Odia News Portal

ଆଇଆଇଟି ଇଞ୍ଜିନିୟରରୁ ସିବିଆଇ ମୁଖ୍ୟ

ଓଡିଶା କ୍ୟାଡର ଆଇପିଏସ ଅଫିସର ନାଗେଶ୍ୱର ରାଓଙ୍କୁ ସିବିଆଇର ଅସ୍ଥାୟୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ଏହା ପୂର୍ବରୁ ସେ ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଥିଲେ । ସିବିଆଇ ନିର୍ଦ୍ଦେଶକ ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ଥିବା ଆଲୋକ ବର୍ମା ଓ ରାକେଶ ଆସ୍ଥାନା ପରସ୍ପର ବିରୁଦ୍ଧରେ ଦୁର୍ନୀତି…

ମୋଦି : ଆପ୍ ଜରିଆରେ ଦଳକୁ ଚାନ୍ଦା ଦିଅ

ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଆପ୍ ମାଧ୍ୟମରେ ଭାଜପାକୁ ୧୦୦୦ ଟଙ୍କା ଦାନ ଦେଇଛନ୍ତି । ଏହାସହ ଦଳକୁ ଚାନ୍ଦା ଦେବା ପାଇଁ ଅପିଲ କରିଥିଲେ । ଆପ୍ ମାଧ୍ୟମରେ ପାର୍ଟିକୁ ଚାନ୍ଦା ଦେଇ ସାର୍ବଜନୀକ ଜୀବନରେ ପାରଦର୍ଶିତା ବାର୍ତ୍ତା ପ୍ରଚାର କରିବାକୁ ନିବେଦନ କରିଛନ୍ତି ମୋଦି । ତେବେ…

ଏସିଆନ୍ ଚାମ୍ପିୟନ୍ଶିପ୍ ହକି : ଭାରତ ପରାସ୍ତ

ଏସିଆନ୍ ଗେମ୍ସରେ ଟିମ୍ ଇଣ୍ଡିଆର ପୁରୁଷ ହକି ଟିମ୍କୁ ମ୍ୟାଲେସିୟା ପରାସ୍ତ କରିଥିଲା। ଏହି ପରାଜୟର ପ୍ରତିଶୋଧ ନେବାର ସୁଯୋଗ ଏସିଆନ୍ ଚାମ୍ପିୟନ୍ଶିପ୍ରେ ଥିଲେ ହେଁ ଭାରତ ଏହା କରିପାରି ନାହିଁ। କାରଣ ମଙ୍ଗଳବାର ବିଳମ୍ବିତ ରାତିରେ ଭାରତ ଓ ମ୍ୟାଲେସିୟା ମଧ୍ୟରେ ଖେଳା ଯାଇଥିବା ଗ୍ରୁପ୍…

ଜିଅନ୍ତା ଜଳିଗଲେ ଚାଳକ

ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର-ସମ୍ବଲପୁର ରାସ୍ତାରେ ନିକଟସ୍ଥ ଏସ୍. ପତ୍ରାପାଲିଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଟ୍ୟାଙ୍କର ଚାଳକ। ଏହି…

ପ୍ରିୟଙ୍କାଙ୍କୁ ୪୭ କୋଟିର ଗିପ୍ଟ

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନ୍ସ ବହୁତ ଶୀଘ୍ର ପତି ପତ୍ନୀ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ମଧ୍ୟରେ ସେମାନେ ନିଜର ନୂତନ ଜୀବନର ଭବିଷ୍ୟତ ଯୋଜନାରେ ଲାଗି ପଡିଛନ୍ତି । ସୂଚନା ମୁତାବକ ନିକ ପ୍ରିୟଙ୍କାଙ୍କ ପାଇଁ ଲସ୍ ଆଞ୍ଜେଲସରେ ଘର କିଣି ସାରିଲେଣି । ଏହି ଆକର୍ଷଣୀୟ ଘରର ଫଟୋ…

ଦୂରେଇ ଯାଉଛନ୍ତି କି ପତ୍ନୀ ?

ଦାମ୍ପତ୍ୟ ଜୀବନରେ ପତିପତ୍ନୀଙ୍କ ମଧ୍ୟରେ ଛୋଟ ଛୋଟ କାରଣକୁ ନେଇ କଥା କଟାକଟି ହୋଇଥାଏ। ଏହାର ମାନେ ନୁହେଁ ପତିପତ୍ନୀ ପରସ୍ପରଠାରୁ ଦୂରେଇ ଯିବେ ଓ ଅଲଗା ହୋଇଯିବେ। ବେଳେ ବେଳେ ଏମିତି ହୋଇଥାଏ ପତ୍ନୀଙ୍କ ସ୍ୱଭାବରେ ପରିବର୍ତ୍ତନ ଘଟିଥାଏ। ପତି ଅନୁଭବ କରିଥାଏ ଯେ ପତ୍ନୀ ତାଙ୍କ ପାଖରୁ ଦୂରେଇ…

କଫିରେ ବଟର ମିଶାଇ ପିଅନ୍ତୁ ମିଳିବ ଅନେକ ଫାଇଦା

କଫିରେ ବଟର ମିଶାଇ ପିଇଲେ ହୃଦୟ ଓ ମସ୍ତିଷ୍କରେ ହେଉଥିବା ରୋଗର ଆଶଙ୍କା କମିଯାଏ। ବଟର କଫି ଶରୀରକୁ କେବଳ ଯେ ଶକ୍ତି ଯୋଗାଇ ଥାଏ, ତା ନୁହେଁ ବରଂ ଏହା ସ୍ୱାସ୍ଥ୍ୟପ୍ରଦ ମଧ୍ୟ। ଏକ ଗବେଷଣାରୁ ଜଣାଯାଇଛି ଯେ ଯଦି ଆପଣ ବ୍ଲାକ୍ କଫି ପିଇବାକୁ ପସନ୍ଦ କରୁଥାନ୍ତି ,ତେବେ ତା’ ବଦଳରେ ବଟର କଫି…

ତିତଲି ମୃତ୍ୟୁ ସଂଖ୍ୟା ୭୭ ହେଲା

ଦିନକୁ ଦିନ ତିତଲି ବାତ୍ୟାପରେ କ୍ଷୟକ୍ଷତି ସଂଖ୍ୟା ବଢିବାରେ ଲାଗିଛି । ତେବେ ବର୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ ତିତଲି ପ୍ରଭାବରେ ମୋଟ୍ ମୃତ୍ୟୁ ସଂଖ୍ୟା ୭୭ରେ ପହଚିଂଥିବା ଜଣାପଡିଛି । ତେବେ ଏନେଇ ଆଜି ସୂଚନା ଦେଇଛନ୍ତି ଯୁଗ୍ମ ରିଲିଫି କମିଶନର ପ୍ରଭାତ ମହାପାତ୍ର । ଏହାସହ ସେ…

ଗିରଫ ହେଲେ ଟିଭି ଷ୍ଟାର ଏଜାଜ୍ ଖାନ୍

ଟିଭି ଷ୍ଟାର ଏଜାଜ୍ ଖାନ୍ ଗିରଫ । ବେଆଇନ୍ ନିଶାଦ୍ରବ୍ୟ ରଖିଥିବା ଅଭିଯୋଗରେ ତାଙ୍କୁ ଅବକାରୀ ବିଭାଗ ମୁମ୍ବାଇ ସ୍ଥିତ ବେକସୁର ହୋଟେଲରୁ ଗିରଫ କରିଛି । ତାଙ୍କ ଠାରୁ ୮ଟି ଏକଷ୍ଟେସି ବଟିକା ଜବତ ହୋଇଛି । ଏହି ବଟିକା ଖାଇଲେ ଭୟଙ୍କର ନିଶା ହୋଇଥାଏ । ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ ।…

ସୁନ୍ଦରୀ ପାଇଁ ଛେଳି ବଳି

ସାତକୋଶିଆରେ ଧରା ଦେଉନି ସୁନ୍ଦରୀ । ଦୁଇ ଦିନ ହେଲା ଚାଲିଛି ସୁନ୍ଦରୀ ଖୋଜା । ସୁନ୍ଦରୀକୁ ଧରିବା ପାଇଁ ଗୋଟିଏ ଛେଳି ଅଣାଯାଇଛି । ଜଙ୍ଗଲ ଭିତରେ କଂଚା ମାଂସର ବାସ୍ନା ମଧ୍ୟ ସ୍ପ୍ରେ କରାଯାଉଛି । ଏହି ବାସ୍ନାରେ ମାଂସ ଖାଇବାକୁ ବାଘୁଣୀ ଆସିଲେ ଛେଳିକୁ ଛଡାଯିବ । ଏବଂ ଏହି ସମୟରେ ଚାରିପଟୁ…