Odia News Portal

#me too କୁ ନେଇ ୧୧ ମହିଳା ନିର୍ଦ୍ଦେଶକଙ୍କ ସ୍ୱର ଉତ୍ତୋଳନ

ମି ଠୁ କ୍ୟାମ୍ପେନ ପ୍ରକ୍ରିୟା ପରେ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି । ୧୧ ଜଣ ମହିଳା ନିର୍ଦ୍ଦେଶକ ମିଳିତ ସ୍ୱରରେ ସ୍ୱର ଉତ୍ତୋଳନ କରିଛନ୍ତି । ବିଲଉଡର ବଡ ବଡ ହସ୍ତୀଙ୍କ ନାଁରେ ଯୌନ ନିର‌୍ୟାତନା ଅଭିଯୋଗ ଆସିଛି । ୧୧ ଜଣ ମହିଳା ନିର୍ଦ୍ଦେଶକ ଏଭଳି ଅଭିଯୋଗ ଆସିଥିବା କଳାକାରଙ୍କ ସହ କାମ…

ଏମ ଜେ ଆକବର କଲେ ମାନହାନୀ ମକଦମା

ନୂଆଦିଲ୍ଲୀ – କେନ୍ଦ୍ରମନ୍ତ୍ରୀ ଶ୍ରୀ ଏମ ଜେ ଆକବର ସାମ୍ବାଦିକା ପ୍ରିୟା ରମାନୀଙ୍କ ନାମରେ ମାନହାନୀ ମକଦମା କରିଛନ୍ତି । ପ୍ରିୟା ରମାନୀ ମି ଠୁ କ୍ୟାମ୍ପେନରେ ଆକବରଙ୍କ ନାରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ପୁର୍ବରୁ ଶ୍ରୀ ଆକବର ଏହି ଅଭିଯୋଗକୁ ଭିତି ହୀନ ବୋଲି କହିଥିଲେ । ସେ ଆହୁରି ମଧ୍ୟ…

ପୁଣି ସୁନ୍ଦରୀ ଆତଙ୍କ

ଅନୁଗୋଳ ଜିଲ୍ଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ହାତିବାରୀ ନିକଟରେ ବାଘୁଣୀ ‘ସୁନ୍ଦରୀ’ ଗୋଟିଏ ବଳଦକୁ ମାରି ଖାଇ ଥିବା ଅଭିଯୋଗ ହୋଇଛି। ରଘୁ ସାୟ ନାମକ ଜଣେ ବ୍ୟକ୍ତିଙ୍କ ବଳଦକୁ ସୁନ୍ଦରୀ ମାରି ଥିବା ଅଭିଯୋଗ ହୋଇଛି। କିଛି ଦିନ ଧରି ସୁନ୍ଦରୀ ଆଠମଲ୍ଲିକ ବନଖଣ୍ଡରେ ରହିବା ପରେ ସାତକୋଶିଆ…

ଝିଅ ପାଇଁ ବାପା ମା’ଙ୍କ ଆତ୍ମହତ୍ୟା

ଗୋଟିଏ ବୋଲି ଝିଅ ପ୍ରେମିକ ସହିତ ପଳାଇବାରୁ ଦୁଃଖରେ ଭାଙ୍ଗି ପଡ଼ି ବାପାମା’ ଆତ୍ମହତ୍ୟା କରି ଦେଲେ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ତାମିଲନାଡୁର ପୋଲାଚି ସହରରେ। କୋଏମ୍ବାଟୋର ଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଏହି ସ୍ଥାନଟି ଅଛି। ଘଟଣାଟି ରବିବାର ଘଟିଛି। ବାପାମା’ ତାଙ୍କ ୨୪ ବର୍ଷୀୟ…

ମହାନଦୀ ପାରି ହେବାବେଳେ ଫଶିଗଲେ ହାତୀପଲ

ମହାନଦୀ ପାର ହେଉଥିବାବେଳେ ବନ୍ୟା ଜଳର ପ୍ରଖର ସ୍ରୋତ ଭିତରେ ଫଶିଯାଇଥିଲେ ହାତୀପଲ । ହେଲେ ହାତୀଗୁଡିକ ମହାନଦୀର ଅକାତ କାତ ପାଣି ଭିତରେ ପହଁରି ପାର ହୋଇପାରିନଥିଲେ । କୁହାଯାଉଛି ଆଠଗଡ ପଟୁ ମହାନଦୀପାର ହୋଇ ଚନ୍ଦକା ଆସୁଥିବାବେଳେ ପ୍ରଖର ସ୍ରୋତରେ ହାତୀପଲ ଭିତରୁ ୫ଟିି ହାତୀ କିଛି ବାଟ…

ଉଜ୍ଜଳା ହିତାଧିକାରୀଙ୍କ ପାଇଁ ଖୁସି ଖବର

ଓଡିଶାରେ ତିତଲି ପ୍ରଭାବରେ ପ୍ରବଳ ବର୍ଷା ଓ ବନ୍ୟା କାରଣରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକଙ୍କ ଘରେ ବନ୍ୟା ପାଣି ପଶିଯାଇଥିବାରୁ ସବୁ ଆସବାବପତ୍ର ନଷ୍ଟ ହୋଇଯାଇଛି । ତେବେ ଏହି ସମୟରେ ସେମାନଙ୍କୁ ସହଯୋଗର ହାତ ବଢାଇଛନ୍ତି ତିନୋଟି ତୈଳ ବିତରଣ କମ୍ପାନି ।…

ରାଜ୍ୟ ସରକାରୀଙ୍କ ଦଶହରା ଉପହାର : ୨ ପ୍ରତିଶତ ବଢ଼ିଲା ମହଙ୍ଗା ଭତା

ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଦଶହରା ଉପହାର ଦେଲେ ରାଜ୍ୟ ସରକାର । ୨ ପ୍ରତିଶତ ମହଙ୍ଗା ଭତା ବୃଦ୍ଧି କଲେ ସରକାର । ମୋଟ ୯ ପ୍ରତିଶତରେ ପହଞ୍ଚିଲା ମହଙ୍ଗା ଭତା । ପୁର୍ବରୁ ୭ ପ୍ରତିଶତ ଥିଲା ମହଙ୍ଗା ଭତା । ଏହି ବର୍ଦ୍ଧିିତ ମହଙ୍ଗା ଭତ୍ତା ୨୦୧୮ ମସିହା ଜୁଲାଇ ୧ ତାରିଖରୁ ପିଛିଲା ତାରିଖ…

ବନ୍ୟାବିତ୍ପତି ବେଳେ କେବିସିରେ ନବୀନଙ୍କ ଯୋଗକୁ ଧର୍ମେନ୍ଦ୍ରଙ୍କ ସମାଲୋଚନା

କୌନ୍ ବନେଗା କୋରଡପତି କାର‌୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବା ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାର ଯେତେବେଳେ ଝଡ ଚାଲିଥାଏ , ସେତେବେଳେ ମୁଖ୍ୟମନ୍ତ୍ରୀ କେବିସି ସେଟରେ ବସି ନିଜର ଆତ୍ମପ୍ରଚାର କରୁଥିଲେ ବୋଲି କହିଛନ୍ତି…
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.