ଦୁଇ ପକ୍ଷୀ ଶିକାରୀ ଗିରଫ
ଖୋର୍ଦ୍ଧା: ଟାଗିଂ ବନ୍ୟପ୍ରାଣୀ ବିଭାଗର ଭୂଷଣ୍ଡପୁର ଘେରି ବନ୍ଧ ଅଂଚଳରେ ବାରମ୍ବାର ପକ୍ଷୀ ଶିକାର ବଢୁଥିବା ବେଳେ ବନ୍ୟବିଭାଗ କର୍ମଚାରୀ ମାନେ ଦୁଇଜଣ ପକ୍ଷୀ ଶିକାରୀଙ୍କୁ ଗିରଫକରି ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ସହିତ ତିନୋଟି ମୃତ ବିଦେଶାଗତ ପକ୍ଷୀ ଜବତକରି କୋର୍ଟ ଚାଲାଣ…
