ସ୍ମାର୍ଟ ସିଟିର ସ୍ମାର୍ଟ ୱାଇଫାଇ, ଦୈନିକ 250 ଏମବି ମାଗଣା
ଭୁବନେଶ୍ବର () : ଡିଜିଟାଲ ହେଲା ଭୁବନେଶ୍ବର । ଏଣିକି ରାଜଧାନୀର ସବୁ ମୁଖ୍ୟ ରାସ୍ତାରେ ଉପଲବ୍ଧ ହେବ ୱାଇଫାଇ ସେବା । ରାଜଧାନୀବାସୀଙ୍କୁ ଡିଜିଟାଲ ଦୁନିଆ ସହ ଯୋଜିବା ପାଇଁ ଆଜିଠୁ ଆରମ୍ଭ ହୋଇଛି ମାଗଣା ୱାଇଫାଇ ସେବା । ଭୁବନେଶ୍ବର ସ୍ମାର୍ଟ ସିଟି ଲମିଟେଡ ଦ୍ବାରା “ଭୁବନେଶ୍ବର ମି” ୱାଇଫାଇ…
