ଭଗ୍ରତାରା ଛକ ନିକଟରେ ଗଛକୁ ପିଟିଲା ୧୦୮ ଆମ୍ବୁଲାନ୍ସ
ଭଦ୍ରକ: ଗଛକୁ ପିଟିଲା ୧୦୮ ଆମ୍ବୁଲାନ୍ସ। ଫଳରେ ଗାଡିରେ ଚିକିତ୍ସା ପାଇଁ ଯାଉଥିବା ଜଣେ ରୋଗୀଙ୍କ ସମେତ ଆମ୍ବୁଲାନ୍ସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ଭଦ୍ରକ ଚାନ୍ଦବାଲି ବ୍ଲକ କାଣ୍ଡଗରଡ଼ି ଗାଁର ଉପେନ୍ଦ୍ର ସାହୁ ଓ…
