ନାବାଳିକାକୁ ବଳାତ୍କାର ଉଦ୍ୟମ, ଥାନାରେ ଏତଲା ପରେ ଯୁବକ ଗିରଫ
ଭୁବନେଶ୍ବର: ଚନ୍ଦ୍ରଶେଖରପୁର ଥାନା ନିକଟସ୍ଥ ଏକ ବସ୍ତିରେ ଜଣେ ଯୁବକ ଗତକାଲି ଦିବା ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଜଣେ ନାବାଳିକା କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ । ସାହି ଲୋକ ଜାଣି ପାରି ଏହାର ବିରୋଧ କରିଥିଲେ । ଆଜି ଅନ୍ତର୍ଜାତୀୟ ମାନବାଧିକାର କାଉନ୍ସିଲ ତଥା ଓଡିଶା…
