Odia News Portal

ବୟଫ୍ରେଣ୍ଡଙ୍କ ମାଂସରେ ବିରିୟାନି ପରସିଲେ ପ୍ରେମିକା

ୟୁଏଇରେ ରହୁଥିବା ମରକ୍କୋର ଜଣେ ମହିଳାଙ୍କ ଅଜବ କାରନାମା ଏବେ ସାମ୍ନାକୁ ଆସିଛି। ମହିଳା ଜଣଙ୍କ ତାଙ୍କ ବୟଫ୍ରେଣ୍ଡଙ୍କୁ ହତ୍ୟା କରିବା ପରେ ଶରୀରକୁ ଖଣ୍ଡଖଣ୍ଡ କରି କାଟି ଦେଇଥିଲେ। ଏହାପରେ ଏହାକୁ ଭାତରେ ମିଶାଇ ବିରିୟାନୀ ପ୍ରସ୍ତୁତ କରିଥିଲେ। ଏହି ଖାଦ୍ୟକୁ ପାକିସ୍ତାନରୁ ଆସି ୟୁଏଇରେ…

ମହାନଦୀ ପୋଲ ଦୁର୍ଘଟଣା ତଦନ୍ତ

କଟକ-ଗତ ୨୦ ସନ୍ଧ୍ୟାରେ କଟକ ଜଗତପୁର ମହାନଦୀ ପୋଲ ତଳକୁ ବସ ଖସିପଡିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ଏଥି ପାଇଁ ଦାୟୀ କିଏ, ତାର କାରଣ ଖୋଜୁଛି ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି । ଆଜି ଏହି କମିଟି ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଛି । ଏହି କମିଟିରେ…

କଟିକଟା ଗୁଳିକାଣ୍ଡରେ ଆଉଜଣଙ୍କ ମୃତୁ୍ୟ

ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କଟିକଟା ବଜାରରେ ଗତକାଲି ରାତିରେ ମେଲୋଡି ଚାଲିଥିବା ବେଳେ ଗୁଳିମାଡ଼ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ନିତ୍ୟାନନ୍ଦ ମଲ୍ଲିକ। ତାଙ୍କ ପେଟରେ ଗୁଳି ବାଜିଥିଲା। ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ…

ମଧୁର ପାଣି ପାଇଁ ‘ବସୁଧା’ ଉଦ୍ଘାଟିତ

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ଲୁଣିପାଣି ଅଂଚଳରେ ବସୁଧା ଯୋଜନାରେ ମିଠା ପିଇବା ପାଣି ପାଇଁ ଯୋଜନା । ଏହି ଯୋଜନାରେ ପୁରୀ ଜିଲ୍ଳାର କୃଷ୍ଣପ୍ରସାଦ ବ୍ଲକର ୯୨ଟି ଓ ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକର ୫୫ଟି ଗାଁକୁ ମିଳିବ ବିଶୁଦ୍ଧ ପିଇବା ପାଣି । ପ୍ରାୟ ୧୮୩ କୋଟି ଟଙ୍କା ବ୍ୟୟରେ…

ହାତୀ ଉପରେ ମାଡିଗଲା ଟ୍ରେନ୍, ଡ୍ରାଇଭର ବିରୁଦ୍ଧରେ ମାମଲା

କେନ୍ଦୁଝର ସଦର ରେଞ୍ଜ ନରଣପୁର ବିଟ୍ ରାମଚନ୍ଦ୍ରପୁର ନିକଟରେ ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁ ଘଟଣାରେ ଟ୍ରେନ୍ ଡ୍ରାଇଭରଙ୍କ ନାଁ ମାମଲା ରୁଜୁ ହୋଇଛି । ବନ ବିଭାଗ ପକ୍ଷରୁ ଡ୍ରାଇଭରଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଗତକାଲି ରାତି ପ୍ରାୟ ୯ଟା ୫୫ ମିନିଟ୍ରେ କେନ୍ଦୁଝର ସଦର ରେଞ୍ଜ୍…

ପୂର୍ବତନ ସାଂସଦ ବୈଷ୍ଣବ ପରିଡାଙ୍କ ପରଲୋକ

ଭୁବନେଶ୍ବର ()  ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡାଙ୍କର ଆଜି ପୂର୍ବାହ୍ନରେ ପରଲୋକ ହୋଇଛି । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବୈଷ୍ଣବ ପରିଡା ଆମ୍ରି ହସପିଟାଲରେ ଚିକିତ୍ସାଧୀନ ଥିଲେ । ବାମପନ୍ଥୀ ଚିନ୍ତାଧାରାରୁ ଆସିଥିବା ବୈଷ୍ଣବ ବାବୁ 2009 ନିର୍ବାଚନର ଅବ୍ୟବହିତ ପୂର୍ବରୁ…

ବ୍ୟର୍ଜବସ୍ତୁ ଉପରେ ଆଧାରିତ ମୁକ୍ତାକାଶ ସଂଗ୍ରହାଳୟ

ଭୁବନେଶ୍ୱର :  ଭୁବନେଶ୍ୱର ସ୍ଥିତ କଳିଙ୍ଗନଗର ଠାରେ ପ୍ରଥମ ଆନ୍ତର୍ଜାତୀୟ ସାର୍ବଜନୀନ ଆର୍ଟ ସିମ୍ପୋଜିୟମ୍ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଆର୍ଟିଷ୍ଟ ନେଟୱାର୍କ ପ୍ରମୋଟିଂ ଇଣ୍ଡିଆନ୍ କଲର୍ଚର (ଆନ୍ପିକ୍), ଭୁବନେଶ୍ୱର ଉନ୍ନୟନ…

ମଇଁଷିକୁ ଧକ୍କା ଦେଇ ୩୦ ଫୁଟ ତଳକୁ ଖସିଲା ବସ୍

ମହାନଦୀରେ ଅଭାବନୀୟ ଘଟଣା । ବ୍ରିଜ୍ ଉପରୁ ପାଣି ଭିତରକୁ ଖସିପଡିଲା ଯାତ୍ରୀବାହୀ ବସ । ମଙ୍ଗଳବାର ସନ୍ଧ୍ୟାରେ କଟକ ମହାନଦୀ ପୋଲ ଉପରୁ ଏକ ଯାତ୍ରାବାହୀ ବସ ପାଣି ଭିତରକୁ ଖସିପଡିଛି । ବସଟି ଚଣ୍ଡିଖୋଲରୁ କଟକ ଆସୁଥିଲା ବୋଲି ଜଣାପଡିଛି । ଘଟଣାସ୍ଥଳରେ କମିଶନରେଟ୍ ପୋଲିସ ପହଞ୍ଚିଛି ।…

ଶୋଇବା ପୂର୍ବରୁ ଖାଆନ୍ତୁ ଏହି ଜିନିଷ ଅନେକ ଫାଇଦା …

ଆମ ଭିତରୁ ଅଧିକାଂଶଙ୍କୁ ନଡ଼ିଆ ଖାଇବା ପସନ୍ଦ । ନଡ଼ିଆ ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ନଡ଼ିଆରେ ଭରପୁର ମାତ୍ରରେ ଭିଟାମିନ୍ , ଏମିନୋ ଏସିଡ଼ , ଫାଇବର, କାର୍ବୋହାଇଡ୍ରେଟ ,ପ୍ରୋଟିନ୍ ଆଦି ପୋଷକ ତତ୍ତ୍ୱ ରହିଥାଏ। ଯାହା ଶରୀରକୁ ସୁସ୍ଥ ରଖିବା ପାଇଁ…

ହକି ଇଣ୍ଡିଆ ଟିକେଟ ଗୋଲ

ଅନଲାଇନରେ ଟିକେଟ ଦେବାକୁ କହି ଭଣ୍ଡାଇ ଦେଲା ହକି ଇଣ୍ଡିଆ । ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ଆଜି ଅନଲାଇନରେ ଟିକେଟ ମିଳିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା । ମଧ୍ୟାହ୍ନ ୧୨ଟା ସମୟରେ ଟିକେଟ ବିକ୍ରି ହେବା ନେଇ ଘୋଷଣା କରାଯାଇଥିଲା । ଯାହାକୁ ଚାତକ ଭଳି ଚାହିଁ ରହିଥିଲେ ହକିପ୍ରେମୀ…