Odia News Portal

ତିତଲି ପ୍ରଭାବିତଙ୍କୁ ବିଜୁପକ୍କା ଘର

ଭୁବନେଶ୍ୱର –ତିତଲି ,ବର୍ଷା ଓ ବନ୍ୟା ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଶ୍ରୀ ପଟ୍ଟନାୟକ ଆଜି ଗଜପତି ଜିଲ୍ଲାର ବାରଘର ଚଂମ୍ପାପୁର ଅଂଚଳ ଗସ୍ତ…

ତିତଲି ବିପର୍ଯ୍ୟୟରେ ୫୭ ଜଣ ମୃତ୍ୟୁ

ଭୁବନେଶ୍ୱର---ତିତଲତ ପ୍ରଭାବରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୭ ରେ ପହଂଚିଲାଣି ବୋଲେି ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢି ସୂଚନା ଦେଇଛନ୍ତି । ସେ କହିଛନ୍ତି ଏହି ବିପର୍ଯ୍ୟୟରେ ଗଜପତି ଜିଲ୍ଲାରେ ୩୯ଜଣ ଗଂଜାମ ଜିଲ୍ଲାରେ ୧୨ ଜଣ ଏବଂ କନ୍ଧମାଳ ଜିଲ୍ଲାରେ ୨ ଜଣ ପ୍ରାଣ ହରାଇଛନ୍ତି…

୨୨ରେ ଓଡିଶା ଆସିବେ ଅଭିଜିତ ଆୟାର

ହେଲିକପ୍ଟରରେ ବସିବା ଯେ ଏତେ ଅସୁବିଧା ସୃଷ୍ଟି କରିବ ତାହା ଜାଣିନଥିଲି । ଓଡିଶା ଆସିବା ପୂର୍ବରୁ ଏଭଳି ସାଂଘାତିକ ବୟାନ ଦେଇଛନ୍ତି କୋର୍ଣାକ ମନ୍ଦିର ଓ ବିଧାୟକ ମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର । ଏପରିକି ଓଡିଶାର କଳା ଓ ସଂସ୍କୃତି ସର୍ମ୍ପକରେ ବିବାଦୀୟ ମନ୍ତବ୍ୟ…

‘ମି ଠୁ’ ରମାନୀଙ୍କୁ ସମର୍ଥନ କରି ୨୦ ମହିଳା ସାମ୍ବାଦିକା ଆକବରଙ୍କ ବିରୋଧରେ

କେନ୍ଦ୍ରମନ୍ତ୍ରୀ ଏମ.ଜେ. ଆକବରଙ୍କ ବଢିଲା ଅଡୁଆ । ମି ଠୁ କ୍ୟାମ୍ପେନକୁ ୨୦ ଜଣ ମହିଳା ସାମ୍ବାଦିକା ସମର୍ଥନ କରିଛନ୍ତି । ଆକବରଙ୍କ ବିରୋଧରେ ପ୍ରିୟା ରମାନୀ ନିର‌୍ୟାତନା ଅଭିଯୋଗ ଆଣିଥିଲେ । ଆଉ ଏହାକୁ ସମର୍ଥନ କରିଛନ୍ତି ସାମ୍ବାଦିକା । ୧୯୯୪ରେ ଇଂରାଜୀ ଦୈନିକ ଏସିଆନ ଏଜର ଖବରକାଗଜ ଆରମ୍ଭ…

ଟ୍ରକ ବୋଲେରୋ ଧକ୍କାରେ ୧୦ ମୃତ୍ୟୁ

ନୂଆପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନୂଆପଡାର ସିଲଦା ନିକଟରେ ଏକ ବୋଲେରୋ ଓ ଟ୍ରକ ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ୧୦ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ବେଳେ ୬ ଜଣ ପୁରୁଷ ରହିଛନ୍ତି । ସମସ୍ତ ମୃତକ ଛତିଶଗଡର ବୋଲି ଜଣାପଡିଛି । ସୂଚନା…

ଅନାଥଙ୍କୁ ଆପଣାଇଲେ ନବୀନ

ଭୁବନେଶ୍ୱର () ଗଜପତି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବଡ ଘୋଷଣା । ବନ୍ୟାରେ ମୃତ୍ୟୁବରଣ କରିଥିବା ସବୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି 4 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲାର ବାରଘର ଗାଁ ଲୋକଙ୍କ ସହ ସିଧାସଳଖ କଥା…

ଜମୁଛି ଦଶହରା ବଜାର

ଭୁବନେଶ୍ୱର-- ଦଶହରା ଉସô୍ବ ପାଇଁ ସାରା ଓଡିଶା ଏବେ ଉସô୍ବମୁଖର ହୋଇଉଠିଛି । ଦଶହରା ଯେତିକି ପାଖେଇ ଆସୁଛି ସହର ବଜାରରେ ମା’ ଦୁର୍ଗାଙ୍କର ଆରାଧନାରେ ଗଗନ ବପନ ପ୍ରକମ୍ପିତ ହେବାରେ ଲାଗିଛି । କେବଳ ତିତଲି ପ୍ରଭାବିତ ଗଂଜାମ , ଗଜପତି ଓ ରାୟଗଡା ଜିଲ୍ଲାକୁ ଛାଡିଦେଲେ ସବୁଠାରେ ଦୁର୍ଗାପୁଜାର…

ଅଳ୍ପକେ ବଞ୍ଚିଗଲା ଜୀବନ

ଭୁବନେଶ୍ବର () ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ଠିକଣା ପଦକ୍ଷେପ ଯୋଗୁଁ ୫୦ଟି ମାଛଧରା ଟ୍ରଲର ଓ ଏଥିରେ ଥିବା ମିତ୍ସ୍ୟଜୀବୀମାନଙ୍କ ଜୀବନ ରକ୍ଷା ପାଇଯାଇଛି । ପ୍ରବଳ ପବନ ଓ ବର୍ଷା ମଧ୍ୟରେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ଜିଲ୍ଲାପ୍ରଶାସନ, ଓଡ୍ରାଫ ଓ ତଟରକ୍ଷୀବାହିନୀ ସହାୟତାରେ ବନ୍ଦର…

ସ୍ବାସ୍ଥ୍ୟସେବାରେ ଜଗତସିଂହପୁର ଜିଲ୍ଲା ଉକୃô୍ଷ୍ଠ

ଭୁବନେଶ୍ବର () ସ୍ବାସ୍ଥ୍ୟସେବା ପାଇଁ ଓଡିଶାକୁ ମିଳିଛି ସମ୍ମାନଜନକ ଜେ.ଆର.ଡି ଟାଟା ମେମୋରିଆଲ ପୁରସ୍କାର । ପପୁଲେସନ ଫାଉଣ୍ଡେସନ ଅଫ୍‍ ଇଣ୍ଡିଆ ପକ୍ଷରୁ ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ ସେଣ୍ଟରରେ ଆୟୋଜିତ ଏକ ଉତ୍ସବରେ…

ତିତଲି ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି

ଭୁବନେଶ୍ୱର--ତିତଲି ଓ ଏହାର ପରବର୍ତୀ ବନ୍ୟା- ବର୍ଷା ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୬ ହେଲାଣି ବୋଲି ସ୍ପେଶାଲ ରିଲିଫ କମିଶନର ବିଷ୍ନୁପଦ ସେଠୀ ଆଜି ଏଠାରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ସେ କହିଛନ୍ତି କେବଳ ଗଜପତି ଜିଲ୍ଲାରେ ସର୍ବାଧିକ ୧୮ ଜଣଙ୍କର ମୃତ୍ୟୁ…