Odia News Portal

ନୂଆ ଯୋଡି ନୂଆ ଘର

ବଲିଉଡ୍ର ଚର୍ଚ୍ଚିତ ନବବିବାହିତ ଯୋଡ଼ି ଦୀପିକା ପାଦୁକୋନ୍ ଓ ରଣଭୀର୍ କପୁର୍ ମୁମ୍ବାଇରେ ଏକ ନୂଆ ଫ୍ଲାଟ୍ କିଣିଛନ୍ତି। ବିଶ୍ୱର ଅନ୍ୟତମ ରମଣୀୟ ସ୍ଥାନ ଇଟାଲୀର ଲେକ୍ କୋମୋରେ ଦୁଇ ଦିନ ତଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ‘ଦୀପ୍ଭୀର୍’ ସେଠାରୁ ଏଯାଏ ଫେରିନାହାନ୍ତି। ରିପୋର୍ଟ ମୁତାବକ,…

ଶୋଇବା ଘର ସାଜସଜା କରୁଛନ୍ତି କି? ଏଭଳି ଭୁଲ୍ …

ଘରେ ସୁଖଞ୍ଜ,ସମୃଦ୍ଧି ଏବଂ ଶାନ୍ତି ବନାଇ ରଖିବା ପାଇଁ ବାସ୍ତୁ ଶାସ୍ତ୍ରରେ ଅନେକ ଉପାୟ ଦର୍ଶାଯାଇଛି। ବାସ୍ତୁଶାସ୍ତ୍ର ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ଉର୍ଜା ସହ ଜଡିତ ଥାଏ। ତଳେ ଦର୍ଶାଯାଇଥିବା ଟିପ୍ସଗୁଡିକୁ ଧ୍ୟାନରେ ରଖିଲେ ଘରେ ସକାରାତ୍ମକତା ବଢ଼ିଥାଏ ଏବଂ ନକାରାତ୍ମକତା ଦୂର ହୋଇଥାଏ।…

ଅଗରବତୀ ଲଗାଉଛନ୍ତି କି ? ପଡିବେ…

ଭାରତୀୟ ପରିବାରେ ପ୍ରତିଦିନ ପୂଜାପାଠ ସମୟରେ ଧୂପକାଠି ବା ଅଗରବତୀ ଜଳାଇବା ଦେଖାଯାଇଥାଏ । ଇଶ୍ବରଙ୍କୁ ସମ୍ମାନ ଏବଂ ପୂଜା ଅର୍ଚ୍ଚନା ପାଇଁ ସକାଳ ଏବଂ ସନ୍ଧ୍ୟାରେ ଅଗରବତୀ ଲଗାଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଭକ୍ତି ଏବଂ ଭାବନା ଦ୍ବାରା ଲାଗାଯାଉଥିବା ଏହି ଅଗରବତୀ ବିଭିନ୍ନ ପ୍ରକାର…

ଅଁଳା ନବମୀରେ ଅଁଳା ଖାଆନ୍ତୁ , ବଢିବ…

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀକୁ ଅଁଳା ନବମୀ ଭାବରେ ଜଣାଯାଇଥାଏ। ଅଅଁଳା ନବମମୀକୁ ଅକ୍ଷୟ ନବମୀ ମଧ୍ୟ କୁହାଯାଏ। ଏହା ପ୍ରକ୍ରୁତିକୁ କୃତଜ୍ଞତା ଜ୍ଞାପନ କରିବା ଭାରତୀୟ ସଂସ୍କୃତିର ପର୍ବ ଅଟେ। ଏହି ଦିନରେ ଅଅଁଳା ଗଛକୁ ପୂଜା କରି ପରିବାରର ଆରୋଗ୍ୟତା ଏବଂ ସୁଖ-ସମ୍ରୁଦ୍ଧି କାମନା…

ବିୟର ଫ୍ୟାକ୍ଟ୍ରି ଖୋଲାକୁ ନେଇ ପୋଲିସ-ଜନତା ଖଣ୍ଡଯୁଦ୍ଧ

ଢେଙ୍କାନାଳରେ ପୋଲିସ-ଜନତା ଖଣ୍ଡଯୁଦ୍ଧ । ନୂଆ ବିୟର ଫ୍ୟାକ୍ଟ୍ରି ପାଇଁ ଗଛ କଟାକୁ କେନ୍ଦ୍ର କରି ଉତ୍ତେଜନା । ଆଜି ସକାଳ ବଳରାମପୁର ଗାଁ ନିକଟରେ ବିୟର ଫ୍ୟାକ୍ଟ୍ରି ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା ଗଛ କଟା । ବିରୋଧ କରିଥିଲେ ଗାଁ ଲୋକ । ଉଭୟ ପୁରୁଷ ଓ ମହିଳାମାନେ ଏକାଠି ହୋଇ…

ଆସନ୍ତାକାଲି ସୋଶିଆଲ ମିଡିଆରେ ଗୀତର ଟିଜର ରିଲିଜ୍

ହକି ବିଶ୍ୱକପ୍ ଭିଡିଓକୁ ଜୀବନ୍ତ କରିବା ପାଇଁ ଭାରତୀୟ ସିନେମା ଜଗତର ପ୍ରସିଦ୍ଧ ସଂଗୀତକାର ଏ ଆର ରେହମାନ ପ୍ରଥମ ଥର ପାଇଁ ସେ ସୁପରଷ୍ଟାର ଶାହରୁଖ ଖାନଙ୍କୁ ଏହି ଗୀତରେ ନିର୍ଦ୍ଦେଶନା ଦେଇଛନ୍ତି । ୧୮ ନଭେମ୍ବର ଅର୍ଥାତ୍ ଆସନ୍ତାକାଲି ସୋଶିଆଲ ମିଡିଆରେ ଗୀତର ଟିଜର ରିଲିଜ୍ ହେବ ବୋଲି…

ଛାତ୍ରୀଙ୍କୁ ମାଡ ଅଭିଯୋଗରେ ଶିକ୍ଷକ ଅଟକ

ଇଂରାଜୀ ଶିକ୍ଷକଙ୍କ ମାଡ଼ରେ ଛାତ୍ରୀ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ସୁବର୍ଣ୍ଣରେଖା ହାଇସ୍କୁଲ୍ରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ସାରଙ୍କୁ ଅଟକ ରଖି ପଚରାଉଚରା କରିଛି। ଶିକ୍ଷକଙ୍କ ମାଡ଼ରେ ଗୁରୁତର ହୋଇପଡ଼ିଥିବା ଛାତ୍ରୀଙ୍କ ନାଁ…

ଅପରାଜିତାଙ୍କ ଆବେଦନ ଉପରେ ମୋହର ମାରିଛନ୍ତି ପ୍ରଧାନମନ୍ତ୍ରୀ

ଆଇଏଏସ୍ ଅପରାଜିତା ଷଡ଼ଙ୍ଗୀଙ୍କ ଭିଆର୍ଏସ୍ ସୁପାରିଶକୁ ଅନୁମୋଦନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆବେଦନ ଉପରେ ମୋହର ମାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ଟ୍ଵିଟ୍ କରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଅପରାଜିତା । ସେ ଲେଖିଛନ୍ତି, ଆଗାମୀ ଯାତ୍ରାକୁ ଉତ୍ସାହ ଓ…

ଶୀତଅଧିବେଶନର ଦ୍ୱିତୀୟ ଦିନ, ଦାଖଲ ହେବ ଅଭିଜିତଙ୍କ ରିପୋର୍ଟ

ଆଜି ବିଧାନସଭା ଶୀତଅଧିବେଶନର ଦ୍ୱିତୀୟ ଦିନ । ପ୍ରଥମ ଦିନରେ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ମାତ୍ର ୧୮ ମିନିଟ୍ ଚାଲିଥିବାବେଳେ ଆଜି କେମିତି ଚାଲିବ ତା ଉପରେ ସମସ୍ତଙ୍କ ନଜର ରହିଛି । ଗତକାଲି ଚାଷୀ ସମସ୍ୟା ନେଇ ଆଲୋଚନା କରିବା ଦାବିରେ ଉଭୟ କଂଗ୍ରେସ ଓ ବିଜେପି ହଟ୍ଟଗୋଳ କରିଥିଲେ । ଫଳରେ ଉଭୟ…

ଗ୍ରାମବାସୀଙ୍କ ମାଡରେ ୫ବନ କର୍ମଚାରୀ ଆହତ

ନୀଳଗିରି ବନଖଣ୍ଡରେ ଗତ କିଛି ଦିନ ହେବ ୬୦ରୁ ଅଧିକ ହାତୀ ଉତ୍ପାତ ଚଳାଇଛନ୍ତି । ଗାଁ ଭିତରେ ପଶି ଘର ଭାଙ୍ଗିବା ସହ ଜମିରେ ପଶି ଧାନ ଫସଲ ନଷ୍ଟ କରୁଛନ୍ତି । ଏହାକୁ ନେଇ ଗ୍ରାମବାସୀ ଓ ବନ କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି । ହାତୀ ଘଉଡାଇବାରେ ବନବିଭାଗ ବିଫଳ ହେବାରୁ ବନ କର୍ମଚାରୀଙ୍କୁ…