Odia News Portal

ମାଇଁ ହାର୍ଟ ବିଟସ୍ ଫର ହକିରେ ମିକା ସିଂ

ପ୍ରଥମ ଥର ପାଇଁ ବଲିଉଡର ପ୍ରକ୍ଷାତ ପ୍ଲେବ୍ୟାକ ସିଙ୍ଗର ମିକା ସିଂ ଓଡିଆ ଗୀତ ଗାଇଛନ୍ତି । ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ୍ ପାଇଁ ଏହି ଗୀତକୁ ମିକା ରେକର୍ଡ କରିଛନ୍ତି ଏବଂ ଏହାକୁ ଭାରତୀୟ ହକି ଟିମ ପାଇଁ ଉସô୍ର୍ଗ କରିଛନ୍ତି । “ଆସ କରିବା ଏତେ ବୋବାଲ, ଓଡିଶା ନାଁ ହେବ…

ପାଣିରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଅନ୍ତର୍ଗତ ତୁନ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଫସଲ ନଷ୍ଟ ହେବାରୁ ଏକ ବୃଦ୍ଧ ଦମ୍ପତି ଗାଁ ପୋଖରୀରେ ବୁଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପାଣିରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁଦର୍ଶନ ମାଝୀ(୬୫)। ତାଙ୍କ ପତ୍ନୀଙ୍କୁ…

ଗୋଲ କିପରରୁ ଷ୍ଟ୍ରାଇକର ନବୀନ

ଭୁବନେଶ୍ବର () ଆଜି ଠାରୁ  ଆରମ୍ଭ ହେଲା ସ୍ପୋର୍ଟ ଲିଟିରେରି ଫେଷ୍ଟିଭାଲ 2018  । ଇମରଜିଙ୍ଗ ସ୍ପୋର୍ଟ ଓ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବିଭାଗର ମିଳିତ ଉଦ୍ୟମରେ ଏଭଳି ଏକ ମେଗା କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି। ଦେଶ ବିଦେଶର ଅନେକ କ୍ରୀଡା ତାରକା ଏହି ଫେଷ୍ଟିଭାଲରେ ଯୋଗ…

ମୂଳା ଖାଇବାର ଉପକାରୀତା

ମୂଳା ଏକ ସାମାନ୍ୟ ପରିବା ଓ ଏହା ସହଜ ଓ ଶସ୍ତାରେ ମଧ୍ୟ ମିଳିଥାଏ । ହେଲେ ଏହା ନିୟମିତ ସେବନ କରିବା ଦ୍ୱାରା ଆନେକ ରୋଗ ଭଲ ହୋଇଥାଏ । କ୍ୟାନ୍ସର, ଡାଇବେଟିଜ ଓ ଉଚ୍ଚ ରକ୍ତ ଚାପ ପରି ରୋଗ ଏହା ଦ୍ୱାରା ଭଲ ହୋଇଥାଏ । ମୂଳା ସାଧାରଣତଃ ଶୀତ ଋତୁରେ ମିଳିଥାଏ । ପ୍ରଚୁର ପୋଷକତତ୍ୱ ରହିଥାଏ…

ପୋଲିସ ଜାଲରେ ୧୦ ଅନ୍ତଃରାଜ୍ୟ ଡକାୟତ

୧୦ ଜଣ ଅନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି ଝାରସୁଗୁଡା ପୋଲିସ । ସେମାନଙ୍କ ନିକଟରୁ ନଗଦ ୪୪ ହଜାର ଟଙ୍କା, ୩ଟି ଖଣ୍ଡା, ଗୋଟିଏ ଦେଶୀ ବନ୍ଧୁକ, ଗୁଳି, ଲୁହାରଡ଼, ୭ଟି ମୁଖା ଓ ୧୧ଟି ମୋବାଇଲ ପୋଲିସ୍ ଜବତ କରିଛି। ଗତକାଲି ରାତିରେ ନିର୍ମାଣାଧୀନ ନୂତନ ବସଷ୍ଟାଣ୍ଡ ନିକଟରେ ଡକାୟତମାନେ…

ଝିଟିପିଟି ଧନ ବର୍ଷା କାରକ ଜାଣିଛନ୍ତି କି ?

ସାଧାରଣ ଭାବେ ରେ ପ୍ରତ୍ୟକ ଲୋକ ତାଙ୍କ ଘରେ ଝିଟିପିଟି ଦେଖିଥାନ୍ତି କିନ୍ତୁ ଜାଣିନାହାନ୍ତି ଏହି ବିଷାକ୍ତ ଝିଟିପିଟି ଏକ ସୁଭାତ୍ୱର କାରକ ହୋଇଥାଏ । ଜୋତିଷଶାସ୍ତ୍ର ଅନୁସାରେ ଏହି ଝିଟିପିଟିର ବିଶେଷ ମହତ୍ୱ ରହିଥାଏ । କିଛି ମନ୍ଦିରରେ ମଧ୍ୟ ଝିଟିପିଟିକୁ ପୂଜା କରାଯାଏ । ତେବେ ଆସନ୍ତୁ…

୩ ଆଇନଜୀବି ବହିଷ୍କୃତ

ହାଇକୋର୍ଟ ବାର ଆସୋସିଏସନ ଆଜି ୩ଜଣ ଆଇନଜୀବିଙ୍କୁ ବାର ଆସୋସିଏସନ ସାଧାରଣ ପରିଷଦରୁ ବହିଷ୍କୃତ କରିଛନ୍ତି । ହାଇକୋର୍ଟ ଆଇଜୀବିଙ୍କ ଧର୍ମଘଟ ବ୍ୟାପାରରେ ଏହି ୩ଜଣ ଓକିଲ ବିରୋଧି କାର୍ଯ୍ୟ କରିଥିବା ଅଭିଯୋଗରେ ବାର ଆସୋସିଏନ ଏମାନଙ୍କୁ ବହିଷ୍କାର କରିଛନ୍ତି । ବହିଷ୍କୃତ ହୋଇଥିବା ଆଇନଜୀବି…

ସମ୍ ହସ୍ପିଟାଲ ଏକ ନମ୍ବର

ଭୁବନେଶ୍ବର (): ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲର ୪ ଟି ବିଭାଗ ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସେସ୍ “ଟାଇମ୍ସ ହେଲଥ ସର୍ଭେ” ଭୁବନେଶ୍ୱରରେ ଏକ ନମ୍ବର ସ୍ଥାନରେ ରହିଥିବା…

#me-tooପୁଣି ଏମ୍ ଜେ ଆକବରଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ

ବଢିଲା ଏମ୍. ଜେ. ଆକବରଙ୍କ ଅଡୁଆ । ଅସଦାଚରଣ ପରେ ଏବେ ଦୁଷ୍କର୍ମ ଅଭିଯୋଗ । ନେସନାଲ ପବ୍ଲିକ୍ ରେଡିଓ ବା ଏନ୍ପିଆରର ଚିଫ୍ ବିଜ୍ନେସ୍ କୋରେସ୍ପଣ୍ଟେଣ୍ଟ ପଲ୍ଲବୀ ଗୋଗୋଇ, ଏମ୍. କେ ଆକବରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି । ୧୯୯୪ ମସିହାରେ ତାଙ୍କୁ ଆକବର ଦୁଷ୍କର୍ମ କରିଥିବା ଅଭିଯୋଗ…

ହାତୀ ମାରିଜାଳିଦେବା ଘଟଣା: ୨ ବନକର୍ମଚାରୀ ନିଲମ୍ବିତ

ସୁନ୍ଦରଗଡ ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜ ସୁନାଖାନ ସେକ୍ସନ ସୁନାଖଣ୍ଡି ଗାଁର ହାତିକୁ ମାରି ପୋଡିଦେଇଛନ୍ତି ଲୋକେ । ଘଟଣାରେ ଜଣେ ଗିରଫ ହୋଇଥିବାବେଳେ ୩ ଜଣ ଅଟକ ଅଛନ୍ତି । ବନବିଭାଗ ଘଟଣାସ୍ଥଳରେ ପଂହଚି ତନାଘନା ଆରମ୍ଭ କରିଛି । ଖବର ଅନୁସାରେ, ୧୦ ଦିନ ତଳେ ରାଜଗାଙ୍ଗପୁରର ଏହି ଅଂଚଳରେ କିଛି…