Odia News Portal

ଚିକମିକ ଆଲୁଅରେ ଝଲସୁଛି ଭୁବନେଶ୍ୱର

ଭୁବନେଶ୍ୱର () ହକି ବିଶ୍ୱକପ ପାଇଁ ପ୍ୟାରିସ ଭଳି ସଜେଇ ହଉଛି ଭୁବନେଶ୍ୱର । ହକି ବିଶ୍ୱକପରେ ଦେଶ ବିଦେଶରୁ ଆସୁଥିବା ଖେଳାଳିଙ୍କୁ ସ୍ୱାଗତ ଜଣାଇବାକୁ ରାଜଧାନୀ ଭବନେଶ୍ୱର ସତେଯେମିତି ନୂଆବୋହୁ ଭଳି ଅତିଥୀଙ୍କ ସ୍ୱାଗତ ପାଇଁ ରଙ୍ଗୀନ ଆଲୁଅରେ ଆଲୋକିତ ହୋଇ ଛିଡା ହୋଇଛି । ସହରକୁ ସଂଯୋଗ…

ଅସ୍ତମିତ ସୂର୍ଯ୍ୟର ସୌନ୍ଦର୍ଯ୍ୟରେ ଆନ୍ଦୋଳିତ କବି ଅରୁଣ

ଭୁବନେଶ୍ୱର () ଡକ୍ଟର ଅରୁଣ କୁମାର ସାହୁ ଜଣେ କୁଶଳୀ ଓ ବିଚକ୍ଷଣ ରାଜନୀତିଜ୍ଞ ସାଙ୍ଗକୁ ଜଣେ ଉଚ୍ଚକୋଟୀର କବି । ଏକଥା କାହାକୁ ଅଛପା ନୁହଁ । ସେ ଜଣେ ପ୍ରକୃତି ପ୍ରେମୀ ମଧ୍ୟ । ତାଙ୍କର ଅଧିକାଂଶ କବିତା ପ୍ରକୃତି କିମ୍ବା ମନୁଷ୍ୟ ଜୀବନ ସହ ଜଡିତ । ଗତ 17 ତାରିଖ, ସନ୍ଧ୍ୟା ସମୟ । ନିଜ…

ଅଭିନେତ୍ରୀ ଜନ୍ମ ଦେଲେ ଶିଶୁକନ୍ୟା

ବଲିଉଡର ଚର୍ଚ୍ଚିତ କପଲ୍ସ ନେହା ଧୂପିଆ ଏବଂ ଅଙ୍ଗଦ ବେଦୀଙ୍କ ଘରେ ଖୁସିର ଲହରୀ ଖେଳି ଯାଇଛି । ଆଜି ସକାଳେ ନେହା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ମା’ ଏବଂ ଝିଅ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । ଖବର ଅନୁସାରେ ନେହା ଏବଂ ଅଙ୍ଗଦ ଚଳିତ ବର୍ଷ ଲୁଚିଛପି ବିବାହ କରି ସମସ୍ତଙ୍କୁ…

ବିଧାନସଭାରେ ବିଜେଡିର କେନ୍ଦ୍ର ବିରୋଧି ନାରା

ଭୁବନେଶ୍ବର () ଅନୁସୂଚିତ ଜାତି ଜନଜାତୀ ଛାତ୍ରଛାତ୍ରୀଙ୍କୁ ଷ୍ଟାଇପେଣ୍ଡ ପ୍ରଦାନରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରି ଆଜି ବିଧାନସଭାରେ ଗର୍ଜିଛନ୍ତି ଶାସକ ବିଜେଡି ବିଧାୟକମାନେ । ବିଧାନସଭା ଭିତରେ ଓ ବିଧାନସଭା ବାହାରେ ଶାସକ ବିଜେଡିର ବିଧାୟକମାନେ ଓଡିଶାର ଅନୁସୂଚିତ ଜାତି…

୧୧ ଜିଲ୍ଲା ପାଇଁ ବିଜୁ ପକ୍କାଘର

ତିତଲି କ୍ଷତିଗ୍ରସ୍ତଙ୍କୁ ବାସଗୃହ ଭୁବନେଶ୍ବର ()  ଗତ ଅକ୍ଟୋବର 11 ତାରିଖରେ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ସାମୁଦ୍ରିକ ଝଡ ତିତଲିର ପ୍ରଭାବରେ 11ଟି ଜିଲ୍ଲାରେ 13ହଜାର ପରିବାରର ଘର ସଂପୂର୍ଣ୍ଣ ଭାଙ୍ଗିଯାଇଛି । ଏହିସବୁ ପରିବାରକୁ ବିଜୁ ପକ୍କା ଘର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ…

ବ୍ରହ୍ମବିଭ୍ରାଟ ପାଇଁ ପ୍ରେମାନନ୍ଦ ଦାୟୀ

ନବକଳେବରରେ ବ୍ରହ୍ମବିଭ୍ରାଟ ପାଇଁ ଦଇତାପତି ନିଯୋଗ ସମ୍ପାଦକ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କୁ ଦାୟୀ କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ପ୍ରେମାନନ୍ଦଙ୍କୁ ଲେଖିଥିବା ଚିଠିରେ ଏହା ବିଷୟରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି । ଏ ନେଇ ୧୫ ଦିନ…

ଅରୂପଙ୍କୁ ଟକ୍କର ଦେବେ ପ୍ରକାଶ!

ଭୁବନେଶ୍ବର : ବିଜୁ ଯୁବ ବାହିନୀ ଦାୟିତ୍ବରେ ଥିବା ଅବସରପ୍ରାପ୍ତ ଆଇପିଏସ୍‍ ଅଫିସର ଅରୂପ ପଟ୍ଟନାୟକଙ୍କୁ ଟକ୍କର ଦେବେ ଆଉ ଜଣେ ଓଡିଆ ଆଇପିଏସ୍‍ ପ୍ରକାଶ ମିଶ୍ର । ପ୍ରକାଶ ମିଶ୍ର ବିଜେପି ପ୍ରାର୍ଥୀଭାବେ ଅରୂପଙ୍କୁ ଟକ୍କର ଦେବାପାଇଁ ରଣନୀତି ପ୍ରସ୍ତୁତି ଚାଲିଥିବାର ସୂଚନା ମିଳିଛି ।…

ରିଲିଜ ହେଲା ବିଶ୍ୱକପ୍‌ ହକି ଥିମ୍ ଟିଜର

ବହୁ ପ୍ରତିକ୍ଷିତ ବିଶ୍ୱକପ୍ ହକି ଥିମ୍ ଟିଜର ରିଲିଜ ହୋଇଛି। ଟିଜରରେ ‘ଜୟ ହିନ୍ଦ ଇଣ୍ଡିଆ’ର ଧୁନ୍ ଶୁଣାଯାଉଛି। ବଲିଉଡ ସଙ୍ଗିତ ନିର୍ଦ୍ଦେଶକ ଏ.ଆର. ରେହମାନ ବିଶ୍ୱକପ୍ ହକି ପାଇଁ ଥିମ୍ ସଙ୍ଗ କରିଛନ୍ତି। ଟିଜର ରିଲିଜ ପରେ ଏ.ଆର. ରେହମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ…

ନିରଙ୍କାରୀ ଭବନ ଉପରେ ବୋମା ଆକ୍ରମଣ: ୩ ମୃତ ୧୦ ଆହତ

ପଞ୍ଜାବ ଅମୃତସରର ରାଜାସାଂସୀ ଗାଁ ସ୍ଥିତ ନିରଙ୍କାରୀ ଭବନ ଉପରେ ବୋମା ଆକ୍ରମଣ ହୋଇଛି। ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଥିବା ଡେପୁଟି କମିଶନର କମଲଦୀପ ସିଂହ ସୂଚନା ଦେଇଛନ୍ତି। ସେମାନଙ୍କୁ ସ୍ଥାନୀୟ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଆକ୍ରମଣରେ…

ଖାଇବା ପରେ ପିଉଛନ୍ତ କି ? ପଡିବେ…

ପାଣି ପିଇବା ଏକ ଭଲ ଗୁଣ ହୋଇଥାଏ । କୌଣସି ବି ରୋଗରୁ ରକ୍ଷା ପାଇବା ପାଇଁ ପାଣି ରାମ ବାଣ ସଦୃଶ୍ୟ । କିନ୍ତୁ ଆପଣ କ’ଣ ଜାଣିଛନ୍ତି ଖାଇବା ସମୟରେ ପାଣି ପିଇବା କେତେ ହାନିକାରକ ହୋଇଥାଏ । ଏହି ସମସ୍ୟା ସିଧା ସଳଖ ଭାବେ ପାଚନ ପକ୍ରିୟା ଉପରେ ପଡିଥାଏ । ମନେରଖିବେ ଖାଇବାର ଅଧଘଣ୍ଟା କି ଏକ…