Odia News Portal

ମେକ୍ଇନ ଓଡିଶାରେ ଅମ୍ବାନୀ

ଓଡ଼ିଶା ଆସୁଛନ୍ତି ଦେଶର ସବୁଠାରୁ ବଡ଼ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ । ଶିଳ୍ପପତି ମୁକେଶ ଅମ୍ବାନୀ ଆଜି ଭୁବନେଶ୍ବରରେ ହେବାକୁ ଥିବା ମେକ ଇନ୍ ଓଡ଼ିଶା କାର‌୍ୟ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶା ଆସୁଛନ୍ତି । ଏହାକୁ ନେଇ ରାଜ୍ୟ ସରକାରଙ୍କ ସମେତ ଏଠାକାର ଶଳ୍ପପତି ମଧ୍ୟ ଖୁବ୍ ଉତ୍ସାହିତ । ଯଦି…

ଜେଲରେ କଏଦୀ କଲା କଏଦୀର ହତ୍ୟା

ଜଣେ ଆଜୀବନ କଏଦୀର ଆକ୍ରମଣରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜେଲ୍ରେ ଘଟିଛି ଏଭଳି ହତ୍ୟାକାଣ୍ଡ! ମୃତକ ହେଲେ ବିଚାରାଧୀନ କଏଦୀ ରାମଚନ୍ଦ୍ର ଦାସ। ୪ ଦିନ ତଳେ ରାମଚନ୍ଦ୍ର ବାଲେଶ୍ୱର ଜେଲ୍କୁ ଆସିଥିଲେ। ହେଲେ କୌଣସି କାରଣରୁ ବାଲେଶ୍ୱର ଜେଲ୍ରେ ଆଜୀବନ…

ରାଜଧାନୀରେ ବଧୂ ହତ୍ୟା

ଆଜି ପୁଣି ଯୌତୁକ ପାଇଁ ବଧୂ ହତ୍ୟା ହୋଇଛି । ଏହି ଘଟଣାଟି ରାଜ୍ୟର କୌଣସୀ ଉପାନ୍ତ ଅଂଚଳ ନୁହେଁ ବରଂ ଘଟିଛି ରାଜଧାନୀ ଭୁବନେଶ୍ୱରରେ । ସୂଚନା ମୁତାବକ, ଆଜି ରାଜଧାନୀ ଗଣ୍ଡରପୁର ଅଂଚଳରେ ଜଣେ ମହିଳାଙ୍କୁ ପୋଡି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି । ଯୌତୁକ ପାଇଁ ଶ୍ୱଶୁର ଘର ଲୋକଙ୍କ ଦ୍ୱାରା…

ଜନତା ମଇଦାନରେ ଶିଳ୍ପପତି, ନିବେଶକମାନଙ୍କର ମହାସମାଗମ

ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେଲା ମେକ୍ ଇନ୍ ଓଡିଶା କନକ୍ଲେଭ । କନକ୍ଲେଭରେ ଦେଶ ବିଦେଶର ପ୍ରାୟ ୮୦୦ ଶିଳ୍ପ ସଂସ୍ଥାର ପ୍ରତିନିଧମାନେ ଦେଇଥିଲେ । ୫ ଦିନ ଧରି ହେବାକୁ ଥିବା ଏହି କାର‌୍ୟ୍ୟକ୍ରମରେ ଯୋଗଦେବା ପାଇଁ ଭୁବନେଶ୍ବରରେ ପହଞ୍ଚି ଥିଲେ ଦେଶବିଦେଶର ଅନେକ ଶିଳ୍ପପତି ଓ ଉଦ୍ୟୋଗଜଗତର…

ଶିଳ୍ପପତିଙ୍କ ନୂଆ ଆକର୍ଷଣ ‘ନବୀନ ଓଡିଶା’

ଭୁବନେଶ୍ୱର () : ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଶିଳ୍ପ ମହାକୁମ୍ଭ । ଦେଶ ବିଦେଶର ନାମୀଦାମୀ ଶିଳ୍ପପତି ଓ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଶିଳ୍ପାନୁଷ୍ଠାନର ପ୍ରତିନିଧି ଯୋଗଦେବେ । ଓଡ଼ିଶାରେ ଶିଳ୍ପର ବିକାଶ ସାଙ୍ଗକୁ ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି…

ହତ୍ୟା କେସରେ ଓକିଲ ଜେଲ୍ରେ

ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଜଣେ କବାଡ଼ିବାଲା ବାଳକୃଷ୍ଣ ସାହୁଙ୍କୁ ହତ୍ୟା ମାମଲାରେ ଜଣେ ଓକିଲଙ୍କୁ ଜଗନ୍ନାଥପ୍ରସାଦ ଥାନା ପୁଲିସ୍ ଗିରଫ କରିଛି। ଗିରଫ ଓକିଲ ଜଣଙ୍କ ହେଲେ ଗୋଲକ ବେହେରା। ସେ ନୟାଗଡ଼ରେ ଓକିଲାତି କରନ୍ତି। ଗତ ୫ ତାରିଖରେ କବାଡ଼ିବାଲା ବାଳକୃଷ୍ଣ ସାହୁଙ୍କୁ ୨ ଦୁର୍ବୁତ୍ତ…

ଦାମଙ୍କ ନୂଆ ଦଳ : ବିଜୁ ସମତାକ୍ରାନ୍ତି

ଭୁବନେଶ୍ବର () : ଶେଷରେ ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତ ତାଙ୍କର ନୂଆ ଦଳ ନାଁ ଘୋଷଣା କରିଛନ୍ତି । ସେ ମଧ୍ୟ ନିଜକୁ ବିଜୁଙ୍କ ଉତ୍ତାରାଧିକାରୀ ସୂତ୍ରରେ ଭୋଟରଙ୍କ ଆଗରେ ଉପସ୍ଥିତ କରିବେ । ଏଥିପାଇଁ ବିଜୁଙ୍କ ନାଁରେ ଦଳ ଗଠନ କରିଛନ୍ତି । ନାଁ ଦେଇଛନ୍ତି, ବିଜୁ…

ଅଫିସରେ କାମ କରୁଥିବା ସମୟରେ ନିଦ ଲାଗୁଛି କି ?

ଅଫିସ୍ରେ କାମ କରୁଥିବାବେଳେ କିଛି ଲୋକଙ୍କୁ ଅଧିକାଂଶ ସମୟ ନିଦ ଲାଗିଥାଏ। ଆଉ କିଛି ବ୍ୟକ୍ତିଙ୍କୁ ଛୁଟିରୁ ଫେରିବା ପରେ ହିଁ ଅଫିସ୍ରେ ଅଧିକ ଥକ୍କା ବା ନିଦ ଲାଗେ। ଏହି କାରଣରୁ ଅନେକଙ୍କୁ ଲଜ୍ଜା ଅନୁଭବ ମଧ୍ୟ କରିବାକୁ ପଡ଼ିଥାଏ। ସ୍ୱାସ୍ଥ୍ୟ ବିଜ୍ଞାନ ଅନୁସାରେ, ଅଫିସ୍ରେ ଏପରି ନିଦ ଲାଗିବା…

ଗୁପଚୁପ ଦେହ ପାଇଁ ହିତ ଜାଣନ୍ତି କି?

ଉଣା ଅଧିକେ ଗୁପଚୁପ୍ ଖାଇବାକୁ ଭଲ ପାଆନ୍ତି। ବିଶେଷ କରି ମହିଳାମାନେ ଗୁପଚୁପ୍କୁ ଅଧିକ ପସନ୍ଦ କରନ୍ତି। ଗୁପଚୁପ୍ ନାଆଁ ଶୁଣିବା ମାତ୍ରେ ସେମାନଙ୍କ ପାଟିରୁ ଲାଳ ବାହାରିଯାଏ। ହେଲେ ଆପଣ କ’ଣ ଜାଣନ୍ତି ଯେ ଗୁପଚୁପ୍ କେବଳ ପାଟିକୁ ସୁଆଦିଆ ଲାଗେ,ତା ନୁହେଁ ବରଂ ଏହା ଶରୀର ପାଇଁ ବି ହିତକାରକ।…

ବିବାହ ପାଇଁ ଆଉ ରହିଲା ୪ଦିନ

ରଣବୀର ସିଂହ ଏବଂ ଦୀପିକା ପାଦୁକୋନ ୧୪-୧୫ ନଭେମ୍ବରରେ ହଟେଲୀରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହି ଯୋଡି ହଟେଲୀକୁ ଯିବା ପାଇଁ ବାହାରି ସାରିଲେଣି। ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଦୁହେଁ ହାତରେ ହାତ ଧରି ଯିବାର ନଜର ଆସିଥିଲେ। ଦୁହେଁ ଧଳା ରଙ୍ଗର ପୋଷାକ ପରିଧାନ…