Odia News Portal

ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ : ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ

କେନ୍ୟୁଜ୍ : ମାଉଣ୍ଟ ମାଉଙ୍ଗାନୁଇରେ ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ସେପଟେ ଭାରତୀୟ ଦଳକୁ ଫେରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ନିଲମ୍ବନ ଆଦେଶ ଉଠିବା ପରେ ତାଙ୍କୁ ଦଳରେ ସାମିଲ କରାଯାଇଛି । ସେହିପରି ଆହତ…

କ୍ଷେତରାଜପୁର ଥାନା ଫାର୍ମ ରୋଡ ଅଞ୍ଚଳରେ ଗୁଳିକାଣ୍ଡ

ସମ୍ବଲପୁର: ସମ୍ବଲପୁର କ୍ଷେତରାଜପୁର ଥାନା ଫାର୍ମ ରୋଡ ଅଞ୍ଚଳରେ ଗୁଳିକାଣ୍ଡ । ନିଜ ସ୍ତ୍ରୀ ପ୍ରତି ଅସଦାଚରଣର ପ୍ରତିବାଦ କରିବାରୁ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ସ୍ୱାମୀ ଆହତ । ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ରୂପକ ସ୍ୱାଇଁ ନିଜ ସ୍ତ୍ରୀ ସହ ଫାର୍ମ ରୋଡ ଦେଇ ଯାଉଥିବା ବେଳେ ନିଶାସକ୍ତ…

ଏହି ପୁରୁଷମାନେ ହୋଇଥାନ୍ତି ଏଧିକ ଧନୀ ଓ ଭାଗ୍ୟଶାଳୀ

ମନୁଷ୍ୟ ଶରୀରର ଅଙ୍ଗ ତାହା ବିଷୟରେ ଅନେକ ସୂଚନା ଦେଇଥାଏ। ଏପରିକି ଏହା ଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବ ଏବଂ ବ୍ୟବହାର ବିଷୟରେ ମଧ୍ୟ ଜଣାପଡ଼ିଥାଏ। ଆପଣ ଜାଣିଛନ୍ତି କି, ଶାସ୍ତ୍ରନୁଯାୟୀ ପୁରୁଷଙ୍କ ଶରୀରର କେଶ ତାଙ୍କ ସମ୍ବନ୍ଧୀୟ ଅନେକ କଥା ବଖାଣିଥାଏ। ଏପରି ମଧ୍ୟ କୁହାଯାଇଥାଏ ଯେଉଁ…

“ଗେ ଲଭ ଷ୍ଟୋରୀ” ନିର୍ମାଣ କରିବେ କରଣ

ବଲିଉଡ଼ ଫିଲ୍ମ ନିର୍ମାତା କରଣ ଜୋହର ନିଜର ଭିନ୍ନ କାହାଣୀ ବିଶିଷ୍ଟ ଦମଦାର ଫିଲ୍କ ପାଇଁ ବେଶ ଜଣାଶୁଣା। ତାଙ୍କର ଫିଲ୍ମର କାହାଣୀ ଅନ୍ୟ ଫିଲ୍ମ ମାନଙ୍କ ଅପେକ୍ଷା କିଛି ଭିନ୍ନ ସ୍ବାଦର ହୋଇଥାଏ। ତେବେ କରଣ ଆଗକୁ ଏକ ଗେ ଲଭ ଷ୍ଟୋରୀ ପ୍ରସ୍ତୁତ କରିବା ନେଇ ଖବର ଆସିଛି। ନିକଟରେ ଏକ ସାକ୍ଷାତକାର…

ସନ୍ନ୍ୟାସୀଙ୍କୁ କାହିଁକି ମିଳି ନାହିଁ ‘ଭାରତ ରତ୍ନ’: ବାବା ରାମଦେବ

ଯୋଗ ଗୁରୁ ବାବା ରାମଦେବଙ୍କ ଅଭିଯୋଗ । ଦେଶର ଖ୍ୟାତି ବଢ଼ାଇଥିବା ସନ୍ନ୍ୟାସୀମାନଙ୍କୁ କାହିଁକି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ ମିଳି ନାହିଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସେ କହିଛନ୍ତି ଦେଶ ସ୍ୱାଧୀନ ହେବାର ୭୦ ବର୍ଷ ବିତି ଗଲାଣି । ହେଲେ ମହର୍ଷି ଦୟାନନ୍ଦ…

୨୯ରେ ହେବନି ଅଯୋଧ୍ୟା ମାମଲାର ଶୁଣାଣି, କାରଣ ପଢନ୍ତୁ…

ପୁଣି ଘୁଞ୍ଚିଲା ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି । ଜଷ୍ଟିସ ଏସଏ ବୋବଦେଙ୍କ ଅନୁପସ୍ଥିତି କାରଣରୁ ଏହାକୁ ପୁଣି ଘୁଞ୍ଚାଯାଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ତେବେ କୋର୍ଟ କୌଣସି ନୂଆ ତାରିଖ ଘୋଷଣା କରି ନାହାନ୍ତି । ଦୁଇଦିନ ତଳେ ଅଯୋଧ୍ୟା ଜମି ବିବାଦ ମାମଲାର ବିଚାର…

ଗୁଣିଗାରେଡି ସନେ୍ଦହରେ ୫ଜଣଙ୍କୁ ହତ୍ୟା

ଗୁଣିଗାରେଡି ଯୋଗୁଁ ସୁନ୍ଦରଗଡ଼ କୋଇଡ଼ାରେ ୫ଜଣଙ୍କୁ ହତ୍ୟା। ଏନେଇ ସୂଚନା ଦେଇଛନ୍ତି ଡିଆଇଜି କବିତା ଜଲାନ୍। ଗଭୀର କୂଅରୁ ୫ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ କିଏ ହତ୍ୟା କଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି। ପୋଲିସ ୬ଜଣଙ୍କୁ ଅଟକ…

ଏନ୍କ୍ଲୋଜରରୁ ବାହାରିବ ସୁନ୍ଦରୀ

ଏନକ୍ଲୋଜରରୁ ମୁକ୍ତ ହେବ ସୁନ୍ଦରୀ। ଜଙ୍ଗଲରେ ଜଗିବେ ୨ ହାତୀ। ଶିମିଳିପାଳ ଅଭୟାରଣ୍ୟରୁ ସାତକୋଶିଆକୁ ଅଣାଯାଇଛି ଦୁଇ ପୋଷା ହାତୀ ମହେନ୍ଦ୍ର ଓ ରାଜକୁମାର। ଆଜି ଭୋରରୁ ବନବିଭାଗ ହାତୀ ଦୁଇଟିକୁ ଆଣିଛନ୍ତି। ସୁନ୍ଦରୀ ମଣିଷ ଶୀକାର କରିବା ଅଭିଯୋଗ ହେବା ପରେ ବନବିଭାଗ ପକ୍ଷରୁ ଏହି ପଦକ୍ଷେପ…

ସନ୍ୟାସ ନେବେ ଶ୍ରୀକାନ୍ତ ଜେନା

ଭୁବନେଶ୍ୱର () ପ୍ରତ୍ୟକ୍ଷ ରାଜନୀତିରୁ ସନ୍ୟାସ ନେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ସେ କୌଣସି ଦଳରେ ଯୋଗଦେବେନି କି 2019ରେ ଆଉ ନିର୍ବାଚନ ଲଢ଼ିବେନି । ଆଜି ନିଜେ ଶ୍ରୀକାନ୍ତ ଜେନା ସାମ୍ବାଦିକଙ୍କୁ ନିଜ ରାଜନୈତିକ ଭବିଷ୍ୟତ ସମ୍ପର୍କରେ ଏହା ସ୍ପଷ୍ଟ କରିଛନ୍ତି । ଆମ…

ଶିରିଡି ସାଇ ଦର୍ଶନ ପାଇଁ ଆପ ମାଧ୍ୟମରେ ବୁକିଙ୍ଗ କରିପାରିବେ ଟିକେଟ

ଶିରଡି: ଶିରିଡିର ସାଇ ପ୍ରତିଷ୍ଠାନ ଏଣିକି ସାଇ ଭକ୍ତଙ୍କ ପାଇଁ ଆହୁରି ଅଧିକ ସୁବିଧା ଉପଲବ୍ଧ କରିଛି । ଶ୍ରୀ ସାଇ ପ୍ରତିଷ୍ଠାନର ଆପ ମାଧ୍ୟମରେ ସାଇ ଦର୍ଶନ ଏବଂ ଆରତୀ ଟିକେଟ ତଥା ରୁମ ବୁକିଙ୍ଗ କରାଯାଇ ପାରିବ । ଜାନୁଆରୀ ୨୬ରୁ ଶିରଡି ସାଇ ପ୍ରତିଷ୍ଠାନ ଆପରେ ସାଇ ଦର୍ଶନ ବୁକିଙ୍ଗ ସେବା…