Odia News Portal

ଅପରାଧ ନିୟନ୍ତ୍ରଣ କରିବ ‘ଆପୋସ’

କମିଶନରେଟ ପୋଲିସର ନୂଆ ଯୋଜନା- ଆପୋସ । ଆସନ୍ତାକାଲି ଏହି ଯୋଜନାର ଶୁଭାରମ୍ଭ ହେବ । ଯୋଜନାର ଲକ୍ଷ୍ୟ ବସ୍ତିରେ ଅପରାଧ ରୋକିବା । ଟାର୍ଗେଟରେ ବସ୍ତିର ଯୁବପିଢ଼ୀ । ସେମାନଙ୍କୁ ନେଇ ବସ୍ତିରେ ବିଭିନ୍ନ ସଚେତନତା କାଯ୍ୟର୍କ୍ରମ କରାଯିବ । ବସ୍ତିରେ ଚାଲିଥିବା ଡ୍ରଗ୍ସ କାରବାର ରୋକିବା ଠାରୁ…

ବଢିଲା ଆହାର କେନ୍ଦ୍ର ସଂଖ୍ୟା

ଖୋଲିଲା ଆଉ ୩୮ଟି ଆହାର କେନ୍ଦ୍ର। ସଚିବାଳୟରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ୧୭ଟି ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ୧୭ଟି ଜିଲ୍ଲାରେ ଥିବା ୩୮ ସହରାଞ୍ଚଳ ପାଇଁ ନୂତନ ଆହାର କେନ୍ଦ୍ରର ହେଲା ଲୋକାର୍ପଣ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଖାଦ୍ୟର…

ମାଷ୍ଟର ପ୍ଲାନ ଖେଳିବେ ନବୀନ, କଟିବ ୩୦ ବିଧାୟକଙ୍କ ଟିକେଟ, ପ୍ରତି ଜିଲ୍ଲାରୁ ଆସିବେ ଜଣେ ମହିଳା

ଭୁବନେଶ୍ୱର : ପାଖେଇ ଆସୁଛି ୨୦୧୯ ନିର୍ବାଚନ । ପ୍ରତ୍ୟକ ରାଜନୈତିକ ଦଳ ନିର୍ବାଚନ ପାର ହେବାକୁ ନିଜ ନିଜର ରଣକୌଶଳ ରେ ବ୍ୟସ୍ତ । ତେବେ ପୂରା ଦେଶରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷଣ କଥା ଉଠାଇ ଚର୍ଚ୍ଚା ରେ ରହିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନ ରେ…

ମନ୍ତ୍ରୀଙ୍କ କାନ୍ଧରେ ସଂଗ୍ରାମୀ ଦାୟାଦ ଶ୍ରଦ୍ଧାନନ୍ଦଙ୍କ ଶବ

ମାହାଙ୍ଗା: ବାପାଥିଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ । ମାହାଙ୍ଗା ଗାନ୍ଧୀ ସଚ୍ଚିଦାନନ୍ଦ ଜେନା । ମାଆ ନିରୂପମା ଦେବୀ ଥିଲେ ସ୍ୱାଧୀନତା ସଂଗ୍ରାମୀ । ଉଭୟ ସଂଗ୍ରାମୀ ଦମ୍ପତିଙ୍କ ସୁଯୋଗ୍ୟ ଦାୟାଦ ଶ୍ରଦ୍ଧାନନ୍ଦଙ୍କ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଗତ ରାତି ଆଠଟା ବେଳେ ଦେହାନ୍ତ ଘଟିଛି ।…

ବିଶ୍ୱର ସର୍ବବୃହତ ରଥର ମାନ୍ୟତା ପାଇଲା କେନ୍ଦୁଝର ରଥ

କେନ୍ଦୁଝର : ବିଶ୍ୱର ସର୍ବବୃହତ ରଥର ମାନ୍ୟତା ପାଇଲା କେନ୍ଦୁଝର ରଥ । ଗତକାଲି INDIAN BOOK OF RECORDଏହି ମାନ୍ୟତା ଦେଇଛି । INDIAN BOOK OF RECORDର ଜୁରୀ ହେଡ୍‌ ରାକେଶ ବର୍ମା ଆସି ସାର୍ଟିଫିକେଟ ପ୍ରଦାନ କରିଥିଲେ । ପୂର୍ବରୁ ଗ୍ଲୋବାଲ ରେକର୍ଡସ୍‌ ରିସୋସର୍ସ ଫାଉଣ୍ଡେସନ, ଏସିଆନ…

ଦୁଃଖ ଦେଲା ଦଇବ : ଶେଷରେ ପୁଅକୁ ଚେନ୍‌ରେ ବାନ୍ଧିଲେ ପରିବାର

ଢେଙ୍କାନାଳ: ଦୁଃଖ ଦେଲା ଦଇବ। ମାନସିକ ବିକାରଗ୍ରସ୍ତ ପୁଅକୁ ଘରେ ଚେନ୍‌ରେ ତାଲା ପକାଇ ରଖିଛନ୍ତି ପରିବାର ଲୋକ। ଢେଙ୍କାନାଳ ଜିଲ୍ଲା ସାନ୍ଦା ଶାନ୍ତିନଗର ଗାଁର ଅକ୍ଷୟ କୁମାର ପଧାନଙ୍କ ବଡ଼ ପୁଅ ଅନିଲ କୁମାର ପଧାନଙ୍କ ଗୋଡ଼ରେ ଚେନ୍‌ ବାନ୍ଧି ରଖାଯାଇଛି। ୩ ବର୍ଷ ତଳେ ଦେହ ଖରାପ ହେବାରୁ…

ଧଉଳି-କଳିଙ୍ଗ ମହୋତ୍ସବ: ଅନ୍ତିମ ସଂଧ୍ୟାରେ ଶାସ୍ତ୍ରୀୟ ନୃତ୍ୟ ଓ ସମରକଳାର ଚମତ୍କାର ମିଶ୍ରଣ

ଭୁବନେଶ୍ୱର : ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ପରିଚାଳିିତ ଏବଂ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ଆର୍ଟ ଭିଜନର ମିଳିତ ଉଦ୍ୟମରେ ଆୟୋଜିତ ୧୫ତମ ଧଉଳି କଳିଙ୍ଗ ମହୋତ୍ସବ ଉଦ୍‍ଯାପନୀ ଉତ୍ସବରେ ଅତ୍ୟନ୍ତ ମନୋଜ୍ଞ ଓ ଚିତ୍ତାକର୍ଷକ ନୃତ୍ୟ କାର୍ଯ୍ୟକ୍ରମ ପରିବେଷିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭ…

ଚନ୍ଦକାରେ ଡକାୟତି : ଏକୁଟିଆ ଥିବା ବୃଦ୍ଧାଙ୍କୁ ବାନ୍ଧିଦେଇ ଦୁର୍ବୃତ୍ତ ଲୁଟିନେଲେ ଟଙ୍କା ଓ ସୁନା

ବାରଙ୍ଗ : ନନ୍ଦନକାନନ ଥାନା ଅନ୍ତର୍ଗତ ଓସ୍ତପଡା ଗାଁରେ ଡକାୟତି ହୋଇଛି । ଜଣେ ବୃଦ୍ଧା ଘରେ ଏକୁଟିଆ ଥିବାବେଳେ ତାଙ୍କୁ ବାନ୍ଧି ଡକୟତମାନେ ଘରୁ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ୭୦ ବର୍ଷ ବୟସ୍କା ତିଳୋତ୍ତମା ପ୍ରଧାନଙ୍କ ପୁଅ ବୋହୂ…

ମୁଖ୍ୟମନ୍ତ୍ରୀଙ୍କ ଟ୍ୟାଗ ଲାଇନ୍ ‘‘ ଆପଣ ଖୁସି ତ ’’ କୁ ନେଇ ରାମ୍ପ ଗୀତ ହେଲା ମୁଖ୍ୟ ଆକର୍ଷଣ

ପୁରୀ : ପୁରୀର ଇଣ୍ଡୋ-ଜାପାନ ଫ୍ରେଣ୍ଡସିପ୍ ସେଣ୍ଟର ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ଷ୍ଟାଡ଼ିୟମ ପରିସରରେ ଦୁଇଦିନିଆ ଇଣ୍ଡୋ-ଜାପାନ ସାଂସ୍କୃତିକ ମହୋତ୍ସବ ରାଜସ୍ବମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଦ୍ବାରା ଉଦଘାଟିତ ହୋଇଛି। ମହୋତ୍ସବରେ ଜାପାନର ୫୦ ଜଣ ପ୍ରସିଦ୍ଧ କଳାକାର ଯୋଗଦେଇ ଜାପାନର ଜାତୀୟ…

ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମଂଧାନାଙ୍କ ସମ୍ପତ୍ତି ବିଷୟରେ ଜାଣିଲେ ଉଡିଯିବ ହୋସ

ଏବେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-ଟ୍ୱେଣ୍ଟି ମ୍ୟାଚ ସରିଲା। ଭାରତୀୟ ଟିମ୍‌ ତିନିଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜକୁ ୨-୧ରେ ହାରିଯାଇଛି । ଅପରପକ୍ଷରେ ମହିଳାଙ୍କ ଟିମ୍‌ର ମଧ୍ୟ ଖେଳ ଚାଲିଛି। ଭାରତୀୟ ମହିଳା ଟିମ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିବା ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚରେ…