Odia News Portal

ବେଲଟିକିରି ଘଟଣାରରେ ମାନେକା ଗାନ୍ଧି କ୍ଷ୍ୟୁବ୍ଧ

ଢେଙ୍କାନାଳ ଜିଲ୍ଲା ବେଲଟିକିର ଗୁଡନ୍ୟୁଜ ସେଲଟର ହୋମରେ ନିର୍ଯାତନା ଘଟଣା ନେଇ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି ଉଦବେଗ ପ୍ରକାଶ କରିଛନ୍ତି ଏବଂ ଏହାର ତଦନ୍ତ ପାଇଁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ଶାସନ ସଚିବଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଶ୍ରୀମତୀ ଗାନ୍ଧି…

ଶୀଘ୍ର ମିଳିବ ତିତିଲି ସହାୟତା

ଓଡିଶାକୁ କେନ୍ଦ୍ର ସରକାର ତିତିଲି କ୍ଷୟକ୍ଷତି ପାଇଁ ସହାୟତା ନଦେବା ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ଆଲୋଚନା କରିଛନ୍ତି । ଖୁବ ଶୀଘ୍ର କେନ୍ଦ୍ର ସରକାର ଏଦିଗରେ ନିଷ୍ପତି ଘୋଷଣା କରିବେ ବୋଲି ଜଣାପଡିଛି । ପ୍ରାକୃତିକ…

ସାହିଦ,କର୍କଟ ଓ ଗୁଜବ

ବିଶିଷ୍ଟ ଚଳଚିତ୍ର ଅଭିନେତା ସାହିଦ କପୁରଙ୍କୁ କର୍କଟ ରୋଗ ସମ୍ପର୍କରେ ଏକ ଚାଂଚଲ୍ୟକର ତଥ୍ୟ ସୋସିଆଲ ମିଡିଆରେ କିଏ କାହିଁକି ପ୍ରଚାର କଲା ତାହା ଜଣାପଡିଲା ନାହିଁ ।ଏଭଳି ଏକ ଖବରକୁ ମଧ୍ୟ ନିଜେ ସାହିଦ କିମ୍ବା ତାଙ୍କ ପରିବାରବି ପ୍ରତିବାଦ କଲେନାହିଁ । ସାହିଦଙ୍କର ଅସୁସ୍ଥତା ଖବର ସାରା…

ସାକ୍ରେଡ୍ ଗେମସ୍-ଟୁର ଷ୍ଟୋରୀ ଲିକ୍

ବହୁ ଚର୍ଚ୍ଚିତ ସିରିଜ ସାକ୍ରେଡ୍ ଗେମସ୍ର ସେକେଣ୍ଡ ସିଜିନର ସୁଟିଂ ଆରମ୍ଭ ହୋଇଛି । ତେବେ ସିରିଜ ରିଲିଜ ପୂର୍ବରୁ ଏହାର କାହାଣୀ ଲିକ୍ ହୋଇଯାଇଛି । ଦ୍ୱିତୀୟ ପାର୍ଟରେ ସରତାଜ୍ ଓ ଗାଏତୋଣ୍ଡେଙ୍କ କାହାଣୀ କେନିଆରେ ଦେଖିବାକୁ ମିଳିବ । ଫିଲ୍ମର କାହାଣୀ ଏଥର ଅଣ୍ଡରଓ୍ଵାଲର୍ଡ ସହ ଯୋଡାଯିବ ।…

ଏଭଳି ପୁଅ ଜଗତେ ନାହିଁ, ଯିଏକି କିଛିଟା ସମ୍ପତି ପାଇଁ ନିଜ ମା’କୁ ଭିକାରୁଣୀ ସଜାଇବୁ ପଛେଇଲା ନାହିଁ

ଆପଣ କୌଣସି ବି ମଣିଷର ଚାଲିଚଳନକୁ ଦେଖି ତା’ର ସମ୍ବନ୍ଧରେ କିଛି ସଠିକ ଅନୁମାନ ଲଗାଇପାରିବେ ନାହିଁ । ସେଥିପାଇଁ ଜଣକ ବିଷୟରେ କିଛି କହିବା ପୂର୍ବରୁ ତାଙ୍କ ସମ୍ବନ୍ଧରେ ସଠିକ ତଥ୍ୟ ଜାଣିବା ନିତ୍ୟାନ୍ତ ଆବଶ୍ୟକ । ବେଳେ ବେଳେ ଏହା ମଧ୍ୟ ଘଟି ଯାଏ ଯେ, ଆମେ ଯାହା ଦେଖୁ ତାହା ପ୍ରକୃତରେ ଘଟି…

ଫଳାଫଳକୁ ନେଇ ଆଶଙ୍କାରେ ବିଜେପି ଉଲ୍ଲାସରେ କଂଗ୍ରେସ

ଦେଶର ପାଞ୍ଚଟି ରାଜ୍ୟ ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ଓ ମିଜୋରାମର ବିଧାନସଭା ନିର୍ବାଚନର ଫଳାଫଳ ଡିସେମ୍ବର ୧୧ରେ ପ୍ରକାଶ ପାଇବ। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଏହିସବୁ ରାଜ୍ୟର ବିଧାନସଭା ନିର୍ବାଚନକୁ ସେମି ଫାଇନାଲ କୁହାଯାଉଛି। ମତଦାନ ପରେ ଆସିଥିବା ପ୍ରାକ…

ଘାଟିକୁ ବସ ଖସି ୧୧ମୃତ ୧୯ ଆହତ

ଜାମ୍ମୁ- କାଶ୍ମୀର ପୁଂଛ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ୧୦୦ ମିଟର୍ ଘାଟି ତଳକୁ ବସ୍ ଖସି ପଡ଼ିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୯ ଜଣ ଆହତ ହୋଇଛନ୍ତି । ଆହତକୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଯାତ୍ରୀବାହୀ ବସ୍ (ଜେକେ ୦୨ ଡବ୍ଲ୍ୟୁ…

ସୋରରେ ସିରିଜ୍‌ ଦୁର୍ଘଟଣା

ସୋର: ସିରିଜ୍‌ ଦୁର୍ଘଟଣା। ଗୋଟିଏ ପରେ ଗୋଟିଏ ଏହିପରି ୩ଟି ଦୁର୍ଘଟଣା ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ସୋର ଘଟିଛି। ସୂଚନା ଅନୁସାରେ, ରାତି ପ୍ରାୟ ୩ଟା ସମୟରେ ଛପୋଲିଆ ନିକଟରେ ଏକ କାର୍‌ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏଥିରେ ୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଖବର ପାଇ…

୧୩ ଦିନରେ ପହଁଚିଲା ଧାରଣା

ଭୁବନେଶ୍ବର: ୧୩ଦିନରେ ପହଁଚିଲା ଅଲ ଓଡ଼ିଶା ଅଙ୍ଗନବାଡି ଲେଡିସ ୱାର୍କସ ଆସୋସିଏସନର ଧାରଣା ମିଳିଥିବା ସୂଚନାନୁସାରେ ବର୍ଷେ ତଳେ ମୁଖ୍ୟମନ୍ତ୍ରୀ ଅଙ୍ଗନବାଡି କର୍ମୀଙ୍କ ଦରମା ୪ ହଜ଼ାରରୁ ଅନ୍ତତଃ ୮/୧୦ ହଜାର କରିବାକୁ ଅଫିସରଙ୍କୁ କହିଥିଲେ। ହେଲେ ମାତ୍ର ୨ ହଜାର ବଢି ୬ ହଜାର ହୋଇଥିଲା।…

ବାଧ୍ୟତାମୂଳକ ଛୁଟିରେ ଗଲେ ଅଶ୍ୱିନୀ ପୂଜାହାରୀ

ସ୍ୱାସ୍ଥ୍ୟବିଭାଗର ନିର୍ଦ୍ଦେଶ ପରେ ଛୁଟିରେ ଗଲେ ଭିମସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ । ଭୀମସାର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ତିନି ଦିନ ମଧ୍ୟରେ ସୋ’ କଜ୍ ନୋଟିସର ଜବାବ ଦେବାକୁ ନିର୍ଦ୍ଦେଣ ଦିଆଯାଇଛି ।…