Odia News Portal

ଏଣିକି BSNL ଗ୍ରାହକ ପାଇବେ ପ୍ରତି ଦିନ ୧୦ ଜିବି ଡାଟା

https://www.youtube.com/watch?v=Xb7RjCtL_twବିଏସଏନଏଲ ନିଜ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅନେକ ଆକର୍ଷକ ପ୍ଲାନ ଲଞ୍ଚ କରୁଛି।ନିଜର ୪ଜି ନେଟଓ୍ଵର୍କକୁ ଆହୁରି କେମିତି ମଜବୁତ କରିବ ଏହା ଉପରେ କ୍ରମାଗତ କାମ କରୁଛି ଏବଂ ଅନେକ ଜାଗାରେ ୪ଜି ନେଟଓ୍ଵର୍କ ଉପଲବ୍ଧ କରାଉଛି। ଏହା…

ଓଡ଼ିଶାରେ ସର୍ବବୃହତ ବିଳାସପୂର୍ଣ୍ଣ କାର ଡିଲରସିପ ଉଦଘାଟନ

କଟକ (): ଭାରତର ସର୍ବବୃହତ ବିଳାସପୂର୍ଣ୍ଣ କାର୍ ନିର୍ମାତା ମର୍ସିଡିସ୍-ବେଂଜ୍ ପକ୍ଷରୁ ଦ୍ବେତ ସହର ଭୁବନେଶ୍ବର ଓ କଟକରେ ଓଡ଼ିଶାର ଅନ୍ୟତମ ସର୍ବବୃହତ ବିଳାସପୂର୍ଣ୍ଣ କାର ଡିଲରସିପକୁ ଉଦଘାଟନ କରାଯାଇଛି । ଟି ଆଣ୍ଡ ଟି ମୋଟର୍ସର ଉଦଘାଟନ ମର୍ସିଡିସ-ବେଂଜର ଗ୍ରାହକମାନଙ୍କ ନିକଟରେ ପହଂଚିବା…

ମଧ୍ୟସ୍ଥତା କରିବାକୁ ମନା କଲେ ଟ୍ରମ୍ପ

ନୂଆଦିଲ୍ଲୀ() ଆମେରିକାକୁ ଭରସା କରି ଭାରତ ବିରୁଦ୍ଧରେ ହୁଙ୍କାର କରୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶେଷରେ ଆମେରିକା ଠାରୁ ବି ନିରାଶ ହୋଇଛନ୍ତି । ବର୍ତ୍ତମାନ ଇମ୍ରାନ ଆର୍ନ୍ତଜାତୀୟ ସ୍ତରରେ ସମ୍ପୁର୍ଣ୍ଣ ଏକ ଘରକିଆ ହୋଇପଡିଛନ୍ତି । ଭାରତ ପାକିସ୍ତାନ ମଧ୍ୟରେ ବିବାଦକୁ ନେଇ…

୪ଦିନ ବଢିଲା ଚିଦାମ୍ବରମଙ୍କ ରିମାଣ୍ଡ

ନୂଆଦିଲ୍ଲୀ() ପୁଣି ନିରାଶ ହେଲେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ଚିଦାମ୍ୱରମଙ୍କ ଆଗୁଆ ଜାମିନ୍ ଆବେଦନକୁ ଆଜି ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଜାମିନ ଆବେଦନ ଖାରଚ ହେବା ସହ ଚିଦାମ୍ବରଙ୍କର ରିମାଣ୍ଡ ଅବଧି ଅଗଷ୍ଟ ୩୦ ତାରିଖ ପର୍ୟ୍ୟନ୍ତ ବୃଦ୍ଧି ପାଇଛି। ଦିଲ୍ଲୀର ସ୍ୱତନ୍ତ୍ର…

ନିଆରା ବିଧାୟକଙ୍କ ନିଆରା କାମ

ଅନୁଗୁଳ() ଥରେ ମନ୍ତ୍ରୀ କିମ୍ବା ବିଧାୟକ ହେଲେ ନେତାମାନେ ତାଙ୍କ ସାତ ପୁରୁଷ ପାଇଁ ସମ୍ପତି ଠୁଳ କରନ୍ତି । ଆଉ ଶୀତତାପ ନିୟନ୍ତ୍ରୀତ କୋଠରୀ ଓ ସୌଖୀନ ଗାଡିରୁ ସେମାନେ ପଦାକୁ ବାହାରନ୍ତି ନାହିଁ ବୋଲି ସାଧାରଣରେ ଏକ ଧାରଣା ରହିଆସିଛି । କିନ୍ତୁ ନବୀନ ପଟ୍ଟନାୟକଙ୍କ ଦଳରେ ଏଥର ଏଭଳି ଜଣେ…

ସଭ୍ୟ ସଂଗ୍ରହ ପାଇଁ ଫୁଲ ଦମରେ ବିଜେଡି

ଭୁବନେଶ୍ୱର() ବିଜେଡିର ସଭ୍ୟ ଗ୍ରହଣ ରଣନୀତି ପ୍ରସ୍ତୁତ କରିବା ପାିଁ ଆଜୀ ନବୀନ ନିବାସ ଠାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଦଳର ଉପସଭାପତି ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଥିଲା । ସେପ୍ଟେମ୍ବର ୨ ତାରିଖରେ ଆରମ୍ଭ ହେବାକୁ ଥିବା ଦଳର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ସମ୍ପର୍କରେ ଏଥିରେ…

ମାଓ ଦମନ ପାଇଁ ନବୀନଙ୍କ ତିନି ସୁତ୍ର

ନୂଆଦିଲ୍ଲୀ() ଦେଶରେ ମାଓ ଦମନ ପାଇଁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁÂିତ ବୈଠକରେ ଯୋଗ ଦେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଦଫା ଦାବି ଉପରେ ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଓଡିଶାରେ ମାଓ ଦମନ ସମ୍ପର୍କରେ କହିଛଛନ୍ତି ଯେ ମାଓ ଉପଦ୍ରୃତ ଅଂଚଳରେ ଗମନା…

ଏଣିକି ଗାଡି ଉପରେ ନଜର ରଖିବ ଡ୍ରୋନ

ଭୁବନେଶ୍ବର()  ଟ୍ରାଫିକ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ନେଇଛି ବଡ ପଦକ୍ଷେପ । ରାଜଧାନୀ ଭୁବନେଶ୍ୱରରେ ଏଣିକି ଡ୍ରୋନ୍ ଜଗିବ ଟ୍ରାଫିକ୍। ଭୁବନେଶ୍ୱରରେ ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ଛକ ଯାଏଁ ‘ନୋ ଓଭରଟେକିଂ’ ଜୋନ ଭାବେ ଘୋଷଣା କରାଯାଇଛି । ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଡ୍ରୋନ୍…

ନବୀନ ବିନା ମୋ ଜୀବନ ଅର୍ଥ କିଛିି ନାହିଁ : ଖଗେଶ୍ୱର

ଭୁବନେଶ୍ୱର : ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଲ ପାଏ । ସେ ମୋ ଭବବାନ , ସେ ମୋର ସବୁକିଛି । ତାଙ୍କ ବିନା ମୋ ଜୀବନ ଅର୍ଥ କିଛିି ନାହିଁ । ଦିନେ କି ଦୁଇ ଦିନ ନୁହେଁ, ଆଜକୁ ୧୮ ବର୍ଷ ହେବ ମୁଁ ତାଙ୍କୁ ଭଲ ପାଉଛି । ଏଥିଲାଗି ବେସରକରୀ ଚାକିରୀ ଚାଡ଼ିଛି , ବିରୋଧୀଙ୍କ ଠାରୁ ମାଡ଼…

ପ୍ରଥମ ଟେଷ୍ଟ : ଭାରତ ୩୧୮ ରନ୍‌ରେ ବିଜୟୀ

ନର୍ଥ ସାଉଣ୍ଡ  : ଘରୋଇ ୱେଷ୍ଟ ଇଣ୍ଡିଜ୍‌ ଓ ଭାରତ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ୩୧୮ ରନ୍‌ରେ ବିଜୟ ହାସଲ କରିଛି । ଅଜିଙ୍କ୍ୟ ରାହାଣେଙ୍କ ଦଶମ ଟେଷ୍ଟ ଶତକ ସହ ବିରାଟ କୋହଲି ଓ ହନୁମା ବିହାରୀଙ୍କ ଅର୍ଦ୍ଧଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୭/୩୪୩ ରନ୍‌ କରି ପାଳି ଘୋଷଣା…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.