Odia News Portal

ଟିକେଟ ନପାଇ ବିଶ ପିଲେ କଂଗ୍ରେସ ନେତା

ଗୋଟିଏ ପଟେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଅନ୍ୟପଟେ ଟିକେଟ ବଣ୍ଟନକୁ ନେଇ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଜୋରଦାର ଲଢେଇ । ଏପରିକି ଟିକେଟ ନ ମିଳିବାରୁ କିଛି ନେତା ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଉଛନ୍ତି । ଆଉ ଏଭଳି ସ୍ଥିତିରେ କଂଗ୍ରେସର ଜଣେ ନେତାଙ୍କୁ ଟିକେଟ ନ ମିଳିବାରୁ…

ମହିଳା ଟି-୨୦ ବିଶ୍ୱକପରେ ୩୪ ରନରେ ଟିମ୍ ଇଣ୍ଡିଆ ଜିତିଲା

ଆଇସିସି ମହିଳା ଟି-୨୦ ବିଶ୍ୱକପରେ ପ୍ରଥମ ମ୍ୟାଚରେ ବିଜୟ ସହ ଦମଦାର ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ହରମନପ୍ରୀତଙ୍କ ନେତୃତ୍ୱରେ ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ୩୪ ରନରେ ପରାସ୍ତ କରିଛି ଭାରତ । ହରପମନପ୍ରୀତଙ୍କ ଧୂଆଁଧାର ବ୍ୟାଟିଂ ଓ ହେମଲତା ଓ ପୁନମଙ୍କ ଶାଣିତ ବୋଲିଂ…

୭୦ ହାତୀ ପଲଙ୍କ ଉତ୍ପାତ

ରାଜ୍ୟର ଦୁଇଟି ପ୍ରମୁଖ ଅଂଚଳରୁ ଦୁଇଟି ହାତୀ ପଲଙ୍କ ଉତ୍ପାତର ଚିତ୍ର । ବାରିପଦା ରାସଗୋବିନ୍ଦପୁର ରେଂଜ ଅଂଚଳକୁ ପଶି ଆସିଛନ୍ତି ବିରାଟ ହାତୀପଲ । ଫୁଲଝରି ଓ ବ୍ରାହ୍ମଣୀ ଅଂଚଳରେ ଏହି ହାତୀ ପଲ ଉତ୍ପାତ ଚଳାଇଛନ୍ତି । ପ୍ରାୟ ୭୦ରୁ ଅଧିକ ହାତୀ ପଶ୍ଚିମବଙ୍ଗ ପଟୁ ପଶି ଆସିଥିବା ସୂଚନା ରହିଛି ।…

ମଧ୍ୟ ଆଣ୍ଡାମାନରେ ଲଘୁଚାପ ବର୍ଷା ସମ୍ଭାବନା

ଭୁବନେଶ୍ବର (): ମଧ୍ୟ ଆଣ୍ଡାମାନ୍ ସାଗର ଏବଂ ଏହାର ସଂଲଗ୍ନ ଅଂଚଳରେ ଏକ ଲଘୁଚାପ ଘନୀଭୂତ ହେବା ସହ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ମିଡ ଟ୍ରପୋସ୍ପେରିକ୍ ସ୍ତର ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟ କେନ୍ଦ୍ର…

ମୃତ୍ୟୁ ସହ ଲଢୁଛି ଅଭିଲିପ୍ସା, ସହାୟତାର ହାତ ବଢାଇଲେ ପ୍ରଣବ

ଯାଜପୁର,୯ା୧୧(): ବାପା ସହ ଗୀତ ଶିଖିବାକୁ ଝିଅଟି ଯାଇଥିଲା । ହେଲେ ମଦ୍ୟପ ଚାଳକଙ୍କ ବେପରୁଆ ଗାଡି ଚାଳନା ପାଇଁ ଘଟିଥିବା ଦୁର୍ଘଟଣାରେ ବାପାର ଘଟଣାସ୍ଥଳରେ ପ୍ରାଣ ଚାଲିଗଲା ଓ ଝିଅ ଗୁରୁତର ଆହତ ହୋଇ ଅଶ୍ୱନୀ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ଗରିବଙ୍କ ମାଗଣା ଚିକିତ୍ସା ପାଇଁ…

ମୁଖ୍ୟମନ୍ତ୍ରୀଙ୍କ ଡ୍ରୀମ ପ୍ରୋଜେକ୍ଟକୁ ବି ଛାଡିଲେନି ଯନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନକାଳ ମଧ୍ୟରେ ତାଙ୍କ ନାମରେ ଯେଉଁ କେତୋଟି ବଡ ସଫଳତା ରହିଛି ସେଥି ମଧ୍ୟରୁ ଗୋଟିଏ ହେଉଛି ମାଲକାନଗିରି ଜିଲ୍ଲାର ଗୁରୁପ୍ରିୟା ସେତୁ । ଯେଉଁ କାମ ଅଶୀ ଦଶକରୁ କଂଗ୍ରେସ ନେତାମାନେ ଯେଉଁକାମ କରିପାରିନଥିଲେ ସେହି କାମକୁ ନବୀନ ପଟ୍ଟନାୟକ…

ଜିମ୍ରେ ଅଧିକ ସମୟ ବିତାଉଛନ୍ତି କି ?

ପୁରୁଷ ହୁଅନ୍ତୁ କି ମହିଳା ଆଜିକାଲି ଯାହାକୁ ଦେଖ ସମସ୍ତେ ଫିଟନେସ୍ ପାଇଁ ଜିମ୍କୁ ଧାଉଁଛନ୍ତି । କିଏ ଦୈନିକ ୪ଘଣ୍ଟା ତ ପୁଣି କିଏ ୬ ଘଣ୍ଟା ବିତାଉଛନ୍ତି ସେଠି । ସେମାନେ ମନେ କରୁଛନ୍ତି ଯେ ଏହାଫଳରେ ସେମାନେ ସ୍ଲିମ୍ ହେବା ସହିତ ଫିଟ୍ ବି ରହିବେ। ହେଲେ ସେମାନେ ଏହାର ଅସୁବିଧା ସଂପର୍କରେ…

ଗୋଲମରିଚରେ ଅଛି ଅନେକ ଔଷଧୀୟ ଗୁଣ ଜାଣନ୍ତି କି ?

ଅନେକ ଉପକାରୀ ଗୁଣର ସମାହାର ହେଉଛି ଗୋଲମରିଚ। ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଉପାଦାନ ହେଉଛି ଏହି ଗୋଲମରିଚ। ଆୟୁର୍ବେଦିକ ଗୁଣର ଭରପୂର ଥିବା ଏହି ଗୋଲମରିଚ ଆମକୁ ଅନେକ ରୋଗରୁ ମୁକ୍ତି ଦେଇ ଥାଏ। ତେବେ ଆସନ୍ତୁ ଜାଣିବା ଏହି ଗୋଲ ମରିଚକୁ କେମିତି ବ୍ୟବହାର କଲେ ଆମକୁ କେଉଁ ସବୁ ଫାଇଦା ମିଳେ ।…

କାନରେ ଚୁଟି ଉଠିଛି କି ? ହୃଦ୍ଘାତର ଆଶଙ୍କା…

କେତେକ ଲୋକଙ୍କ କାନରେ କେଶ ଉଡଠିଥାଏ। ଯଦି ଆପଣଙ୍କ କାନରେ କେଶ ନ ଥାଏ ଏବଂ ହଠାତ୍ କେଶ ଉଠିବା ଆରମ୍ଭ କରିଥାଏ,ତେବେ ଜାଣନ୍ତୁ ଦେହ ଅସୁସ୍ଥତା ହେବାକୁ ଯାଉଛି। ହଁ ଆପଣ ଅସୁସ୍ଥତା ଆଡ଼କୁ ଗତି କରୁଛନ୍ତି। ଏହା ଏକ ଗବେଷଣାରୁ ଜଣାଯାଇଛି। ଖାଲି ସେତିକି ନୁହେଁ କୌଣସି ମାରାତ୍ମକ ରୋଗର ଶିକାର ବି…

ପୁଅକୁ ହାଣିଲା ମା’

କେନ୍ଦୁଝର ଜିଲ୍ଲା ବହମେବାରି ଥାନା ଅନ୍ତର୍ଗତ ବେଲଦା ମୁଣ୍ଡା ସାହି ଗ୍ରାମରେ ମଦ୍ୟପ ପୁଅକୁ ତା ମା’ କୋଦାଳରେ ହାଣି ହତ୍ୟାକରିଥିବା ଏକ ଚାଂଚଲ୍ୟକର ଖବର ମିଳିଛି । ମଙ୍ଗଳବୁଣ୍ଡା ନାମକ ଏକ ଯୁବକ ପ୍ରତିଦିନ ମଦ ପି ମା’ ଓ ଭଉଣୀକୁ ପିଟାପିଟିକରି ଶାରୀରିକ ଓ ମାନସିକ ନିର୍ଯ୍ୟତନା ଦେଇଛି ।…