ଡିଜିଟାଇଜ ହେଲା ଓଡିଆ ସାହିତ୍ୟ
ଭୁବନେଶ୍ବର () : ଶାସ୍ତ୍ରୀୟ ଓଡିଆ ଭାଷାକୁ ଆହୁରି ଲୋକପ୍ରିୟ କରିବ ରାଜ୍ୟ ସରକାରଙ୍କ ନୂଆ ଅନୁଷ୍ଠାନ ଓଡିଶା ଭର୍ଚୁଆଲ ଏକାଡେମୀ । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନରେ ପରିଚାଳିତ ଏହି ଅନୁଷ୍ଠାନର ଏକ ନୂଆ ୱେବ ଡୋମେନ ova.gov.inକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ…
