ପେଟ୍ରୋଲ ୭୦ ଟଙ୍କା ତଳକୁ ଖସିଲା
ଭୁବନେଶ୍ୱର: ଦୀର୍ଘ ଦିନ ପରେ ରାଜଧାନୀରେ ପେଟ୍ରୋଲ ୭୦ ଟଙ୍କା ତଳକୁ ଖସିଛି। ଶୁକ୍ରବାର ଏହା ଲିଟର ପିଛା ୬୯.୮୭ରେ ବିକ୍ରି ହେଉଥିଲା। ତେବେ ଡିଜେଲ ଏବେ ମଧ୍ୟ ୭୦ ଟଙ୍କା ଉପରେ ରହିଛି। ଶୁୁକ୍ରବାର ଏହାର ମୂଲ୍ୟ ଲିଟର ପିଛା ୭୦.୨୩ ଟଙ୍କା ରହିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର…
