Odia News Portal

କାଶ୍ମୀର: ବିସ୍ଫୋରଣରେ ୫ ସ୍ଥାନୀୟ ଲୋକଙ୍କ ମୃତ୍ୟୁ

ଜାମ୍ମୁ ଓ କାଶ୍ମୀରରେ ରବିବାର ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳିବର୍ଷଣ ହୋଇଛି। ଶେଷ ପାଞ୍ଚ ଘଣ୍ଟାର ଫାଏରିଂରେ ଯବାନ ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ଅନ୍ୟ ପଟେ ଆତଙ୍କବାଦୀଙ୍କ ବିରୁଦ୍ଧ ଅପରେସନ ପରେ ହୋଇଥିବା ବିସ୍ଫୋରଣରେ ୫ ସ୍ଥାନୀୟ ଲୋକଙ୍କ ମୃତ୍ୟୁ…

ହକିରେ ଭାରତର ବାଜିମାତ୍

ଓମାନର ରାଜଧାନୀ ମସ୍କଟରେ ଚାଲିଥିବା ପୁରୁଷ ହକି ଏସିଆନ୍ ଚାମ୍ପିଅନ୍ସିପ୍ ଟ୍ରଫିରେ ଭାରତର ବିଜୟ ଅଭିଯାନ ଜାରି ରହିଛି। ଶନିବାର ଖେଳା ଯାଇଥିବା ଏକ ମ୍ୟାଚ୍ରେ ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଏହି ପ୍ରତିଯୋଗିତାରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି। ଭାରତ…

ରାଜ୍ୟ ସରକାରଙ୍କ କ୍ଷତିପୂରଣ ଘୋଷଣା

ବାତ୍ୟା ତିତ୍ଲି ଏବଂ ପରବର୍ତ୍ତୀ ବନ୍ୟାରେ ମୃତ ଗୃହପାଳିତ ପଶୁପକ୍ଷୀ ପାଇଁ ରାଜ୍ୟ ସରକାର କ୍ଷତିପୂରଣ ଘୋଷଣା କରିଛନ୍ତି। ଏନେଇ ଜଏଣ୍ଟ ରିଲିଫ୍ କମିଶନର କହିଛନ୍ତି,“ ଗାଈ ପାଇଁ ୩୦ ହଜାର, ବଳଦ ପାଇଁ ୨୫ ହଜାର ଏବଂ କୁକୁଡ଼ା ଚିଆଁ ପାଇଁ ୫ ହଜାର ଟଙ୍କାର ଅନୁକମ୍ପା ରାଶି ମିଳିବ। ଏହାଛଡ଼ା…

ଚୁମ୍ବନ ଯୋଗୁଁ ସଂକ୍ରମଣର ଶିକାର

ଆପ୍ଷ୍ଟିନ୍-ବାର୍ ଭାଇରସ୍ (ଋଈଠ)ମାଧ୍ୟମରେ ଶରୀରରେ ମନୋନ୍ୟୁକ୍ଲିଓସିସ୍ ସଂକ୍ରମଣ ବ୍ୟାପିଥାଏ। ଏହି ସଂକ୍ରମଣ ଲାଳ ମାଧ୍ୟମରେ ଜଣଙ୍କ ପାଖରୁ ଅନ୍ୟ ଜଣଙ୍କ ପାଖକୁ ପହଞ୍ଚିଥାଏ। ଏହି ରୋଗ କେବଳ ଚୁମ୍ବନ ଦ୍ୱାରା ନୁହେଁ, ଉଭୟଙ୍କ ଅଇଁଠା ଖାଦ୍ୟ ବା ପାଣି ପିଇଲେ ମଧ୍ୟ ହୋଇପାରେ। ଅନୁସନ୍ଧାନରୁ…

ପୁଣି ‘ସୁନ୍ଦରୀ’ ନେଲା ମଣିଷ ଜୀବନ

ଅନୁଗୁଳ ଟାଇଁସି ଗାଁରେ ଜଣଙ୍କୁ ଝାମ୍ପିନେଲା‘ସୁନ୍ଦରୀ’ । ବିଲକୁ ଯାଇଥିବାବେଳେ ତ୍ରିନାଥ ସାହୁଙ୍କୁ ଝାମ୍ପିନେଇ ମାରି ଖାଇଥିବା ଅଭିଯୋଗ ହୋଇଛି । ଏହା ବାଘୁଣୀ ସୁନ୍ଦରୀର କାମ ବୋଲି ଗାଁଲୋକେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଅନୁଗୁଳ ଟାଇଁସି ଗାଁରେ ଉତ୍ତେଜନା ଦେଖାଦେଇଛି । ଏସିଏଫ୍…

ପେଟ୍ରୋଲକୁ କାଟିଲା ଡିଜେଲ

ଭୁବନେଶ୍ୱର () ଇତିହାସରେ ପ୍ରଥମ । ପେଟ୍ରୋଲ ଠାରୁ ଡିଜେଲ ଦର ଅଧିକା । ତୈଳ କମ୍ପାନୀ ଉପରେ ନିୟନ୍ତ୍ରଣ ନରହିବା କିମ୍ବା ଭୁଲ ତୈଳ ନୀତି ଯୋଗୁଁ ଏଭଳି ଏକ ବିଚିତ୍ର ଓ ଅସ୍ୱାଭାବିକ ସ୍ଥିତି ଉପୁଜିଛି । ଆଜିର ଦିନରେ ପେଟ୍ରୋଲ ଲିଟର ପିଛା ଦର 80 ଟଙ୍କା 57 ପଇସା ଥିବା ବେଳେ ଡିଜେଲ ଦର 80…

ମାଙ୍କୁ ମେଲାଣୀ

ଶିବେ ସର୍ବାଥ ସାଧିକେ ଶରଣ୍ୟେ ତ୍ରୟମ୍ବକେ ଗୌରୀ  ନାରାୟଣୀ ନମସ୍ତୁତେ ଭୁବନେଶ୍ବର () : ଯେତିକି ଧୁମଧାମରେ ଆରମ୍ଭ ହୋଇଥିଲା ମା ଦୁର୍ଗାଙ୍କ ଧରାବତରଣ, ସେତିକି ଉତ୍ସାହ ଓ ଉଦ୍ଦୀପନାରେ ମାଙ୍କୁ ବିଦାୟ ଦେଇଛନ୍ତି ଭକ୍ତ । ରାଜ୍ୟର ବିଭିନ୍ନ ଦେବୀ ପୀଠରେ ନବଦିନାଙ୍କ ପୂଜା କରାଯାଇଥିବା…

ବନ୍ୟାଞ୍ଚଳ ପାଇଁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ

ଭୁବନେଶ୍ୱର () ବାତ୍ୟା ଓ ବନ୍ୟାର ପାଞ୍ଚ ଦିନ ପରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ର ନବୀନ ପଟନାୟକ । ରାସ୍ତାଘାଟ ମରାମତି, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ପୁନଃସଂଯୋଗ, କ୍ଷୟକ୍ଷତି ଆକଳନ ଆଦି କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦେଶ ଦେବା ସହ…

ନିର୍ଦ୍ଦାରିତ ସମୟ ଭିତରେ କାମ ସାର

ଭୁବନେଶ୍ୱର—ତିତଲି ପ୍ରଭାବିତ ଅଂଚଳରେ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ଭିତରେ ସାରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି କଡା ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟାରେ ସଚିବାଳୟରେ ତିତଲି ପ୍ରଭାବିତ ଅଂଚଳର ରିଲିଫ, ଥଇଥାନ, ସହାୟତା ବଂଟନ, ଓ ପୁନର୍ଗଠନ ସମ୍ପର୍କରେ…

ତନ୍ତ୍ରସାଧନା ପାଇଁ କଂସ ସାଜିଲା ମାମୁଁ

ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଅନ୍ତର୍ଗତ ଶୁଣ୍ଢିମୁଣ୍ଡା ଗାଁ ନିକଟରେ ନାବାଳକକୁ ବଳି ଦେବା ଘଟଣାରେ ପୁଲିସ ୨ ଜଣ ସଂପର୍କୀୟ ମାମୁ ଓ ଭାଇକୁ ଗିରଫ କରିଛି। ପୁଲିସ ମଙ୍ଗଳବାର ସକାଳୁ ୯ ବର୍ଷର ବାଳକ ଘନଶ୍ୟାମ ଓରଫ ମିଥୁନ ରଣାଙ୍କ ମୁଣ୍ଡ କଟା ଶବ ଉଦ୍ଧାର କରିବା…