ଆଇଇଡି ବିସ୍ଫୋରଣ, ମେଜର୍ଙ୍କ ସମେତ ୨ ସହିଦ୍
ଶ୍ରୀନଗର: ଜମ୍ମୁ-କଶ୍ମୀରର ରଜୌରୀ ଜିଲ୍ଲା ଅନ୍ତର୍ଗତ ନୌଶେରାରେ ଆଜି ଭୟଙ୍କର ଆଇଇଡି ବିସ୍ଫୋରଣ ହୋଇଛି। ଏଥିରେ ଜଣେ ସେନାର ମେଜର ଓ ଜଣେ ଯବାନ ସହିଦ ହୋଇଛନ୍ତି। ନୌଶେରାର ଲାମା ବେଲଟ୍ ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀମାନେ ପାଟ୍ରୋଲିଂ କରୁଥିବା ଭାରତୀୟ…
