ମୂଷା କାମୁଡାରେ ଚାଲିଗଲା ୮ମାସ ଶିଶୁର ଜୀବନ
ମଙ୍ଗଳବାର ଦିନ ବିହାର ଅନ୍ତର୍ଗତ ଦରଭଙ୍ଗା ଜିଲ୍ଲାର ଏକ ସରକାରୀ ଡାକ୍ତରଖାନାର ନିଓ-ନାଟାଲ ଇନଟେନସିଭ କେୟାର୍ ୟୁନିଟରେ ମୂଷା କାମୁଡ଼ି ଦେବାରୁ ଜଣେ ୮ ଦିନର ନବଜାତ ଶିଶୁ ମୃତ୍ୟୁ ହୋଇଛି ବୋଲି କୁହାଯାଉଛି। ଦରଭଙ୍ଗା ମେଡିକାଲ୍ କଲେଜ୍ ଆଣ୍ଡ୍ ହସ୍ପିଟାଲ୍ ଠାରେ ସକାଳେ ଛୁଆଟିକୁ ସ୍ତନ୍ୟପାନ…
