ଇନ୍ଡୋର ମୁଖ୍ୟରାସ୍ତାରେ ମୁକୁଳା ପଡିଛି ଟ୍ରାନ୍ସଫର୍ମର
ବ୍ରହ୍ମପୁର: ବ୍ରହ୍ମପୁର ବଡ ମେଡିକାଲ୍ ଇନ୍ଡୋର୍ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଉଚ୍ଚ କ୍ଷମତା ସମ୍ପନ୍ନ ଏକ ଟ୍ରାନ୍ସଫର୍ମର ମୁକୁଳା ଥିବାରୁ ପଥଚାରୀଙ୍କ ପ୍ରତି ବିପଦ ଘନେଇଥିବା ଅଭିଯୋଗ ହୋଇଛି । ୪୪୦ ଭୋଲ୍ଟର ଏହି ଟ୍ରାନ୍ସଫର୍ମରଟି ନୂତନ ଇନ୍ଡୋର୍ ମେଡିସିନ୍ ୱାର୍ଡ ବିଲ୍ଡିଂକୁ ଲାଗି…
