ଆପଣଙ୍କ ଘରେବି ହୋଇପାରେ କିନ୍ନର ଜନ୍ମ
ହିନ୍ଦୁ ଶାସ୍ତ୍ର ଅନୁସାରେ ମନୁଷ୍ୟ ଜୀବନରେ ଅନେକ ରହସ୍ୟ ରହିଥାଏ । ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଜୀବନଚର୍ଯ୍ୟ ଉପରେ ହିନ୍ଦୁ ପୁରାଣ ଓ ଗ୍ରନ୍ଥ ବିଶେଷ ଭାବରେ ଉଲେଖ କରାଯାଇଛି । ବିଗ୍ୟାନ ବି ଏ ବିଷୟରେ ଏପର୍ଯ୍ୟନ୍ତ ପହଂଚିପାରିନି ।
ଗର୍ଭ ଉପନିଷଦରେ ସ୍ତ୍ରୀ ଓ ପୁରୁଷ ଙ୍କର ସମ୍ବନ୍ଧ…
