Odia News Portal

ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି

ପୁରୀ: ପିପିଲି ବ୍ଲକରେ ଜିଲ୍ଲାପାଳ ପୁରୀ ଜ୍ଯୋତି ପ୍ରକାଶ ଦାସଙ୍କ ଅଧ୍ଯକ୍ଷତାରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ୩୬ଟି ଅଭିଯୋଗ ଆସିଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ପୁରୀ ଏସପି ସାର୍ଥକ ଷଡଙ୍ଗୀ, ଉପ ଜିଲ୍ଲାପାଳ ଭବ ତରଣ ସାହୁ, ଜିଲ୍ଲା…

ନନ୍ଦନକାନନରେ ୪ଟି ବଣୁଆ ହାତୀ

ଭୁବନେଶ୍ବର: ଗତକାଲି ରାତିରେ ୪ଟି ବଣୁଆ ହାତୀ ନନ୍ଦନକାନନ ବାଘ ସଫାରୀ ନିକଟସ୍ଥ ପାଚେରୀ ଭାଙ୍ଗି ଭିତରକୁ ପ୍ରବେଶ କରିଛନ୍ତି । ରାତିସାରା ନନ୍ଦନକାନନ ପରିସର ଭିତରେ ରହି କେତେକେ ପାଚେରାୀ ଭଙ୍ଗାରୁଜା କରିବା ସହ ଏବେ ସଫାରୀ ନିକଟରେ ଏକ ଘଂଚ ଜଙ୍ଗଲ ମଧ୍ୟରେ ରହିଛନ୍ତି । ଆଜି ସୋମବାର ଥିବାରୁ…

କିନ୍ନର ମାନଙ୍କ ପାଇଁ ବହୁ ଗୁରୁତ୍ୱପୁର୍ଣ୍ଣ ବିଲ ପାସ

ନୂଆଦିଲ୍ଲୀ: ସଂସଦର ଶୀତକାଳୀଣ ଅଧିବେଶନର ସୋମବାର ଲୋକସଭାରେ କିନ୍ନର ମାନଙ୍କ ପାଇଁ ବହୁ ଗୁରୁତ୍ୱପୁର୍ଣ୍ଣ ବିଲ ପାସ ହୋଇଛି l ଏହି ବିଲରେ କିନ୍ନର ମାନଙ୍କ ପାଇଁ ଭେଦଭାବ, ସମାଜରେ ସମ୍ମାନ ପରି ବହୁ ବିଷୟ ରହିଛି l ଗୃହରେ ଜୋରଦାର ହଟଗୋଳ ସମୟରେ ଏହି ବିଧେୟକରେ ମୋହର ଲାଗିଛି l ଏହି…

ଦିନ ଦ୍ବିପହରେ ଘରେ ପଶି ମହିଳାଙ୍କୁ ନିର୍ମମଭାବେ ହତ୍ୟା

ପୁରୀ: ଦିନ ଦ୍ବିପହରେ ଘରେ ପଶି ମହିଳାଙ୍କୁ ନିର୍ମମଭାବେ ହତ୍ୟା କରାଯାଇଛି । ପୁରୀ ରେଲୱେ କଲୋନୀରେ  କ୍ବାର୍ଟରରେ ହତ୍ୟା କାଣ୍ଡ ଘଟିଛି । ଚାଣକ୍ୟ ବିଏନଆର ହୋଟେଲରଠିକ ପଛପଟେ ଥିବା ରେଲୱେ କଲୋନୀର ସି-୭୫ ନମ୍ବର କ୍ବାଟରରେ ହତ୍ୟାଣ୍ଡ ଘଟିଛି । ରେଲୱେ ହସପିଟାଲରଡାକ୍ତର ଏସ. କେ. ସାହୁଙ୍କ…

ପୋଲସରା ରେ ୮ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ: ୩ ରାକ୍ଷସ ଯୁବକ କୋର୍ଟ ଚାଲାଣ

ପୁଣି ଗଂଜାମ ରେ ଲଜ୍ୟା । ପୋଲସରା ରେ ୮ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଏବେ ଗଂଜାମର ଗୋଳନ୍ଥରା ଥାନା ନିକଟସ୍ଥ ଏକ ଗ୍ରାମରେ ଜଣେ ୧୪ବର୍ଷର ଗରିବ ଅନୁସୂଚିତ ନାବାଳିକାଙ୍କୁ ସେହି ଗ୍ରାମର ୩ ଜଣ ରାକ୍ଷସ ଯୁବକ ଅତି ଦୟନୀୟ ଭାବେ ଗଣଦୁଷ୍କର୍ମ କରିଛନ୍ତି । ସେହି ଯୁବକ ମାନଙ୍କୁ…

କଂଗ୍ରେସ କର୍ମୀଙ୍କ ବିଜେଡିରେ ଯୋଗଦାନ

ଜଗତସିଂହପୁର: ଜଗତସିଂହପୁର ବ୍ଲକ ଓଡ଼ିଶ ପଞ୍ଚାୟତର ୧୦ ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ସ୍ଥାନୀୟ ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ନେତୃତ୍ଵରେ, ବିଜେଡି ଜିଲ୍ଲା ସଭାପତି ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ପାଖରେ ପହଞ୍ଚି ଆନୁଷ୍ଠାନିକ ଭାବେ ବିଜେଡି ଦଳରେ ଯୋଗଦେଇଛନ୍ତି ।

ଲୋକପ୍ରିୟ ନବୀନ – ସୁରତରେ ବି ନମ୍ବର ୧

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ ନମ୍ବର ଓାନ, ସୁରତରେ ବି ନମ୍ବର ୧ । ସୁତରରେ ଆୟୋଜିତ ଓଡିଆ ସମ୍ମିଳନୀକୁ ସମ୍ବୋଧିତ କରିବାକୁ ପହଁଚିଥିବା ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଛ୍ୱଶିତ ସମ୍ବର୍ଦ୍ଧନା ମିଳିଛି । ପ୍ରାୟ ୩ ଲକ୍ଷ ସୁରତର ପ୍ରବାସୀ ଓଡିଆଙ୍କୁ ମୁଖ୍ୟମନ୍ତ୍ରୀ…

ଡାକ୍ତରଙ୍କ ପତ୍ନୀଙ୍କୁ ହତ୍ୟା

ଘର ଭିତରେ ପଡ଼ିଛି ଡାକ୍ତରଙ୍କ ପତ୍ନୀଙ୍କ ରକ୍ତାକ୍ତ ମରଶରୀର। ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି। ଏପରି ଅଭାବନୀୟ ଘଟଣା ପୁରୀ ସଦରମହକୁମାରେ ଘଟିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସାମୁଦ୍ରିକ ଥାନା…

କେଉଁ କାରଣରୁ ମହିଳାମାନେ ଚାପଗ୍ରସ୍ତ ରହିଥାନ୍ତି ଜାଣନ୍ତି କି ?

ଆଜିର ସମୟରେ କାମର ଚାପ ଅଧିକ ରହିବା ହେତୁ ପ୍ରାୟ ସମସ୍ତେ ରହୁଛନ୍ତି ଚିନ୍ତିତ ଏବଂ ଚାପଗ୍ରସ୍ତ। କିନ୍ତୁ ଦେଖିବାକୁ ଗଲେ ସମସ୍ତ ସ୍ଥାନରେ ପୁରୁଷଙ୍କ ଅପେକ୍ଷା ମହିଳା ରହୁଛନ୍ତି ଅଧିକ ଚିନ୍ତିତ ଏବଂ ଚାପଗ୍ରସ୍ତ। ତେବେ ଏହା ଆମେ କହୁନାହୁଁ ନିକଟରେ ହୋଇଥିବା ଏକ ଗବେଷଣାରେ ଏହା ପ୍ରମାଣିତ…

ରାହୁଲଙ୍କ ଇସ୍ତଫା ଦାବୀ କଲେ ରୂପାନୀ

ମୁଖ୍ୟମନ୍ତ୍ରୀ ନବୀନଙ୍କ ଅନୁପସ୍ଥିତିରେ ତାଙ୍କ ଘରେ ଆଜି ପଶିଯାଇଛନ୍ତି ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ରୂପାନୀଙ୍କ ଅନୁପସ୍ଥିତିରେ ତାଙ୍କ ଘର ଗୁଜୁରାଟରେ ମଧ୍ୟ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶିଯାଇଛନ୍ତି । ଏହାର ଅର୍ଥ ହେଉଛି ନବୀନ ଆଜି ଗୁଜୁରାଟ ଗସ୍ତରେ ଥିବା ବେଳେ…