Odia News Portal

ଲୋକସଭାରେ ଆଉ ୨୧ ସାଂସଦ ନିଲମ୍ବିତ

ତାମିଲନାଡୁର କ୍ଷମତାସୀନ ଏଆଇଏଡିଏମକେ ଏବଂ ଆନ୍ଧ୍ରପ୍ରଦେଶରେ ସରକାର ଗଠନ କରିଥିବା ଟିଡିପି ସାଂସଦଙ୍କ କ୍ରମାଗତ ହଟ୍ଟଗୋଳ ଯୋଗୁ ଲୋକସଭା ଠିକ୍ ଭାବେ କାର୍ୟ୍ୟ କରିପାରୁନାହିଁ। ଏଥିପାଇଁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଆଜି ପୁଣିଥରେ ୨୧ ଜଣ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି। ଏମାନଙ୍କ…

କେନ୍ଦ୍ର ବିରୋଧରେ ବିଜୁ ଛାତ୍ର ଓ ଯୁବ ବାହିନିର ଗର୍ଜନ

ଭୁବନେଶ୍ବର () କେନ୍ଦ୍ର ବିରୋଧରେ ଗର୍ଜିଛି ବିଜୁ ଛାତ୍ର ଓ ଯୁବ ଜନତା ଦଳ । କେନ୍ଦ୍ରର ଆଦିବାସୀ ଛାତ୍ର ମାରଣ ନୀତି ପ୍ରତିବାଦରେ ଆରମ୍ଭ ହେବ ଦସ୍ତଖତ ଅଭିଯାନ । ଏହି ଅଭିଯାନ ଆସନ୍ତାକାଲି ଲୋୟର ପିଏମଜିଠାରୁ ଆରମ୍ଭ ହୋଇ ଏକ ମାସ ଧରି ଚାଲିବ । 10 ଲକ୍ଷ ଦସ୍ତଖତ ସଂଗ୍ରହ କରି ରାଷ୍ଟ୍ରପତିଙ୍କ…

ରକ୍ତଦାନ କରୁଛନ୍ତି କି ? ଜାଣି ରଖନ୍ତୁ ଏହି ବିଷୟରେ

ବର୍ତ୍ତମାନ ସମୟରେ ରକ୍ତଦାନ କରିବା କେତେକ କାରଣରୁ ଜରୁରୀ ହୋଇଗଲାଣି। ଏହି ଭଳି କରିବା ଦ୍ବାରା ଆପଣ ଅନ୍ୟର ସାହାଯ୍ୟ ତ କରୁଛନ୍ତି କିନ୍ତୁ ଏହା ସହିତ ଆପଣଙ୍କୁ ମଧ୍ୟ ଏହା ଦ୍ବାରା ବହୁତ ଫାଇଦା ମିଳିଥାଏ। କେତେବେଳେ ଆପଣଙ୍କୁ ରକ୍ତର ଆବଶ୍ୟକତା ପଡିଲେ ଏହା ଆପଣଙ୍କର ଆବଶ୍ୟକତାକୁ ପୂରଣ…

7 ଜିଲ୍ଲାକୁ ‘ପାବୁକ’ ସତର୍କ ସୂଚନା

ଭୁବନେଶ୍ବର: ଓଡିଶାକୁ ପ୍ରାକୃତିକ ବିପର୍ଯ୍ୟୟରୁ ତ୍ରାହି ନାହିଁ । ପେଥାଇ ପରେ ଏବେ ପୁଣି ମାଡ଼ି ଆସୁଛି ବାତ୍ୟା ‘ପାବୁକ’ । ଭାରତୀୟ ପାଣିପାଗର ଯାହା ସୂଚନା ମିଳୁଛି ବାତ୍ୟା ପାବୁକ ଓଡ଼ିଶାରେ ପ୍ରଭାବ ପକାଇବ । ଏଥିରେ ରାଜ୍ୟର ୭ଟି ଜିଲ୍ଲାରେ ପ୍ରଭାବ ପଡ଼ିବ । ଏଥିନେଇ ରାଜ୍ୟ ବିପର୍ଯ୍ୟୟ…

‘କ୍ରିଶ୍-୪’ ପାଇଁ ପରିଶ୍ରମ କରୁଛନ୍ତି ଏହି ଯୋଡି ପଢନ୍ତୁ…

ବଲିଉଡ ସୁରଷ୍ଟାର୍ ରିତିକ୍ ରୋଶନ୍ଙ୍କ ସବୁଠାରୁ ବଡ ସୁପରହିଟ୍ ଫ୍ରାଞ୍ଚାଇନ୍ ସିନେମାର ସିକ୍ୱେଲ୍ ଅନେକ ସମୟରେ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମର ସୁଟିଂ ଏ ବର୍ଷ ଆରମ୍ଭ ହେବ ବୋଲି ଠୋସ୍ ଖବର ମିଳିଛି। ତେବେ ‘କ୍ରିଶ୍-୪’ରେ କିଏ ନାୟିକା ଭୂମିକା କରିବେ,ତାକୁ ନେଇ ବି ନାନା କଥା ଶୁଣିବାକୁ…

ଭିଭିପାଟ ନେଇ ଗାଁ ଗାଁରେ ହେବ ସଚେତନତା

ଭୁବନେଶ୍ବର ()  ଜାନୂଆରୀ 21 ତାରିଖରେ ପ୍ରକାଶ ପାଇବ ଚୁଡାନ୍ତ ଭୋଟର ତାଲିକା । 2019 ସାଧାରଣ ନିର୍ବାଚନରେ ଯୋଡିହେବେ ଆଉ ପାଖାପାଖି 5 ଲକ୍ଷ ନୂଆ ଭୋଟର । ଏଥିସହିତ ରାଜ୍ୟର ଭୋଟର ସଂଖ୍ୟା 3କୋଟି 24 ଲକ୍ଷ ଛୁଇଁବ । ଏହି 5 ଲକ୍ଷ ନୂଆ ଭୋଟର 2019 ଜାନୁଆରୀ 1 ତାରିଖ ସୁଦ୍ଧା 18 ବର୍ଷ ଛୁଇଁ…

ମହିଳା କଂଗ୍ରେସ କର୍ମୀ- ପୋଲିସ ଧସ୍ତାଧସ୍ତି

କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ବହିଷ୍କାର ଦାବି କରି ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରଉ କରିବା ପାଇଁ ଯାଉଥିବା ମହିଳା କଂଗ୍ରେସ କର୍ମୀ ପୋଲିସ ମଧ୍ୟରେ ଦୀର୍ଘସମୟ ଧରି ଧସ୍ତାଧସ୍ତି ହୋଇଥିଲା । ହଜାର ହଜାର ସଂଖ୍ୟାରେ ମହିଳା କଂଗ୍ରେସ କର୍ମୀମାନେ କଂଗ୍ରେସ ଭବନରୁ ବାହାରି…

ଆଲବମରୁ ପ୍ରେମ, ପ୍ରେମରୁ ହତ୍ୟା

ସମ୍ବଲପୁରୀ ଆଲବମର ଲୋକପି୍ରୟ ଅଭିନେତ୍ରୀ ସିମରନ ସିଂକୁ ହତ୍ୟା କରାଯାଇଥିବା କଥା ବିଭିନ୍ନ ମହଲରେ ଚାଂଚଲ୍ୟ ସୃଷ୍ଟି କରିଛି । ଆଜି ସ୍ଥାନୀୟ ଗୋଇରା ମଠ ମହାନଦୀ ପୋଲ ତଳୁ ଏହି ଅଭିନେତ୍ରୀଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ସେ କିଛି ଦିନ ତଳେ ବଲାଙ୍ଗିରର ଜଣେ ଯୁବକଙ୍କୁ ପ୍ରେମ ବିବାହ…

କୁଆଡେ ଯିବେ ଦିଲ୍ଲୀପ ରାୟ

ବିଜେଡି ଦଳ ଓ ବିଧାୟକ ପଦରୁ ଇସ୍ତଫା ଦେଇଥିବା ଦିଲ୍ଲୀପ ରାୟ ତାଙ୍କ ରାଜନୈତିକ ନିଷ୍ପତିରେ ଏବେ ବି ଦୋଛକିରେ ଅଛନ୍ତି । ଆସନ୍ତା ୯ତାରିଖ ଦିନ ସମ୍ଭବତ ସେ ତାଙ୍କର ନିଷ୍ପତି ଭୁବନେଶ୍ୱରରେ ଘୋଷଣା କରିବେ । ତେବେ ଆଜି ସେ ରାଉରକେଲା ଠାରେ ନିଜର ସମର୍ଥକ ଓ ଶୁଭେସ୍ôୁ ମାନଙ୍କର ଏକ ସମାବେଶରେ…

କେନ୍ଦ୍ରାପଡ଼ା : ଡ଼ଙ୍ଗା ବୁଡ଼ି ୯ ମୃତ ୧ ନିଖୋଜ

ଗତକାଲି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳ ହସିଣା ଗାଁର ୧୭ଟି ପରିବାରର ପୁରୁଷ, ମହିଳା ଓ ଶିଶୁଙ୍କୁ ମିଶାଇ ମୋଟ ୫୫ ଜଣ ବଣଭୋଜି କରିବାକୁ ଦୁଇଟି ଦେଶୀ ଡଙ୍ଗା ଯୋଗେ ହୁକିଟୋଲା ଯାଇଥିଲେ। ତେବେ ସେଠାରୁ ସେମାନେ ଗୋଟିଏ ଡଙ୍ଗାରେ ଫେରୁଥିଲେ। ଫେରିବା ବେଳେ କେନ୍ଦ୍ରାପଡ଼ାର ନିପାଣିଆରେ…