍ଯକ୍ରମ : ସାମିଲ ହୋଇଛନ୍ତି ୨୧ଟି ଲୋକସଭା ଜିଲ୍ଲା ନିର୍ବାଚନ ଓ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର: ଭୁବନେଶ୍ୱର ଗୋପବନ୍ଧୁ ଏକାଡେମୀ ହଲରେ ଚାଲିଛି ଦୁଇ ଦିନିଆ ତାମିଲ କାର‌୍ୟ୍ୟକ୍ରମ। ଏହି ଶିବିରରେ ସାମିଲ ହୋଇଛନ୍ତି ୨୧ଟି ଲୋକସଭା କ୍ଷେତ୍ରର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସମେତ କିଛି ପ୍ରଶାସନିକ ଅଧିକାରୀ। ପ୍ରଥମ ଦିନରେ ଚୂଡାନ୍ତ ଭୋଟର ତାଲିକା, ଭୋଟ ଗ୍ରହଣ କେନ୍ଦ୍ରର…

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ବର : ଆଜି ବସୁଛି ରାଜ୍ୟ କ୍ୟାବିନେଟ୍‌ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟା ୩୦ରେ ବୈଠକ ବସିବ। ଏଥିରେ ପ୍ରାୟ ୧୨ଟି ପ୍ରସ୍ତାବ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି। ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁରୀ…

ଫେବୃଆରୀ 3 ଯାଏଁ ଦ୍ଵିତୀୟ ପର୍ଯ୍ୟାୟ ତାଲିକାଭୁକ୍ତ ହେବାକୁ ସୁଯୋଗ

ଭୁବନେଶ୍ୱର () : କାଳିଆ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ହିତାଧିକାରୀ ଚିଠା ତାଲିକା ଜାନୁଆରୀ ୨୫ ତାରିଖରୁ ପ୍ରକାଶିତ ହୋଇଅଛି । କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କର ଦ୍ୱିତୀୟ ପର୍ଯ୍ୟାୟ ଓ ଭୂମିହୀନ କୃଷି ଶ୍ରମିକମାନଙ୍କ ପ୍ରଥମ ପର୍ଯ୍ୟାୟ ଚିଠା ତାଲିକା ଜାନୁଆରୀ ୨୫ ତାରିଖରୁ ଗ୍ରାମପଞ୍ଚାୟତ…

ବିଧାନସଭା ସ୍ୱାଧିକାର କମିଟି ଆଗରେ ହାଜର ହେଲେ ଓଟିଭି ପ୍ରତିଷ୍ଠାତା ଜାଗି ପଣ୍ଡା

ଗୃହରେ ସ୍ୱାଧୀକାର ଭଙ୍ଗ କରିବା ଘଟଣାରେ ଆଜି ବିଧାନସଭା ସ୍ୱାଧିକାର କମିଟି ଆଗରେ ହାଜର ହେଲେ ଓଟିଭିର ସହ ପ୍ରତିଷ୍ଠାତା ଜଗି ମଙ୍ଗତ ପଣ୍ଡା । ଜାନୁୟାରୀ ୨୮ କିମ୍ବା ତା ପୂର୍ବରୁ ହାଜର ହେବା ପାଇଁ କମିଟି ପକ୍ଷରୁ ତାଙ୍କୁ ନୋଟିସ୍ କରାଯାଇଥିଲା । ଗତବର୍ଷ ନଭେମ୍ବର ୧୯ ତାରିଖରେ ଓଟିଭିରେ…

ଶୀତଦିନେ ଖାଆନ୍ତୁ ଏହି ଜିନିଷ , ତ୍ୱଚା ଉଜ୍ୱଳ …

ଶୀତଦିନେ ଆପଣ ସ୍ୱାଦଯୁକ୍ତ ଖାଦ୍ୟର ଭରପୂର ମଜା ନେଇପାରିବେ। ଆପଣ ଯଦି ଫୁଡି, ଏହି ଋତୁ ହିଁ ଆପଣଙ୍କ ପାଇଁ ସର୍ବୋକୃଷ୍ଟ ସମୟ। ଏହି ଋତୁରେ ବ୍ରୋକେଲି, ପାଳଙ୍ଗ, ମଟର, ମେଥି ଶାଗ, ବଥୁଆ, ଗାଜର, ବିଟ୍ ପରି ପରିବା ଆପଣଙ୍କୁ ଆରାମ୍ରେ ମିଳୁଥିବାରୁ ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟକର ବ୍ୟାଞ୍ଜନ…