Odia News Portal

ବିଜେପିକୁ ବିଜେପିର ବିରୋଧ ! ବ୍ୟାନରରେ ଫଟୋ ନଥିବାକୁ ହଙ୍ଗାମା

କେନ୍ଦ୍ରାପଡା :   କେନ୍ଦ୍ରାପଡ଼ା ବିଜେପି କର୍ମକର୍ତ୍ତା ସମ୍ମିଳନୀରେ ହଙ୍ଗାମା । ଦଳୀୟ ବ୍ୟାନରରେ ଫଟୋ ନଥିବାକୁ ନେଇ ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ । ଜିଲ୍ଲା ସାଧାରଣ ସମ୍ପାଦିକା ଗୀତାଞ୍ଜଳି ସେଠୀ ଏବଂ ତାଙ୍କ ସମର୍ଥକ ସଭାସ୍ଥଳରେ ପହଞ୍ଚି ବିରୋଧ କରିଥିଲେ । ମଞ୍ଚରେ ଉପସ୍ଥିତ ଥିବା…

ପେଟ୍ରୋଲ ଏବଂ ବ୍ୟାଟେରୀରେ ଚାଳିତ ପ୍ରଥମ ଭାରତୀୟ ବାଇକ୍, ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ

ନୂଆଦିଲ୍ଲୀ : ଟିଭିଏସ ନିଜର କନସେପ୍ଟ ବାଇକ୍ ଟିଭିଏସ ଜେପେଲିନ୍ (TVS Zeppelin) ଚଳିତ ବର୍ଷ ଲଞ୍ଚ କରିବାକୁ ଯାଉଛି। ଏହି ବାଇକ୍ ୨୦୧୮ ଫେବ୍ରୁଆରୀରେ ହୋଇଥିବା ଥିବା ଅଟୋ ଏକ୍ସପୋରେ ଲଞ୍ଚ କରାଯାଇଥିଲା। ତେବେ ପୂର୍ବେ ଏହାକୁ ୨୦୧୮ ମସିହାରେ ଲଞ୍ଚ କରିବା ନେଇ ଖବର ଆସିଥିବା ବେଳେ ତାହାକୁ…

ଏଥର ଗୋଟିଏ ଦିନରେ ବାହୁଡ଼ା ଯାତ୍ରା ଓ ସୁନାବେଶ !

ପୁରୀ : ଗୋଟିଏ ଦିନରେ ପଡ଼ିବ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶ । କିଛି କ୍ୟାଲେଣ୍ଡରରୁ ଏଭଳି ସୂଚନା ମିଳିବା ପରେ ବିବାଦ ଦେଖାଦେଇଛି । ଶ୍ରୀମନ୍ଦିର ପାଞ୍ଜି ଗଣନାକାରୀଙ୍କ ଦ୍ୱାରା ମନ୍ଦିରର ନୀତିକାନ୍ତି ଓ ପର୍ବପର୍ବାଣୀ ନିର୍ଦ୍ଧାରିତ ହୋଇଥାଏ । ତେବେ ମୁକ୍ତିମଣ୍ଡପ…

ଭାଲେଣ୍ଟାଇନ୍ସ ଓ୍ବିକରେ ଫ୍ୟାନ୍ସଙ୍କୁ କ’ଣ କହିଲେ ନେହା କକ୍କଡ଼ ଆସନ୍ତୁ ଜାଣିବା

ମୁମ୍ବାଇ : କିଛି ଦିନ ପୂର୍ବରୁ ବଲିଉଡ଼ର ଜଣେ ଜଣାଶୁଣା ଗାୟିକା ନେହା କକ୍କଡ ଓ ଅଭିନେତା ହିମାଂଶ କୋହଲିଙ୍କ ମଧ୍ୟରେ ବ୍ରେକଅପ୍ ହୋଇଥିଲା । ଯାହାକୁ ନେଇ ଖୁବ ଭାଙ୍ଗପଡିଥିଲେ ନେହା । କିନ୍ତୁ ଏବେ ସେ ସବୁ ଟେନସନରୁ ବାହାରିଯାଇଛନ୍ତି । ଏହା ଆମେ କହିନାହୁଁ ବରଂ ନେହାଙ୍କ ସୋସିଆଲ ମିଡିଆରୁ…

ଏଣିକି ୫ଦିନ ପରିବର୍ତ୍ତେ ୧୦ ଦିନ ହେବ ପିଠା କ୍ୟାମ୍ପ

ଭୁବନେଶ୍ବର : ଏଣିକି ୫ଦିନ ପରିବର୍ତ୍ତେ ୧୦ ଦିନ ହେବାକୁ ଯାଉଛି ପିଠା କ୍ୟାମ୍ପ । ଆଜିଠାରୁ ଫେବୃଆରି ୨୦ ତାରିଖ ମଧ୍ୟରେ ଗ୍ରାମ ପଞ୍ଚାୟତରେ ଆୟୋଜିତ ହେବ ପିଠା କ୍ୟାମ୍ପ । ଏଥିରେ ୪୮ଲକ୍ଷ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ମିଳିବ । ୩୩ ଲକ୍ଷ ପରିବାରକୁ ୪ଟି ଲେଖାଏଁ ଏଲଇଡି ବଲ୍ବ ମିଳିବ ।…

ଉତ୍ତର ପ୍ରଦେଶରେ ଶଙ୍କଟରେ ‘ହାତୀ’

ସାଗରିକା ଦୁବେ ଲଖ୍ନୌ।ଫେବୃଆରୀ 9 () ସୁପ୍ରିମକୋର୍ଟ ବହୁଜନ ସମାଜବାଦ ପାର୍ଟି ତରଫରୁ 59 କୋଟିରୁ ଅଧିକ ଟଙ୍କାର "ହାତୀ ସଂକଟ" ଉପରେ ମତ ରଖି କହିଛି ଯେ ସମସ୍ତ ହାତୀ, ବହୁଜନ ସମାଜବାଦ ପାର୍ଟି ର ସଂସ୍ଥାପକ କାଁଶିରାମ ଏବଂ ତାଙ୍କ ପ୍ରତିମା ଓ ଅନ୍ୟାନ୍ୟ ମୂର୍ତ୍ତିର ଉତ୍ତରପ୍ରଦେଶର ବିଭିନ୍ନ…

ଆଇଏଏସ ସ୍ତରରେ ଅଦଳବଦଳ, ଅନିଲ ସାମଲ ହେଲେ ଆରଡିସି

ଭୁବନେଶ୍ବର () ଆଜି ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ ହୋଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନୁଗୁଳ ଜିଲ୍ଲାପାଳ ଅନିଲ କୁମାର ସାମଲଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଭାବେ ବଦଳି କରାଯାଇଛି । ସେହିଭଳି ଝାରସୁଗୁଡା ଜିଲ୍ଲାପାଳ ବିଭୁତି ଭୁଷଣ…

ତାରା ପ୍ରସାଦ ବାହିନିପତିଙ୍କ ଚେତାବନୀ

ଭୁବନେଶ୍ବର () ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି କୋରାପୁଟ ଜିଲ୍ଲାର ଯୁବକ ଯୁବତୀଙ୍କୁ ନିଯୁକ୍ତି ନମିଳିଲେ 10 ହଜାର ଯୁବକଙ୍କୁ ସାଙ୍ଗରେ ଧରି ସେ ନକ୍ସଲ ସଂଗଠନରେ ସାମିଲ ହୋଇଯିବେ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ସିଟି, ବିଇଡି ତାଲିମ ବି…

ଲାଗାତାର ତିନୋଟି ନିର୍ବାଚନ ହାରିଥିଲେ ମିଳିବ ନାହିଁ ପାର୍ଟି ଟିକେଟ

ଭୁବନେଶ୍ବର () କଂଗ୍ରେସରେ ଏଣିକି ହାରୁ ପାର୍ଟିଙ୍କୁ ମିଳିବନି ଟିକେଟ । ନାସ୍ତିବାଣୀ ଶୁଣାଇ ଦେଇଛନ୍ତି ଏଆଇସିସି ସଭାପତି ରାହୁଲ ଗାନ୍ଧୀ । ଲାଗାତାର ତିନୋଟି ନିର୍ବାଚନ ହାରିଥିଲେ ମିଳିବ ନାହିଁ ପାର୍ଟି ଟିକେଟ । ନିକଟରେ ଏଆଇସିସି ସାଧାରଣ ସଂପାଦକ ଓ ପ୍ରଦେଶ ମୁଖ୍ୟଙ୍କ ସହ ନିର୍ବାଚନ…

ଆସନ୍ତାକାଲି ସିରିଜ୍ର ନିର୍ଣ୍ଣାୟକ ଲଢ଼େଇ

ନ୍ୟୁଜିଲ୍ୟାଣ୍ଡ ମାଟିରେ ପ୍ରଥମଥର ପାଇଁ ଟି-୨୦ ମ୍ୟାଚ୍ ଜିତି ଇତିହାସ ରଚିଥିବା ଟିମ୍ ଇଣ୍ଡିଆ ଆସନ୍ତାକାଲି ସିରିଜ୍ର ନିର୍ଣ୍ଣାୟକ ଲଢ଼େଇ ପାଇଁ ହ୍ୟାମିଲଟନ୍ର ସେଡନ୍ ପାର୍କ ମଇଦାନକୁ ଓହ୍ଲାଇବ। ଆସନ୍ତାକାଲି ଆତ୍ମବିଶ୍ୱାସଭରା ରୋହିତ ସେନା ନ୍ୟୁଜିଲ୍ୟାଣ୍ଡକୁ ତା’ରି ମାଟିରେ ପରାସ୍ତ କରି…