Odia News Portal

ଚାଷୀଙ୍କ ହକ୍ ପାଇଁ ଲଢ଼ିବି: ନବୀନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଗଞ୍ଜାମ ଜିଲ୍ଲାରେ କ୍ଷୟକ୍ଷତି ସମୀକ୍ଷା କରିବାର ୨୪ ଘଣ୍ଟା ପରେ ଆଜି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଞ୍ଜାମ ଗସ୍ତରେ ଆସିଥିଲେ। ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳି ସମେତ ଆସିକା, କବିସୂର୍ୟ୍ୟନଗର ଓ…

ଫସଲ ହାନୀ ଯୋଗୁ ଉଜୁଡ଼ିଗଲା ସଂସାର; ଜୀବନ ହାରିଲେ ଚାଷୀ

ଏଥରର ଅଦିନିଆ ବର୍ଷା କେବଳ ଯେ ବିଲରୁ ଫସଲ ଧୋଇ ନେଇଛି ତାହା ନୁହେଁ, ଏହା ବହୁ ପରିବାରର ହସଖୁସି ବି ଧୋଇ ନେଇଛି। ଫସଲ ହାନୀ ପାଇଁ ପୁଣି ଥରେ ଉଜୁଡ଼ି ଯାଇଛି ଆଉ ଏକ ସଂସାର। ଏପରି ହୃଦୟ ବିଦାରକ ଘଟଣା ଜଗତସିଂହପୁର ଜିଲ୍ଲାରେ ଘଟିଛି। ନିଜ ସୁନା ଫସଲ ପାଣିରେ ପଚୁଥିବା ଦେଖି ସହି…

ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା; ଲୋକସେବା ଭବନରେ ପ୍ରବେଶ ପାଇଁ ମିଳିଲା ଗ୍ରୀନ ସିଗନାଲ

ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା । ଲୋକସେବା ଭବନରେ ପ୍ରବେଶ ପାଇଁ ମିଳିଲା ଗ୍ରୀନ ସିଗନାଲ । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସ୍ୱୀକୃତିପ୍ରାପ୍ତ ଓ ଅଣସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଛି । ଟିଭି ଓ…

ନୂଆ ବର୍ଷକୁ ସ୍ବାଗତ ପାଇଁ ପୁରୀରେ ଭକ୍ତଙ୍କ ପ୍ରବଳ ଗହଳି

ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରୁ ବଢୁଛି ଭିଡ଼। ୨୦୨୫କୁ ସ୍ୱାଗତ କରିବା ପୂର୍ବରୁ ଶ୍ରୀଜିଉଙ୍କ ଆଶୀର୍ବାଦ ନେବାକୁ ଶ୍ରଦ୍ଧାଳୁଙ୍କ ସୁଅ ପୁରୀକୁ ଛୁଟୁଛି। ପ୍ରଶାସନର ଦୀର୍ଘ ପ୍ରସ୍ତୁତି ସତ୍ବେ ଅସମ୍ଭାଳ ଭିଡ ହେଉଛି । ଏବେ ପୁରୀ ରାସ୍ତାରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ଆଜି ଓ…

ଫେବ୍ରୁଆରିରୁ୍ ରାଜ୍ୟରେ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ

ଆଗାମୀ ବର୍ଷ ଫେବ୍ରୁଆରିରୁ୍ ରାଜ୍ୟରେ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ। ନୂଆ ବର୍ଷରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ବିକଳ୍ପ ଆଣିବେ ନୂଆ ସରକାର। ରାଜ୍ୟର ସାଢେ ୩ କୋଟି ଲୋକଙ୍କୁ ମିଳିବ କାର୍ଡ। ଗୋଟିଏ କୋଟି ପରିବାର ପାଇବେ କାର୍ଡ। କେହି ବି ବଞ୍ଚିତ…

ଖୁବଶୀଘ୍ର କ୍ଷତିପୂରଣ ଦିଅ :  ନବୀନ

ଅମଳ ସମୟରେ ଅଦିନିଆ ଲଘୁଚାପ ଜନିତ ଲଗାଣ ବର୍ଷାରେ ଉଜୁଡ଼ି ଯାଇଛି ଫସଲ। ନିଜ ଜମିରେ ବର୍ଷକର ଦାନାପାଣି ଗଜା ହେବାର ଦେଖି ଚାଷୀ ବି ନିରୁପାୟ। ଫସଲ ନଷ୍ଟ ସହି ନପାରି କିଛି ଚାଷୀ ନିଜ ଜୀବନ ବି ହାରିଦେଇଛନ୍ତି। ପ୍ରକୃତିର ଶକ୍ତ ପ୍ରହାର ଚାଷୀର ମେରୁଦଣ୍ଡକୁ ଦୋହଲାଇଦେଇଛି । ଏ ସବୁ ଘଟଣା…

ଶ୍ରୀମନ୍ଦିରରେ ଭିଡ , ଭକ୍ତ ଅସୁସ୍ଥ

ନୂଆବର୍ଷ ପୂର୍ବରୁ ବଡ଼ ଦାଣ୍ଡରେ ଉପୁଜିଛି ଠେଲାପେଲା ପରିସ୍ଥିତି। ଶ୍ରୀଜିଉଙ୍କ ଦର୍ଶନ ପାଇଁ ପ୍ରବଳ ଜନ ସମାଗମ ହୋଇଥିବା ବେଳେ ଆଜି ଦେଖାଦେଇଛି ଠେଲାପେଲା ପରିସ୍ଥିତି। ଏଥିଯୋଗୁ ୧୦ ଭକ୍ତ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। …

ରାଜଧାନୀରୁ ହାଇ ପ୍ରୋଫାଇଲ ମହିଳା ଗିରଫ

ଠକେଇ ମାମଲରେ ହାଇପ୍ରୋଫାଇଲ ମହିଳାକୁ ବାନ୍ଧିଲା କମିଶନରେଟ ପୋଲିସ । ବଡବଡିଆଙ୍କ ସହ ସମ୍ପର୍କ ଥିବା କହି ଖଣି ବ୍ୟବସାୟୀ, ବିଲଡରଙ୍କୁ ଧମକ ଦେଉଥିଲେ ଏବଂ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ। ଏବେ ଏହି ମହିଳାଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି ଇନଫୋସିଟି ଥାନା ପୋଲିସ । ଗିରଫ ମହିଳା…

ରାଜଧାନୀରେ ଚାଞ୍ଚଲ୍ୟ: ଘରୋଇ ଲେଡିଜ୍ ହଷ୍ଟେଲରୁ ଫୁଡ ବ୍ଲଗରଙ୍କ ମୃତଦେହ ଉଦ୍ଧାର

ରାଜଧାନୀର ଇନଫୋସିଟି ଥାନା ଅନ୍ତର୍ଗତ ଆଦର୍ଶ ବିହାର କଲୋନିରେ ଥିବା ଏକ ଘରୋଇ ଲେଡିଜ୍ ହଷ୍ଟେଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସୋନାଲି ସଂଘମିତ୍ରା ପରିଡ଼ା। ସେ ଜଣେ ଫୁଡ ବ୍ଲଗର୍ ଭାବେ ଜଣାଶୁଣା। ଗତକାଲି ରାତିରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ସେ…

 ଫସଲ କ୍ଷତି ଓ ମଣ୍ଡି ସମସ୍ୟା ସରକାରଙ୍କ ପାଇଁ ଏବେ ବଡ଼ ଆହ୍ୱାନ

ଅମଳ ସମୟରେ ୧ ସପ୍ତାହ ଧରି ଅଦିନିଆ ଲଘୁଚାପ ଜନିତ ଲଗାଣ ବର୍ଷା, ଫସଲ ନଷ୍ଟ ଏବଂ ୩ ଦିନରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟରେ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଓଡିଶା ଚାଷୀ ଭୟଙ୍କର ସଙ୍କଟ ଦେଇ ଗତି କରୁଛି । ପ୍ରକୃତିର ଶକ୍ତ ପ୍ରହାର ଚାଷୀର ମେରୁଦଣ୍ଡକୁ…