Odia News Portal

କାଲି ଦାୟିତ୍ୱ ନେଇଥିଲେ ଆଲୋକ, ଆଜି ପଦରୁ ବିଦା କଲା ସିଲେକ୍ଟ କମିଟି

ନୂଆଦିଲ୍ଲୀ : ସିବିଆଇ ମୁଖ୍ୟ ପଦରୁ ହଟିଲେ ଆଲୋକ ବର୍ମା । ନିର୍ଦ୍ଦେଶକ ପଦରେ ପୁନଃ ଅବସ୍ଥାପିତ ହେବାର ୪୮ ଘଣ୍ଟା ପରେ ତାଙ୍କୁ ହଟାଯାଇଛି । ହାଇ ପାଓ୍ଵାର କମିଟି ବର୍ମାଙ୍କୁ ସିବିଆଇ ମୁଖ୍ୟ ପଦରୁ ହଟାଇବାକୁ ନିଷ୍ପତ୍ତି ନେଇଛି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହାଇ ପାୱାର କମିଟି ବୈଠକ…

ଶୀତଦିନରେ ପିଅନ୍ତୁ ଏହି ଜୁସ୍, ସୁସ୍ଥ ସହ…

ମୋଟାପଣ ପାଇଁ ବର୍ତ୍ତମାନ ପ୍ରାୟ ସମସ୍ତ ବ୍ୟକ୍ତି ଚିନ୍ତିତ ରହୁଛନ୍ତି। ମୋଟା ହେବା ଦ୍ବାରା ଖାଲି ଯେ ପେଟର ଚର୍ବି ବଢ଼ିଥାଏ ତାହା ନୁହଁ ବରଂ ଶରୀରର ଗଠନ ମଧ୍ୟ ବିଗିଡ଼ିଥାଏ। ଏହାକୁ କମ କରିବା ପାଇଁ ଲୋକ ବିଭିନ୍ନ ପ୍ରକାରର ବ୍ୟାୟମ କରିବା ସହ ଅନେକ ପଦ୍ଧତି ମଧ୍ୟ ଆପଣାଇଥାନ୍ତି। କିନ୍ତୁ…

ଫ୍ୟାସନ୍ ନାଁରେ ପିନ୍ଧୁଛନ୍ତି ଚିରା-ଫଟା ପୋଷାକ ସାବଧାନ…

ଯେକୌଣସି ବ୍ୟକ୍ତିଙ୍କର ପରିଚୟ ତାଙ୍କ ପୋଷାକରୁ ହିଁ ମିଳିଥାଏ। ଏଣୁ ସବୁବେଳେ ଲୋକ ନିଜର ବ୍ୟକ୍ତିତ୍ବକୁ ଦମଦାର ଦେଖାଇବା ପାଇଁ ଫ୍ୟାସନ ମୁତାବକ ପୋଷାକ ପିନ୍ଧିଥାନ୍ତି। ଆପଣ ଅନେକଙ୍କୁ ଫ୍ୟାସନ୍ ନାଁରେ ଫଟା ଜିନ୍ସ ବା ପୋଷାକ ପିନ୍ଧୁଥିବା ଦେଖିଥିବେ। କହିବାକୁ ଗଲେ ଏଭଳି ପୋଷାକ ବର୍ତ୍ତମାନ…

କେଜିଏଫ୍ ସୁପରଷ୍ଟାର ୟଶଙ୍କ ପାଇଁ ନିଜ ଦେହରେ ନିଆଁ ଲଗାଇଦେଲେ

କନ୍ନଡ୍ ଫିଲ୍ମ KGF ବର୍ତ୍ତମାନ୍ ସାରାଦେଶରେ ସୁପର୍ହିଟ୍ ହୋଇଛି। ଏହାର କାରଣ ହେଉଛି କନ୍ନଡ୍ ସୁପର୍ଷ୍ଟାର୍ ୟଶ୍। ୟଶ୍ଙ୍କର ଅଭିନୟକୁ ଦର୍ଶକେ ପ୍ରଶଂସା କରିବା ସହିତ ପସନ୍ଦ ମଧ୍ୟ କରୁଛନ୍ତି।ୟଶ୍ଙ୍କର ଜନ୍ମଦିନ ଥିଲା। ଏହି ଅବସରରେ ୟଶ୍ଙ୍କର ଜଣେ ଫ୍ୟାନ୍ ତାଙ୍କୁ ଦେଖା ନ କରି ପାରିବାରୁ…

ସଫଳତା ଓ ଘାତ ପ୍ରତିଘାତର ୧୦ବର୍ଷ: କମିଶନରେଟ୍‌ ପୋଲିସ ଏକାଦଶ ପ୍ରତିଷ୍ଠା ଦିବସ

ଭୁବନେଶ୍ବର: କମିଶନରେଟ୍‌ ପୋଲିସ ଆଜି ପାଳନ କରୁଛି ୧୧ତମ ପ୍ରତିଷ୍ଠା ଦିବସ। ଭୁବନେଶ୍ୱର ସପ୍ତମ ବାୟାଲିୟନ୍‌ ଠାରେ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୋଲିସ ଜିଡି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ଯୋଗ ଦେଇଛନ୍ତି। ଏହି ୧୦ ବର୍ଷ ଭିତରେ ଅନେକ ଘାତ…

କିଏ ହେବ ମେଣ୍ଟର ବେଣ୍ଟ ?

ଭୁବନେଶ୍ୱର : ରାଜ୍ୟରେ ନବୀନ ପଟ୍ଟନାୟକ ସରକାରଙ୍କୁ ଟକ୍କର ଦେବାପାଇଁ ଚାଲିଛି ମେଣ୍ଟ ଗଠନ ଯୋଜନା । ହେଲେ ଏହି ମେଣ୍ଟର ବେଣ୍ଟ ବା ନେତା କିଏ ହେବ ତାହାକୁ ନେଇ ଅଙ୍କକଷା ଛିଡୁ ନଥିବାରୁ ମେଣ୍ଟର କଣ୍ଟ ତାରିଖ ଘୁଞ୍ଚି ଘୁଞ୍ଚ ଯାଉଛି । ସମୟ ଯେତେ ଗଡୁଛି ମେଣ୍ଟ ସେତେ ଅନିଶ୍ଚିତତା ଭିତରକୁ…

ଏବେ ସ୍ୱର୍ଣ୍ଣ ମନ୍ଦିରରେ ଫଟୋ ଉଠାଇବା ଉପରେ ଲାଗିଲା ବ୍ୟାନ

ଅମୃତସରର ସ୍ୱର୍ଣ୍ଣ ମନ୍ଦିରରେ ଫଟୋ ଉଠାଇବା ସଉକ ରଖୁଥିବା ଲୋକଙ୍କୁ ଏବେ ନିରାଶ ହେବାକୁ ପଡିବ । ଅଧିକାରୀଙ୍କ ମୁତାବକ, ଏବେ ସ୍ୱର୍ଣ୍ଣ ମନ୍ଦିରରେ ଫଟୋ ଉଠାଇବା ଉପରେ ବ୍ୟାନ କରାଦିଆଯାଇଛି । ଏବେ ପର୍ଯ୍ୟଟକ ସ୍ୱର୍ଣ୍ଣ ମନ୍ଦିର ଭିତରେ ଫଟୋଗ୍ରାଫୀ କରିପାରିବେନି । ମନ୍ଦିରର ଗଭର୍ଣ୍ଣିଙ୍ଗ ବଡି…

ବନ୍ଧୁକ ମୁନରେ କାକଟପୁର କୋଣାର୍କ ରାସ୍ତାରେ ଲୁଟ୍

ପୁରୀ: ବନ୍ଧୁକ ମୁନରେ କାକଟପୁର କୋଣାର୍କ ରାସ୍ତାରେ ଲୁଟ୍ । ପୁରୀ ଜିଲ୍ଲା କାକଟପୁର କୋଣାର୍କ ମୁଖ୍ୟ ରାସ୍ତାରେ ଥିବା ଅଗାଧୁକମଳ ମେଡିକାଲ ନିକଟରେ ସିନେମା ଷ୍ଟାଇଲରେ ବନ୍ଧୁକ ଦେଖାଇ ୩ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି ଦୁର୍ବୁତ । କାକଟପୁରରେ ଥିବା ଏକ ଘରୋଇ ଅର୍ଥ ଲଗାଣକାରୀ…

ଅଯୋଧ୍ୟା ବିବାଦ ନେଇ ସୁପ୍ରିମକୋର୍ଟରେ ଆଜି ସୁପ୍ରିମ ଶୁଣାଣି । ୫ ଜଣିଆ ସାମ୍ବିଧାନିକ ପୀଠ କରିବ ଶୁଣାଣି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବାବ୍ରୀ ମସଜିଦ୍‌ ଓ ରାମଜନ୍ମ ଭୂମିକୁ ନେଇ ଅଯୋଧ୍ୟାରେ ଲାଗି ରହିଥିବା ଜମି ବିବାଦ ମାମଲାର ଶୁଣାଣି ଆଜିଠାରୁ ସୁପ୍ରିମକୋର୍ଟରେ ଆରମ୍ଭ ହେବ। ରାଜନୀତିକ ଦୃଷ୍ଟି କୋଣରୁ ଗୁରୁତ୍ୱ ରଖୁଥିବା ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ…

ଦୁର୍ଗ ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌ ଅଟକିଲା !

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ୍ ଷ୍ଟେସନ୍ ନିକଟ ରେଳ ଧାରଣାରେ ଫାଟ ସୃଷ୍ଟି ହେବା ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଥିଲା। ଫଳରେ ଦୁର୍ଗ ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌ ଅଟକି ରହିଥିଲା। ତେବେ ରେଳ କର୍ମଚାରୀଙ୍କ ଦ୍ୱାରା ମରାମତି ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିବା…